ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 26, 2022, 5:00 PM IST

୧. Babushan Saga: ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

ରାସ୍ତା ଉପରେ ଷ୍ଟାର ପରିବାରର କଳି ଘଟଣା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ୧ଘଣ୍ଟା ଧରି ଜେରା କଲା କମିଶନରେଟ୍ ପୋଲିସ ।

୨. କାଲି ପ୍ରକାଶ ପାଇବ OJEE ଫଳାଫଳ

ଆସନ୍ତାକାଲି ପୂର୍ବାହ୍ନରେ ପ୍ରକାଶ ପାଇବ OJEE ରେଜଲ୍ଟ । ବିଭାଗୀୟ ମନ୍ତ୍ରୀ ରହିବେ ଉପସ୍ଥିତ ।

୩. Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ

ପୁଣି ବିଶୃଙ୍ଖଳିତ ଆଚରଣ ପଡିଲା ମହଙ୍ଗା । 19 ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି ।

୪. JK Cricket Association Scam: ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ED

ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ଆର୍ଥିକ ଚଞ୍ଚକତା ମାମଲାରେ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ED ।

୫. ଉତ୍ତମ କର୍ମସ୍ଥଳ ଭାବେ ଲୋକଙ୍କ ପ୍ରଥମ ପସନ୍ଦ ହାଇଦ୍ରାବାଦ

ଉତ୍ତମ କର୍ମସ୍ଥଳ ଭାବେ ଲୋକଙ୍କ ପ୍ରଥମ ପସନ୍ଦ ହାଇଦ୍ରାବାଦ । HR କମ୍ପାନୀ 'Careernet'ର ଏକ ଅଧ୍ୟୟନରୁ ସ୍ପଷ୍ଟ ।

୬. ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ: ଯୁବ କଂଗ୍ରେସ ଜାତୀୟ ସଭାପତିଙ୍କୁ ଚୁଟି ଧରି ଭିଡିନେଲା ପୋଲିସ

କଂଗ୍ରେସର ବିକ୍ଷୋଭ ବେଳେ ଏକାଧିକ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଛି ।

୭. ଧରାପଡିଲା ବାଇକ ଚୋରୀ ଗ୍ୟାଙ୍ଗ, ITI ଛାତ୍ର ମାଷ୍ଟର ମାଇଣ୍ଡ

ଭୁବନେଶ୍ବର ଏମ୍ସ ନିକଟରେ ଆତଙ୍କ ଖେଳାଇଥିବା ୨ ଚକିଆ ଚୋର ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ ।

୮. ଭାର୍ଗବୀ ନଦୀବନ୍ଧରେ ଘାଇ, 62 ମୌଜାବାସୀ ଆତଙ୍କିତ !

ଭାର୍ଗବୀ ନଦୀବନ୍ଧରେ ବିରାଟ ଘାଇ ହୋଇଛି । ଫଳରେ ଆତଙ୍କିତ ହାେଇ ରହିଛନ୍ତି 62 ମୌଜା ବାସିନ୍ଦା ।

୯. ବଢିବ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି !

ପଞ୍ଚାୟତ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ପ୍ରଶ୍ନ କଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ।

୧୦. BFI ତରୁଫରୁ ଲଭଲିନାଙ୍କୁ ମିଳିଲା ସହଯୋଗ

ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ (Boxing Federation of India) ଲଭଲିନା ବୋରଗୋହେନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.