ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 3, 2022, 5:02 PM IST

୧. BJB ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ରିପୋର୍ଟ ପରେ ସରକାର ପଦକ୍ଷେପ ନେବେ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

BJB କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।

୨. ଦୁଇ ବର୍ଷ ପରେ ବାହାରିନରେ ଗଡ଼ିଲା ମହାପ୍ରଭୁଙ୍କ ରଥ

2 ବର୍ଷ ପରେ ବାହାରିନରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ । ଓଡିଆ ସମାଜ ପକ୍ଷରୁ ଏହି ଇସଲାମିକ ଦେଶରେ ରଥଯାତ୍ରା ପାଳିତ ହୋଇଛି ।

୩. ବଧୂ ହତ୍ୟା ଘଟଣାର ଅଭିଯୁକ୍ତ ସ୍ୱାମୀ ଓ ନଣନ୍ଦ ଗିରଫ

ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଗଦାଧରପୁର ଗାଁର ବଧୂହତ୍ୟା ଘଟଣାରେ ନୂଆ ମୋଡ ।

୪. BJB ଛାତ୍ରୀ ଆତ୍ମହତ୍ୟା ଘଟଣା, ସିନିୟର ଛାତ୍ରୀଙ୍କୁ ଖୋଜୁଛି ସ୍ପେଶାଲ ଟିମ୍

BJB ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ତଦନ୍ତ ପାଇଁ କଲେଜରେ ପହଞ୍ଚିଲା ତିନି ଜଣିଆ ଟିମ ।

୫. ଚର୍ଚ୍ଚାରେ ପଟ୍ଟଚିତ୍ର ଶିଳ୍ପୀ ରମେଶ, ମହିଳାଙ୍କୁ ମାଗଣାରେ ପଟ୍ଟଚିତ୍ର ପ୍ରଶିକ୍ଷଣ

ଖୋଲା ଆକାଶ ତଳେ ଚାଲିଛି ମାଗଣା ଶିକ୍ଷାଦାନ। ତା ପୁଣି ପଟ୍ଟଚିତ୍ର ଆଙ୍କିବାର କଳା ଓ କୌଶଳ ।

୬. ଭୁବନେଶ୍ବରରେ ଖୋଲିଲା ପ୍ରଥମ ସୋଲାର ଇନର୍ଭଟର ପାର୍କ

ସୋଲାର ଏନର୍ଜି କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଲା ସୋଲାର ଇନର୍ଭଟର ପାର୍କ ।

୭. Digital dialogue: ବଜେଟ ଦୂରଦୃଷ୍ଟି ସମ୍ପର୍ଣ୍ଣ ନୁହେଁ କହିଲେ ମୁକେଶ ମହାଲିଙ୍ଗ

ବିଧାନସଭାର ପ୍ରଥମ ଦିନ ରହିଥିଲା ଘଟଣା ବହୁଳ। ବଡ଼ ଘଟଣା ଥିଲା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିଧାନସଭାରେ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ।

୮. Godhra train burning case: ଆଉ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଗୋଧ୍ରା ଦଙ୍ଗା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ସେସନ ଜଜଙ୍କ କୋର୍ଟ ।

୯. ଲଣ୍ଡନ ରାଜ୍ୟଗୋଷ୍ଠୀ କ୍ରୀଡା, ଜୁନିୟର ଫେନ୍ସି ଟିମ ଚୟନ ଆରମ୍ଭ

ଅଗଷ୍ଟରେ ଲଣ୍ଡନରେ ଖେଳାଯିବାକୁ ଜୁନିୟର କମନୱେଲଥ ଗେମ । ଏଥିପାଇଁ ଜୁନିୟର ଟିମ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଅଲ ଇଣ୍ଡିଆ ଫେନସିଂ ସଂଘ ।

୧୦. ଆଇନ ଫାଶରେ କମେଡି କିଙ୍ଗ କପିଲ ଶର୍ମା

ଅଡୁଆରେ କମେଡି କିଙ୍ଗ କପିଲ ଶର୍ମା । ଜୁନ ମାସରୁ କପିଲ ତାଙ୍କ ଟିମ ସହ ୟୁଏସ ଓ କାନାଡା ଟୁର ଆରମ୍ଭ କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.