ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 29, 2022, 5:01 PM IST

୧. Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡର ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା

କହ୍ନେୟାଲାଲ୍‌ଙ୍କ ଶରୀରରେ ଥରେ କି ଦୁଇ ଥର ନୁହେଁ ୨୬ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ।

୨.ଆଦିବାସୀ ଯୁବକଙ୍କୁ ବାନ୍ଧି ପିଟିବା ମାମଲା: ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ

ବରଗଡ ଅତାବିରା ଥାନା ଅଞ୍ଚଳରେ ଆଦିବାସୀ ଯୁବକଙ୍କୁ ରାତିସାରା ଖୁଣ୍ଟରେ ବାନ୍ଧି ପିଟିବା ମାମଲାରେ ଓଏଚଆରସିଙ୍କ ହସ୍ତକ୍ଷେପ ।

୩. ବିଧାନସଭା ମୌସୁମୀ ଅଧିବେଶନ: କଟକଣା ଯୁକ୍ତ ଓ ସାମ୍ବାଦିକ ମୁକ୍ତ ଚାଲିବ ଗୃହ କାର୍ଯ୍ୟ

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ବିରୋଧୀ ଦଳର ସହଯୋଗ କାମନା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

୪. ଜୁଲାଇ ପହିଲାରୁ ହେବ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ

ଜୁଲାଇ ଆରମ୍ଭରୁ ଲୋକଙ୍କୁ ଲାଗିବ ବଡ ଝଟକା । ଗ୍ୟାସ ଠାରୁ ଆଧାର ଓ ପାନକାର୍ଡ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ ।

୫. Maharashtra Political Crisis: ଫ୍ଲୋର୍‌ ଟେଷ୍ଟ୍‌ରେ ସାମିଲ ହେବାକୁ ସୁପ୍ରିମକୋର୍ଟରେ ମଲିକ ଓ ଦେଶମୁଖଙ୍କ ଆବେଦନ

ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି NCP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ ।

୬. ରଥଖଳା ହାଲଚାଲ: ତିନି ରଥ ଉପରେ ଚାଲିଛି କନା ପକା କାର୍ଯ୍ୟ

ସରିଲା ରଥ ନିର୍ମାଣ କାର୍ଯ୍ୟ । ଦିନକ ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ବଡଠାକୁର ।

୭. Maha Crisis: ଫ୍ଲୋର ଟେଷ୍ଟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ, ସଂଧ୍ୟାରେ ଶୁଣାଣି

ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଫ୍ଲୋର ଟେଷ୍ଟ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା । ଆଜି ସଂଧ୍ୟାରେ ଶୁଣାଣି ।

୮. ମୁସଲିମ ମହିଳାଙ୍କ ହାତରେ ଝଟିକିଲା ମହାପ୍ରଭୁଙ୍କ ଫଟୋ ଚିତ୍ର

ଏକତା ମଧ୍ୟରେ ବିଭିନ୍ନତା ଭରା ଆମ ଦେଶ ଭାରତ । ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ହାତରେ ଝଟକିଛି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ।

୯. Women ICC T-20 Ranking: 13ତମ ସ୍ଥାନକୁ ଉଠିଲେ ରାଧା

ପ୍ରକାଶ ପାଇଛି ସଦ୍ୟ ଆଇସିସି ମହିଳା ଟି-ଟ୍ବେଣ୍ଟି ରାଙ୍କିଙ୍ଗ ।

୧୦. Udaipur Tailor Murder: ସାମ୍ନାକୁ ଆସିଲା ବଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି

ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲ ହତ୍ୟା ଘଟଣା ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ଚାରିଆଡୁ ଏହି ଘଟଣାକୁ ନିନ୍ଦା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.