ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 28, 2022, 4:57 PM IST

୧. Maha Politcal Crisis: ଖୁବଶୀଘ୍ର ମୁମ୍ବାଇ ଫେରିବେ କହିଲେ ଏକନାଥ ସିନ୍ଧେ

ଖୁବଶୀଘ୍ର ମହାରାଷ୍ଟ୍ର ଫେରିବେ ବୋଲି କହିଛନ୍ତି ଏକନାଥ ସିନ୍ଧେ ।

୨. G7 ସମ୍ମିଳନୀରେ ଯୋଗ ଦେବାପରେ ଦୁବାଇ ଗସ୍ତ କଲେ PM ମୋଦି

ଜର୍ମାନୀରେ G7 ସମ୍ମିଳନୀରେ ଯୋଗ ଦେବାପରେ ମଙ୍ଗଳବାର ଦୁବାଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୩. Mission 2024: ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆସନ୍ତାକାଲି ଅନୁଷ୍ଠିତ ହେବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏନେଇ ଆଜି(ମଙ୍ଗଳବାର) ଦଳୀୟ ପଦାଧିକାରୀ କରିବେ ଆଲୋଚନା ।

୪. ରାଜଧାନୀରେ ରଥଯାତ୍ରା ପ୍ରସ୍ତୁତି: ଜଳବନ୍ଦୀ ସମସ୍ୟା ଉପରେ ଗୁରୁତ୍ବ ରହିଛି କହିଲେ ମେୟର

ଭୁବନେଶ୍ବରରେ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ । ଚଳିତ ଥର ରାଜଧାନୀରେ ଗଡିବ ୪୩ ରଥ ।

୫. କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଘଟଣା, ଥାନା ଅଧିକାରୀ ନିଲମ୍ବିତ

କଟକ କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ନିଲମ୍ବିତ ।

୬. Patra Chawl land Scam Case: ସଞ୍ଜୟଙ୍କୁ EDର ଦ୍ବିତୀୟ ସମନ

ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ଦ୍ବିତୀୟ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୭. ଅଡୁଆରେ ରାମ ଗୋପାଳ ବର୍ମା, ଜୋର ଧରିଲା ଗିରଫଦାରୀ ଦାବି

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ରାମ ଗୋପାଳ ବର୍ମା । ଜୋର ଧରିଲା ଗିରଫଦାରୀ ଦାବି ।

୮. ରଥଯାତ୍ରାରେ କୋରୋନା ଭୟ, ଭକ୍ତଙ୍କୁ ବଣ୍ଟାଯିବ 10 ଲକ୍ଷ ମାସ୍କ

ରଥଯାତ୍ରା ସମୟରେ 10 ଲକ୍ଷ ଲୋକଙ୍କୁ ବଣ୍ଟା ଯିବ ମାସ୍କ । ଲକ୍ଷଣ ଥିଲେ ଘରେ ବସି ଟିଭିରେ ରଥଯାତ୍ରା ଦେଖିବାକୁ ନିର୍ଦ୍ଦେଶ ।

୯. ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଠକେଇ ମାମଲା, ପୁରୀଘାଟ ଥାନାରେ ମାମଲା ରୁଜୁ

ଅଡୁଆରେ ବେସରକାରୀ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ।

୧୦. ଦିଆସିଲି କାଠିରେ କ୍ଷୁଦ୍ର ରଥ ନିର୍ମାଣ କଲେ ଯୁବ ଚିତ୍ରଶିଳ୍ପୀ

ମନରେ ଭକ୍ତି ଓ ଶ୍ରଦ୍ଧା ଥିଲେ ମଣିଷ ସବୁ କାମ କରିପାରେ । ଏଇ ଯେପରି କରି ଦେଖାଇଛନ୍ତି ଯୁବ ଚିତ୍ରଶିଳ୍ପୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.