ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 16, 2022, 4:59 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Ratha Yatra 2022: ସରିଲା ସ୍ନାନ ଯାତ୍ରା, ରଥଯାତ୍ରା ପାଇଁ ପୋଲିସର ପ୍ରସ୍ତୁତି

ଶାନ୍ତି ଶୃଙ୍ଖଳାରେ ସ୍ନାନ ଯାତ୍ରା ଶେଷ ହେବାପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

2.ରଥଖଳା ହାଲଚାଲ: ୩ ରଥରେ ପ୍ରଥମ ଭୂଇଁର ଉଠିଛି ୬ କାଠ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନିରଥରେ ପ୍ରଥମ ଭୂଇଁର ୬ କାଠ ଉଠିଛି । ଦ୍ଵିତୀୟ ଓ ତୃତୀୟ ଭୂଇଁ ପାଇଁ କାର୍ଯ୍ୟ ଶେଷ ହୋଇଛି । ୧୪ ନାହାକ ନିର୍ମାଣ କାର୍ଯ୍ୟ ସରିଛି ।

3.ରାଜ୍ୟରେ ବଢୁଛି ସଂକ୍ରମଣ, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ

ଗତ ୭ ଦିନ ଭିତରେ ରାଜ୍ୟରେ କୋରୋନା ସଂକ୍ରମଣ ୨ ଅଙ୍କ ଭିତରେ ରହୁଛି । ଏଣୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତି ତୁରନ୍ତ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

4.Rahul Rescue Operation: ସମସ୍ତ ଟିମଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ରାହୁଲ ସାହୁ ଉଦ୍ଧାର ଘଟଣାରେ ଉଦ୍ଧାରକାରୀ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଛତିଶଗଡ ସରକାରଙ୍କ ଭବ୍ୟ ସମାରୋହ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ ହେଲେ ଅଭିଯାନରେ ସାମିଲ ସମସ୍ତ ଟିମ । ସମାରୋହ ମଞ୍ଚରେ ଜିଲ୍ଲାପାଳ ବଖାଣିଲେ ଆହ୍ବାନପୂର୍ଣ୍ଣ ସ୍ଥିତିର କାହାଣୀ ।

5.Bulldozer Action: 3 ଦିନରେ ସତ୍ୟପାଠ ଦାଖଲ କରିବେ UP ସରକାର

ଉତ୍ତର ପ୍ରଦେଶ ବୁଲଡୋଜର ମାମଲାରେ ଶୁଣାଣି କଲେ ସର୍ବୋଚ୍ଚ କୋର୍ଟ । 3 ଦିନ ମଧ୍ୟରେ ବିସ୍ତୃତ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ । ଜାରି କଲେନି ଅନ୍ତରୀଣ ରହିତାଦେଶ । ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ।

6.ଅଣସର ଘରେ ଶ୍ରୀଜିଉ: ଗୁପ୍ତସେବାରେ ଲାଗିଛନ୍ତି ପତିମହାପାତ୍ର-ଦଇତାପତି

ଶ୍ରୀମନ୍ଦିର ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା । ଅଣସର ନୀତି ବେଳେ ଘଣ୍ଟି ବାଜେ ନାହିଁ କି ତୁଳସୀ ଲାଗି ହୁଏ ନାହିଁ ।

7.4 ମାସ ପାଇଁ ଭାରତୀୟ ଗହମ ଆମଦାନୀ ବନ୍ଦ କଲା UAE

4 ମାସ ପାଇଁ ଭାରତରୁ ଗହମ ଆମଦାନୀ କରିବ ନାହିଁ UAE ।

8.Terror funding case: ଜମ୍ମୁ-କାଶ୍ମୀରରେ NIAର ଚଢାଉ

ଟେରର ଫଣ୍ତିଂ ମାମଲା ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର(NIA) ଚଢାଉ ।

9.ବାରବାଟୀ ପାସ କେଳେଙ୍କାରୀ: OCAକୁ ବଦନାମ କରାଯାଉଛି କହିଲେ CEO

ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ସରିଗଲା । ଥମୁନି ଟିକେଟ ବିବାଦ । ଏନେଇ ପ୍ରତିକ୍ରିୟା ରଖିଛନ୍ତି OCA ସିଇଓ ସୁବ୍ରତ ବେହେରା ।

10.ଏଥର ରଥଯାତ୍ରାରେ ଫିଟିବ ବାବୁଶାନଙ୍କ ବିଦ୍ୟାରାଣ

ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନଙ୍କ ବିଦ୍ୟାରାଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.