ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 16, 2022, 5:03 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ । ଭକ୍ତ ଜଣକ ପଶ୍ଚିମବଙ୍ଗର ରାକେଶ ହାଜରା ହୋଇଥିବା ସୂଚନା ।

2.ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ! କୋର୍ଟଙ୍କ ନିର୍ଦ୍ଦେଶରେ ସିଲ ହେଲା ସ୍ଥାନ

ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷଙ୍କ ଦାବି । ଭିଡିଓଗ୍ରାଫିର 3ୟ ଦିନରେ ଉକ୍ତ ସ୍ଥାନ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ବାରାଣାସି କୋର୍ଟ । ଅନ୍ୟପଟେ ସୁପ୍ରମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ମୁସଲିମ ପକ୍ଷ ।

3.ଜିଲ୍ଲାପାଳଙ୍କ ପ୍ରୟାସ, ବଜାର ବୁଲିଲେ ମନ ପସନ୍ଦର ଡ୍ରେସ୍ କିଣିଲେ ଅନାଥଶ୍ରମ ପିଲାଏ

ବାପାମାଆଙ୍କ ସହ ବଜାର ବୁଲିବା ମନ ପସନ୍ଦର ଖାଦ୍ୟ ଖାଇବା ଓ ପସନ୍ଦର ପୋଷାକ କିଣି ପିନ୍ଧିବା ସବୁ ପିଲାଙ୍କ ସ୍ବପ୍ନ ଥାଏ । ହେଲେ ସମୟର ଲେଖା କିଛି ଅଲଗା ଥାଏ । ସମସ୍ତଙ୍କର ଏ ସ୍ବପ୍ନ ପୂରଣ ହୁଏ ନାହିଁ ।

4.MKCG ମେଡିକାଲ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା

ଏମକେସିଜି ମେଡିକାଲ ଆଗରେ ଧାରଣା । ପ୍ରମୁଖ ଦଫା ଦାବି ନେଇ ମେଡିକାଲ ମୁଖ୍ୟ ଫାଟକ ସମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ।

5.ଇନଷ୍ଟାଣ୍ଟ ଲୋନ ଆପରେ ଠକେଇ, ଆଉ ଏକ ଠକକୁ ବାନ୍ଧିଲା EOW

ଡିଜିଟାଲ ବଟୁଆ, ସ୍ବିଚ ଇନଫୋଟେକ, ବଚତ ଅନଲାଇନ ଭଳି ଲୋନ ଆପରେ ଠକୁଥିବା ଆଉ ଜଣେ ଠକକୁ ବାନ୍ଧିଲା ଇଓଡବ୍ଲୁ(EOW) ।

6.Rajya Sabha Election: ଆସନ ସଂଖ୍ୟା ବଜାୟ ରଖିବା NDA ପାଇଁ ଆହ୍ବାନ, BJP ରଣନୀତି ଉପରେ ନଜର

ଆସନ୍ତା ମାସ ତଥା ଜୁନରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରୁଥିବା 57 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ 10 ତାରିଖରେ ଭୋଟ ଗ୍ରହଣ ହେବ । ଓଡିଶା ଓ ତେଲେଙ୍ଗାନାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

7.ରାଜଧାନୀ ଉପକଣ୍ଠ ଜୁଆଆଡ୍ଡାରେ ଚଢାଉ, ୮ ଗିରଫ

ରାଜଧାନୀ ଉପକଣ୍ଠ ଟୋଲକପଡା ଜୁଆଆଡ୍ଡା ଉପରେ ପୋଲିସର ଚଢାଉ । ୮ ଜଣଙ୍କୁ ଗିରଫ ସହ ନଗଦ ଟଙ୍କା, ମୋବାଇଲ ଫୋନ ଏବଂ ମଟର ସାଇକେଲ ଜବତ କରିଛି ପୋଲିସ ।

8.Happy Birthday Vicky: ରୋମାଣ୍ଟିକ ଅନ୍ଦାଜରେ କ୍ୟାଟ୍ରିନାଙ୍କ ୱିଶ୍

ବଲିଉଡର ଦମଦାର ଅଭିନେତା ଭିକ୍କି କୌଶଲ ଆଜି (ମେ 16) ତାଙ୍କର 34ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ପତ୍ନୀ କ୍ୟାଟ୍ରିନା କୈଫ ନ୍ୟୁୟର୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ।

9.Thomas Cup Badminton: ବୟଫ୍ରେଣ୍ଡ ମାଥିଆସଙ୍କୁ ପ୍ରଶଂସାରେ ପୋତିଲେ ତାପସୀ

ପ୍ରଥମ ଥର ପାଇଁ ବେଡ୍‌ମିଣ୍ଟନ୍‌ରେ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଥୋମାସ କପ୍(Thomas Cup 2022) ଜିତିଛି ଭାରତୀୟ ବେଡମିଣ୍ଟନ ଟିମ୍। ଟିମ୍‌ ଇଣ୍ଡିଆର ଏହି ସଫଳତା ପାଇଁ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ବୟଫ୍ରେଣ୍ଡ ମାଥିଆସ୍‌ ବଇଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ।

10.IPL 2022: ପ୍ଲେ-ଅଫ୍‌ କସରତ, ଦିଲ୍ଲୀ-ପଞ୍ଜାବ ପାଇଁ କର ବା ମର ମ୍ୟାଚ୍‌

ଗୁଜରାଟ, ରାଜସ୍ଥାନ ଓ ଲକ୍ଷ୍ନୌ ପ୍ଲେ-ଅଫ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଚତୁର୍ଥ ସ୍ଥାନକୁ ନେଇ ଏବେବି ସସପେନ୍ସ ଲାଗିରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.