ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 2, 2022, 4:55 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. PM Modi In Berlin: ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ପ୍ରତିଫଳିତ ହେଲା ଭାରତୀୟ ସଂସ୍କୃତି ଓ ବିବିଧତା

ଜର୍ମାନୀ ରାଜଧାନୀ ବର୍ଲିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ଭାରତୀୟ ଓ ବିବିଧତା ଓ ସଂସ୍କତିର ଝଲକ । ଭାରତୀୟ ବେଶବୁଷା, ପାରମ୍ପାରିକ ବାଦ୍ୟଯନ୍ତ୍ର, ନୃତ୍ୟ, ସଙ୍ଗୀତ ଗାଇ ଏକାଠି ହେଲେ ପ୍ରବାସୀ ଭାରତୀୟ ।

୨. Tornado Hit Kansas: ଆମେରିକାରେ ଘୁର୍ଣ୍ଣିଝଡର ତାଣ୍ଡବ, କ୍ୟାମେରାରେ କଏଦ ହେଲା ପ୍ରକୃତିର କରାଳ ରୂପ

ପ୍ରକୃତିର କରାଳ ରୂପ ଯେ କେତେ ଭୟଙ୍କର । ତାହା ଆମେରିକା କାନସାସରେ ସୃଷ୍ଟ ଭୟଙ୍କର ଘୂର୍ଣ୍ଣିଛଡରୁ ଅନୁମେୟ । ନିମିଶକେ ସବୁ ହୋଇଗଲା ଛାରଖାର ।

୩. ନିଶା ଖାଇ ମତୁଆଲା ମହିଳା ଡେପୁଟି ଲେବର କମିଶନର, କାର ଚଲାଇବା ପାଇଁ ଧରିଲେ ଜିଦ

ଦିନରେ ନିଶା ଖାଇ ମତୁଆଲା ହୋଇଛନ୍ତି ମହିଳା ଡେପୁଟି ଲେବର କମିଶନର । ଆଉ ମାନସିକ ସନ୍ତୁଳନ ହରାଇ କାର ଚଲାଇବା ପାଇଁ ଧରିଛନ୍ତି ଜିଦ୍‌ । ସେ ଅସୁରକ୍ଷିତ ଭାବେ ରାସ୍ତାରେ ଗାଡ଼ି ଚଳାଇବା ପରେ ତାଙ୍କୁ କାବୁ କରିଛି ପୋଲିସ ।

୪. ନୂଆ ଦଳ ଗଢିବେ ପ୍ରଶାନ୍ତ କିଶୋର ! ଏମିତି ମିଳିଲା ସଙ୍କେତ

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିକଟରେ କଂଗ୍ରେସ ସହ ମିଶିବା ନେଇ ଆଲୋଚନା ଜୋର ଧରିଥିଲା । କଂଗ୍ରେସ ସହ ସମ୍ପର୍କରେ ବାନ୍ଧି ହେବାକୁ ମନା କରି ଦେଲେ ପ୍ରଶାନ୍ତ । ସବୁ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଲା ।

୫ . ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ(New Courts) । ବିଭିନ୍ନ ଜିଲ୍ଲାରେ ଏହି କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସ୍ଥିର କରିିଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

୬. ବକେୟା ଦରମା ଦାବି, ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବକେୟା ପ୍ରାପ୍ୟ ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟିକାକରଣ ଏବଂ ଯାଞ୍ଚ କରୁଥିବା ଠିକା କର୍ମଚାରୀଙ୍କୁ ଦରମା ମିଳିନଥିବା ଅଭିଯୋଗ ହୋଇଛି ।

୭. ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

କୋରୋନା ଟୀକାକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏଣିକି ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ।

୮. ପାରାଦ୍ୱୀପରେ ମାଛ ମଡ଼କ, ପୋଖରୀରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ଶର୍ମା ପୋଖରୀରେ ମାଛ ମଡ଼କ । ପାଣିରେ ମରି ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ।

୯. ଗୋଆରେ ଚମକିଲେ ଓଡିଆ ପୁଅ ଶେଖର, ବୋଟ୍‌ ସେଲିଂ ଚାମ୍ପିଆନସିପରେ ଜିତିଲେ ସ୍ବର୍ଣ୍ଣ

ଆର୍ଥିକ ସ୍ଥିତି ଏତେ ଭଲ ନାହିଁ । ବାପାଙ୍କ ଚା' ଦୋକାନରେ ହିଁ ତାଙ୍କ ଘର ଚଳେ । ଆର୍ଥିକ ପ୍ରତିବନ୍ଧକ କିନ୍ତୁ ପ୍ରତିଭାକୁ ରୋକି ପାରିନି । ନିକଟରେ ଗୋଆରେ ଶେଷ ହୋଇଥିବା ଅଲ୍‌ ଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିଆନସିପରେ ଭାଗ ନେଇ ଚମ୍ପିଆନ ହୋଇଛନ୍ତି ଡି. ଶେଖର ରାଓ ।

୧୦. ବିବାହ ବାର୍ଷିକୀରେ ଘରକୁ ଫେରିଲେ ଧର୍ମେନ୍ଦ୍ର, ସ୍ନେହଭରା ପୋଷ୍ଟ କଲେ ଡ୍ରିମ ଗାର୍ଲ

ଆଜି ହେଉଛି ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ 42 ତମ ବିବାହ ବାର୍ଷିକୀ । ଏହି ବିଶେଷ ଉତ୍ସବରେ ଡ୍ରିମ୍ ଗାର୍ଲ ହେମା ମାଳିନୀ ଏକ ସୁନ୍ଦର ନୋଟ୍ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.