ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ନ୍ୟୁଜ@5pm

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 30, 2022, 5:01 PM IST

୧. ଅକ୍ଷୟ ତୃତୀୟା : ରଥ ନିର୍ମାଣ ନେଇ ମେ’ ୫ରେ ବସିବ ସମନ୍ୱୟ ବୈଠକ

ଆଗକୁ ପଡ଼ିବାକୁ ଯାଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଆସନ୍ତା ମେ ୫ ତାରିଖରେ ରଥ ନିର୍ମାଣ ନେଇ ସମନ୍ବୟ ବଠକ ବସିବ ।

୨. ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ପ୍ରସଙ୍ଗ: ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ବିଭିନ୍ନ କଲେଜରୁ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

୩. Army Vehicle Overturns: ଓଲଟି ପଡିଲା ସେନା ଟ୍ରକ, ପ୍ରାଣ ହରାଇଲେ ଜଣେ ଯବାନ, 2 ଆହତ

କାଶ୍ମୀରରେ ଓଲିଟି ପଡିଲା ସେନା ଟ୍ରକ । ଘଟଣାସ୍ଥଳରେ ଜଣେ ଯବାନ ମୃତ । ଅନ୍ୟ ଦୁଇ ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି ।

୪. ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ Manoj Pande

ଦାୟିତ୍ବ ନେଲେ ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନା ଇଞ୍ଜିନିୟରିଂ ପୃଷ୍ଠଭୂମିରୁ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ପ୍ରଥମ ଅଧିକାରୀ ।

୫. ଉତ୍ତର ବଙ୍ଗଳାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ସମର୍ଥନ କଲେ ଶୁଭେନ୍ଦୁ !

ଉତ୍ତର ବଙ୍ଗଳାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସମର୍ଥନରେ ବାହାରିଲେ ବିଜେପି ନେତା ତଥା ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ

୬. ସେନାରେ 42 ବର୍ଷର ସେବା: ଅବସର ନେଲେ ମନୋଜ ମୁକୁନ୍ଦ ନରଓ୍ୱାଣେ

ଭାରତୀୟ ସ୍ଥଳସେନାରେ ଦୀର୍ଘ 42ବର୍ଷର ସେବା ପରେ ଆଜି ଅବସର ଗ୍ରହଣ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ । ସେନା ମୁଖ୍ୟାଳୟ ପରିସରରେ ଗ୍ରହଣ କଲେ ଶେଷ ଅଭବାଦନ ।

୭. ଆରମ୍ଭ ହେବ ଅତୁଲ୍ୟ ଭାରତ ୩.୦ ଅଭିଯାନ, ପର୍ଯ୍ୟଟନ କ୍ଷେତ୍ରରେ ହେବ ପରିବର୍ତ୍ତନ

କୋରୋନା ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଅତୁଲ୍ୟ ଭାରତ ଅଭିଯାନ ଆରମ୍ଭ ହେବାକୁ ଯାଉଛି ।

୮. IPL 2022: ଟାଇଟନ୍ସ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରିବ ବାଙ୍ଗାଲୋର

ଆଇପିଏଲ ୨୦୨୨ର ୪୩ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଗୁଜରାଟ ଟାଇଟନ୍ସ(GT)ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି RCB କ୍ୟାପଟେନ ଫାଫ ଡୁପ୍ଲେସିସ୍‌ ।

୯. Badminton Asia Championships: ବ୍ରୋଞ୍ଜରେ ସନ୍ତୁଷ୍ଟ ପିଭି ସିନ୍ଧୁ

ସେମିଫାଇନାଲ ମୁକାବିଲାରେ ଜାପାନର ଆକାନି ୟାମାଗୁଚୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ । ୨୬ ବର୍ଷୀୟା ଭାରତୀୟ ଷ୍ଟାର ସର୍ଟଲର ବିଶ୍ବ ନମ୍ବର ୧ ୟାମାଗୁଚୀଙ୍କ ଠାରୁ ୨୧-୧୩, ୧୯-୨୧ ଓ ୧୬-୨୧ରେ ପରାସ୍ତ ହୋଇଛନ୍ତି ।

୧୦. Money Laundering Case: ଜ୍ୟାକଲିନଙ୍କ 7.27 କୋଟିର ସମ୍ପତ୍ତି ଜବତ କଲା ED

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.