ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 14, 2022, 5:02 PM IST

1. ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଜାରି କଲା ପରିଷଦ, 50 ମାର୍କର ମଲ୍ଟିପୁଲ ଚଏସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ 12 ତାରିଖରେ ଶେଷ ହୋଇଛି । ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରିଛି ପରିଷଦ । ଏନେଇ ବିଜ୍ଞପ୍ତି ପରିଷଦ ପକ୍ଷରୁ ପ୍ରକାଶ ପାଇଛି ।

2. ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପୂର୍ବରୁ CCTV ଲଗାଇବାକୁ ପୁନର୍ବାର ନିର୍ଦ୍ଦେଶ

ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟମେରା ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେଇଛି ।

3. ପୁଣି ମହାନଦୀରେ ବୁଡି 2 ଛାତ୍ର ମୃତ

ଓଡିଆ ନବବର୍ଷରେ ଅଘଟଣ । ମହାନଦୀରେ ଗାଧୋଇବା ସମୟରେ ଦୁଇ ଛାତ୍ରଙ୍କ ମୃତ୍ୟୁ । ନିକଟରେ ରାମ ନବମୀ ଦିନ କଟକ ଯୋବ୍ରା ବ୍ୟାରେଜ ନିକଟରେ ବୁଡି 3 ଜଣଙ୍କ ପ୍ରାଣ ଯାଇଥିଲା ।

4. କାଶ୍ମୀରରେ ସେନା ବାହନ ଦୁର୍ଘଟଣାଗ୍ରସ୍ତ: 2 ଯବାନ ମୃତ, 4 ଆହତ

ସୋପିଆନରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । 2 ଯବାନ ମୃତ ଓ 4 ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି ।

5. କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟର ଜାରି

ଜମ୍ମୁ କାଶ୍ମୀରର ସୋପିଆନରେ ବଦିଗାମରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟର ଜାରି ରହିଥିବା ସୂଚନା ।

6. Covid fear in Delhi: ସ୍କୁଲରେ ଶିିକ୍ଷକ ଓ ଛାତ୍ର ସଂକ୍ରମିତ ପରେ ବଢିଲା ଚିନ୍ତା

ଦିଲ୍ଲୀରେ ଘରୋଇ ସ୍କୁଲରେ ପଶିଲା କୋରୋନା । ଶିକ୍ଷକ ଓ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ବଢିଲା ଚିନ୍ତା ।

7. ସୀମା ଟପିଗଲେ ଦୁର୍ବୃତ୍ତ, ସ୍କୁଲରୁ ଫେରିବାବେଳେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଜଣେ ଦିବ୍ୟାଙ୍ଗ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବାବେଳେ ରାସ୍ତାରୁ ଟେକି ନେଇ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ଓ ସାତ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

8. E-cigarette: ରୋଗ ପ୍ରତିରୋଧକ ଶକ୍ତିକୁ କରେ ଦୁର୍ବଳ, ବୃଦ୍ଧି କରାଏ ସଂକ୍ରମଣ

ଯଦି ଆପଣ ଇ-ସିଗାରେଟ ବ୍ୟବହାର କରୁଛନ୍ତି ତ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ମସ୍ତିଷ୍କ, ହୃତପିଣ୍ଡ, ଫୁସଫୁସକୁ ପ୍ରଭାବିତ କରିପାରେ । ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବା ସହିତ ଅନେକ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।

9. KGF Chapter 2: ରକି ଭାଇଙ୍କୁ ୩ ଲକ୍ଷ ମୂଲ୍ୟର ହାର ପିନ୍ଧାଇ ଫ୍ୟାନ୍ସଙ୍କ ଗ୍ରାଣ୍ଡ ୱେଲକମ

ବହୁପ୍ରତିକ୍ଷିତ ଫିଲ୍ମ KGF Chapter 2 ଆଜି (ଗୁରୁବାର) ଥିଏଟରରେ ରିଲିଜ ହୋଇଛି ।

10. FIFA Women's World Cup: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମହିଳା U-17 ବିଶ୍ବକପ

ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2022 (FIFA U-17 Women's World Cup) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.