ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 14, 2022, 5:02 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଜାରି କଲା ପରିଷଦ, 50 ମାର୍କର ମଲ୍ଟିପୁଲ ଚଏସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ 12 ତାରିଖରେ ଶେଷ ହୋଇଛି । ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରିଛି ପରିଷଦ । ଏନେଇ ବିଜ୍ଞପ୍ତି ପରିଷଦ ପକ୍ଷରୁ ପ୍ରକାଶ ପାଇଛି ।

2. ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପୂର୍ବରୁ CCTV ଲଗାଇବାକୁ ପୁନର୍ବାର ନିର୍ଦ୍ଦେଶ

ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟମେରା ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେଇଛି ।

3. ପୁଣି ମହାନଦୀରେ ବୁଡି 2 ଛାତ୍ର ମୃତ

ଓଡିଆ ନବବର୍ଷରେ ଅଘଟଣ । ମହାନଦୀରେ ଗାଧୋଇବା ସମୟରେ ଦୁଇ ଛାତ୍ରଙ୍କ ମୃତ୍ୟୁ । ନିକଟରେ ରାମ ନବମୀ ଦିନ କଟକ ଯୋବ୍ରା ବ୍ୟାରେଜ ନିକଟରେ ବୁଡି 3 ଜଣଙ୍କ ପ୍ରାଣ ଯାଇଥିଲା ।

4. କାଶ୍ମୀରରେ ସେନା ବାହନ ଦୁର୍ଘଟଣାଗ୍ରସ୍ତ: 2 ଯବାନ ମୃତ, 4 ଆହତ

ସୋପିଆନରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । 2 ଯବାନ ମୃତ ଓ 4 ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି ।

5. କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟର ଜାରି

ଜମ୍ମୁ କାଶ୍ମୀରର ସୋପିଆନରେ ବଦିଗାମରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟର ଜାରି ରହିଥିବା ସୂଚନା ।

6. Covid fear in Delhi: ସ୍କୁଲରେ ଶିିକ୍ଷକ ଓ ଛାତ୍ର ସଂକ୍ରମିତ ପରେ ବଢିଲା ଚିନ୍ତା

ଦିଲ୍ଲୀରେ ଘରୋଇ ସ୍କୁଲରେ ପଶିଲା କୋରୋନା । ଶିକ୍ଷକ ଓ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ବଢିଲା ଚିନ୍ତା ।

7. ସୀମା ଟପିଗଲେ ଦୁର୍ବୃତ୍ତ, ସ୍କୁଲରୁ ଫେରିବାବେଳେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଜଣେ ଦିବ୍ୟାଙ୍ଗ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବାବେଳେ ରାସ୍ତାରୁ ଟେକି ନେଇ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ଓ ସାତ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

8. E-cigarette: ରୋଗ ପ୍ରତିରୋଧକ ଶକ୍ତିକୁ କରେ ଦୁର୍ବଳ, ବୃଦ୍ଧି କରାଏ ସଂକ୍ରମଣ

ଯଦି ଆପଣ ଇ-ସିଗାରେଟ ବ୍ୟବହାର କରୁଛନ୍ତି ତ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ମସ୍ତିଷ୍କ, ହୃତପିଣ୍ଡ, ଫୁସଫୁସକୁ ପ୍ରଭାବିତ କରିପାରେ । ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବା ସହିତ ଅନେକ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।

9. KGF Chapter 2: ରକି ଭାଇଙ୍କୁ ୩ ଲକ୍ଷ ମୂଲ୍ୟର ହାର ପିନ୍ଧାଇ ଫ୍ୟାନ୍ସଙ୍କ ଗ୍ରାଣ୍ଡ ୱେଲକମ

ବହୁପ୍ରତିକ୍ଷିତ ଫିଲ୍ମ KGF Chapter 2 ଆଜି (ଗୁରୁବାର) ଥିଏଟରରେ ରିଲିଜ ହୋଇଛି ।

10. FIFA Women's World Cup: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମହିଳା U-17 ବିଶ୍ବକପ

ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2022 (FIFA U-17 Women's World Cup) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.