ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫PMର ତାଜା ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 29, 2022, 5:21 PM IST

1.ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ, ସୋମବାର ହୋଇଥିଲେ କୋଭିଡ ସଂକ୍ରମିତ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ । ଗତକାଲି ପ୍ରଧାନମନ୍ତ୍ରୀ ବେନେଟ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

2. Budget Session: ଖଣି ମାଲିକଙ୍କ ପକେଟରେ ସରକାର କହିଲେ ସନ୍ତୋଷ ସିଂହ ସାଲୁଜା

ବେଆଇନ ଖଣି ଉତ୍ତୋଳନ ପ୍ରସଙ୍ଗରେ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ ଆଣିଛନ୍ତି ଯେ ପ୍ରିମିୟମ ଦାମ ଖଣି ନିଲାମ ନିଆଯାଇଛି । ହେଲେ ନିଲାମ ନେଇଥିବା ଖଣି କଂପାନୀ ମାନେ ଉଚ୍ଚମାନର ଖଣିଜ ଉତ୍ତୋଳନ କରି ନିମ୍ନ ମାନର ଖଣିଜ ମୂଲ୍ୟରେ ବିକ୍ରି କରାଯାଉଥିବା ଦର୍ଶାଇ ରାଜସ୍ବ ହଡପ କରୁଛନ୍ତି ।

3.Naveen Patnaik Visits Parliament: BJD ସଂସଦୀୟ ଟିମକୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ନିର୍ବାଚନ ନେଇ ରଖିଲେ ପ୍ରତିକ୍ରିୟା

ମଙ୍ଗଳବାର ସଂସଦରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

4.ଏପ୍ରିଲ ପହିଲାରୁ ପୁରୀରେ ଆଉ ୨ଟି ରୁଟରେ ଗଡିବ Mo Bus

ପୁରୀରେ କ୍ୟାପିଟାଲ ରିଜିଅନ ଅଫ ଅର୍ବାନ ଟ୍ରାନ୍ସପୋର୍ଟ(CRUT) ପକ୍ଷରୁ ଆଉ ଦୁଇଟି ନୂଆ ରୁଟ୍ ମୋ ବସ ସେବା ପ୍ରଦାନ କରିବାକୁ ଯାଉଛି । ରୁଟ ନଂ ୫୨ ଓ ୫୩ରେ କ୍ରୁଟ(CRUT) ପକ୍ଷରୁ ଏହି ସେବା ଯାତ୍ରୀଙ୍କୁ ପ୍ରଦାନ କରାଯିବ ।

5.BJP ବିରୋଧରେ ଲଢିବ progressive forces ! ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନ ପାଇଁ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି ।

6.ଆଖି ପିଛୁଳାକେ ଓଲଟିଲା ସ୍କୁଲଭ୍ୟାନ, ଦେଖନ୍ତୁ ଭିଡିଓ

ସବୁ ଦିନ ପରି ସ୍କୁଲରୁ ପିଲାଙ୍କୁ ଆଣି ଫେରୁଥିଲା ସ୍କୁଲ ଭ୍ୟାନ । କେହି କିଛି ବୁଝିବା ଆଗରୁ ଓଲଟି ପଡିଲା ଭ୍ୟାନ ।

7.ଏପ୍ରିଲରେ ଖେଳାଯିବ କଳାହାଣ୍ଡି କପ୍

ଆସନ୍ତା ଏପ୍ରିଲରେ ଖେଳାଯିବ କଳାହାଣ୍ଡି କପ୍ । ଓସିଏ ଆପେକ୍ସ କାଉନସିଲ ବୈଠକରେ ନିଷ୍ପତ୍ତି ।

8.Budget Session: ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା BJP, ଗୃହରେ କମିଟି ଗଠନ ପାଇଁ ଦାବି

ଚତୁର୍ଥ ଦିନରେ ଚାଲିଛି ବିଧାନସଭା ଅଧିବେଶନ । ଶ୍ରୀମନ୍ଦିର ସୁରକ୍ଷା ନେଇ କମିଟି ଗଠନ କରିବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

9.Manas Murder Case: କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଶର୍ମିଷ୍ଠା, ଚାଲିଛି ଜେରା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣା । କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ।

10.ଇତିହାସ ରଚିଲା: 3 ଦିନରେ ବିଶ୍ବସ୍ତରରେ 500 କୋଟି ଟଙ୍କା ଆୟ କଲା RRR

ମାର୍ଚ୍ଚ 25ରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା ଏସ୍‌.ଏସ୍‌ ରାଜାମୌଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ RRR ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.