ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Mar 21, 2022, 5:02 PM IST

1-Cameraman Manas Murder Case: ଅବସରପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଏହି ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ OIS ନିରଞ୍ଜନ ସେଠୀ ଗିରଫ ।

2-ବନ୍ଧା ହେଲେ ନଟ ଗ୍ୟାଙ୍ଗ, ଦେଢ ଲକ୍ଷ ସହ ମୋବାଇଲ ଜବତ

ବ୍ୟାଙ୍କ ସାମ୍ନାରେ ଛକୁଥିଲେ । ହେବି କ୍ୟାସ ନେଉଥିବା ଗ୍ରାହକଙ୍କୁ ଲୁଟୁଥିଲେ। ରାଜଧାନୀରୁ ଏକ ଲୁଟେରା ଗ୍ୟାଙ୍ଗୁ ଗିରଫ କରିଛି ପୋଲିସ ।

3-ମାନସ ସ୍ବାଇଁ ହତ୍ୟାକାଣ୍ଡ: NHRCଙ୍କ ନିକଟରେ ପହଞ୍ଚିଲା ଅଭିଯୋଗ

ୱେବ୍‌ ଚ୍ୟାନେଲ୍‌ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ଭାରତୀୟ ବିକାଶ ପରିଷଦ ।

4-ନବରଙ୍ଗପୁରରେ DGP ସୁନୀଲ, ମାଓ ଗତିବିଧିର କଲେ ସମୀକ୍ଷା

ରାଜ୍ୟ ପୌର ନିର୍ବାଚନ ପାଇ ଜୋରଦାର ପ୍ରଚାର ପ୍ରସାର ଚାଲିଛି । ହେଲା ପୌର ନିର୍ବାଚନରେ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେ ନେଇ ଡିଜିପି ସୁନୀଲ ବଂଶଲଙ୍କ ନବରଙ୍ଗପୁର ଗସ୍ତ କରିଛନ୍ତି ।

5-ମାରପିଟ କରି ବନ୍ଧା ହେଲେ ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ

ଥାନା ସମ୍ମୁଖରେ ପୋଲିସ ଉପସ୍ଥିତିରେ ମାରପିଟ କରି ଗିରଫ ହେଲେ ପୂର୍ବତନ SDA ଅଧ୍ୟକ୍ଷ । ସମ୍ବଲପୁରର ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ ଧନୁପାଲି ଥାନା ସମ୍ମୁଖରେ ମାରପିଟ କରିଥିବା ଅଭିଯୋଗ ହୋଇଛି ।

6-ଆଜି ମିଳିବ ପଦ୍ମ ପୁରସ୍କାର ୨୦୨୨, CDS ବିପିନ ରାୱତଙ୍କୁ ପଦ୍ମବିଭୂଷଣ

ଶହୀଦ CDS ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମବିଭୂଷଣ' ।

7-Biren Singh Takes Oath: ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୀରେନ ସିଂ

ମଣିପରୁରେ ବୀରେନ ସରକାର । ଆଜି ଅପରାହ୍ନରେ ନେଲେ ଶପଥ । ଗତକାଲି ବୀରେନଙ୍କ ନାମରେ ବିଧାୟକ ଦଳ ବୈଠକରେ ଲାଗିଥିଲା ଚୂଡାନ୍ତ ମୋହର ।

8-ପାହାଡରେ ପିଟିହୋଇ ଜଳିଗଲା ଚୀନ ବିମାନ, ଥିଲେ ୧୩୩ ଯାତ୍ରୀ

ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୁନମିଙ୍ଗରୁ ଚୀନର ଗୁଆଙ୍ଗଜୁହୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।

9-Selfie ପାଇଁ ଭୋପାଳରେ ପହଞ୍ଚିଲେ ଖିଲାଡି କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଭୋପାଳରେ ପହଞ୍ଚିଛନ୍ତି । ସେ ଭୋପାଳରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସେଲଫି ପାଇଁ 45 ଦିନ ସୁଟିଂ କରିବେ ।

10-ଇଂଲଣ୍ଡରେ Mister Mummy ସୁଟିଂ ଆରମ୍ଭ କଲେ ରିତେଶ-ଜେନେଲିଆ

ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ସେମାନଙ୍କ ଆଗାମୀ ଚଳଚ୍ଚିତ୍ର ମିଷ୍ଟର ମମ୍ମି ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଆଜିଠାରୁ ଇଂଲଣ୍ଡରେ ରିତେଶ ଏବଂ ଜେନେଲିଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.