ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 1, 2022, 5:02 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. Budget 2022-23: ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା

ଲୋକସଭାରେ ଉପସ୍ଥାପନା ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ ୨୦୨୨-୨୩ । ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା ରଖିଛନ୍ତି।

2. ମଧ୍ୟବିତ ଓ ଗରିବଙ୍କ ପାଇଁ ବଜେଟରେ କିଛି ନାହିଁ: ରାହୁଲ

ବଜେଟ ନେଇ ସରକାରଙ୍କୁ କଂଗ୍ରେସର ସମାଲୋଚନା । ରାହୁଲ କହିଲେ ଗରିବ ଓ ମଧ୍ୟବିତ ବର୍ଗଙ୍କ ପାଇଁ କିଛି ନାହିଁ ।

3. PM on Budget 2022: ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ କହିଲେ ମୋଦି'

ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ । ଫେକସରେ ଗରିବ ଓ ଭିତ୍ତିଭୂମି ସୁଦୃଢୀକରଣ ।

4. Budget 2022: ନଜର ପକାନ୍ତୁ କଣ ରହିଛି କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟବସ୍ଥା

ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ କୃଷି କ୍ଷେତ୍ର ପାଇଁ କଣ ରହିଛି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟରେ ପକାନ୍ତୁ ନଜର ।

5. Budget 2022-23: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରେଳମନ୍ତ୍ରୀ

ଲୋକସଭାରେ ଉପସ୍ଥାପନା ହୋଇଛି କେନ୍ଦ୍ରୀୟ ବଜେଟ ୨୦୨୨-୨୩ । ରେଳବାଇ କ୍ଷେତ୍ରରେ ଅଧିକ ପରିମାଣରେ ଅଧିକ ପୁଞ୍ଜି ନିବେଶ କରିଥିବାରୁ ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

6. ବିଶ୍ବର ପ୍ରଥମ ନେତା: ୧ କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ସବସ୍କ୍ରିପସନ୍

୧କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରିପସନ୍ । ଯାହା ବିଶ୍ବର ବଡ ବଡ ନେତାଙ୍କ ମଧ୍ୟରେ ସର୍ବାଧିକ ରହିଛି ।

7. One Class-One Tv Channel: ଖୋଲିବ ୨୦୦ ନୂଆ ଚ୍ୟାନେଲ, ଆଞ୍ଚଳିକ ଭାଷାରେ ଦିଆଯିବ ଶିକ୍ଷାଦାନ

କୋଭିଡ଼ ମହାମାରୀ କାରଣରୁ ଆନୁଷ୍ଠାନିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ଇ-ବିଦ୍ୟାକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ପାଇଁ ୨୦୦ ନୂଆ ଟିଭି ଚ୍ୟାନେଲ ଖୋଲାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

8. Budget 2022: ମୋଦି ସରକାରଙ୍କ ବୃହତ କ୍ରୀଡ଼ା ବଜେଟ୍, ଗତବର୍ଷ ତୁଳନାରେ ୩୦୦ କୋଟି ବୃଦ୍ଧି

ଚଳିତ ଆର୍ଥିକ ବର୍ଷ ବଜେଟ ୨୦୨୨-୨୩ରେ କେନ୍ଦ୍ର ସରକାର କ୍ରୀଡା କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦେଇଛନ୍ତି । ଏଯାବତ ଭାରତ ସରକାର କ୍ରୀଡା କ୍ଷେତ୍ର ପାଇଁ ଘୋଷଣା କରିଥିବା ବଜେଟ ମୂଲ୍ୟ ମଧ୍ୟରେ ଚଳିତ ଥର ସର୍ବାଧିକ ।

9. Panchayat Election: ନିର୍ବାଚନୀ ରଣାଙ୍ଗନରେ ୩ ଭାଇ, କ୍ଷମତା ହାସଲ ପାଇଁ ଜୋରଦାର ଲଢେଇ

କ୍ଷମତା ହାସଲ ପାଇଁ ଏଠାରେ ଭାଇ ସହ ଭାଇ କରୁଛି ଲଢେଇ । ପରସ୍ପରର ଦୋଷ ଦୁର୍ବଳତାକୁ ବଖାଣି ଭୋଟର ମାଗୁଛି ଭୋଟ । ଗୋଟିଏ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ୩ ଭାଇ ଲଢିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ନୟାଗଡ଼ ଭାପୁର ବ୍ଲକ କଇଁଫୁଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

10. ରୁଦ୍ରାଣୀ ସାଜି ପୁଣି ପରଦାକୁ ଫେରିବେ ଝିଲିକ

ଖୁବଶୀଘ୍ର ପରଦାକୁ ଆସିବ ଚୁଲବୁଲି ନାୟିକା ଝିଲିକଙ୍କ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀ। କିଛି ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରିଛନ୍ତି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.