ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 11, 2022, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. Mihir Das passes away: ଚିକିତ୍ସାଧିନ ଭାବେ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଦେହାନ୍ତ

ଆରପାରିରେ ଭେଟେରାନ ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ । କିଛିଦିନ ଧରି ସେ କଟକର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

2. Berhampur Couple Saga: ମୁହଁ ଖୋଲିଲେ ସୁମିତ, କହିଲ ରିୟୁନିଅନ୍‌ ହୋଇପାରେ

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ଡିମ୍ପଲଙ୍କ ପାରିବାରିକ ବିବାଦ ଘଟଣାରେ ଦୀର୍ଘଦିନ ପରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଛନ୍ତି ସୁମିତ ।

3. Panchayat Election: ଆସିଲା ନୂତନ ପଦକ୍ଷେପ ଓ କୋଭିଡ଼ ଗାଇଡଲାଇନ

କୋଭିଡ଼ ମହାମାରୀ ସମୟରେ ହେବାକୁ ଯାଉଛି ଚଳିତ ବର୍ଷର ପଞ୍ଚାୟତ ନିର୍ବାଚନ । ଏଥିଲାଗି ରାଜ୍ୟ ନିର୍ବାଚନ ଆୟୋଗ ନୂତନ ପଦକ୍ଷେପ ଓ କୋଭିଡ଼ ଗାଇଡ଼ଲାଇନ ଜାରି କରିଛନ୍ତି ।

4. Omicron Fear: ମକର ଓ ପୋଙ୍ଗଲ ପାଇଁ କଟକଣା, ତଟରେ ବୁଡ ପକାଇବା ମନା

କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

5. Covid Scare: ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ଘରୋଇ କାର୍ଯ୍ୟାଳୟ, ୱାର୍କ ଫ୍ରମ୍ ହୋମ ପାଇଁ ଅନୁମତି

ରାଜଧାନୀ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ଘରୋଇ କାର୍ଯ୍ୟାଳୟ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କଲା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ।

6. ମାଙ୍କଡ଼ର ଦଶାହ କର୍ମରେ ସାମିଲ ହେଲେ ୧୧ହଜାର ଲୋକ

ମାଙ୍କଡ଼ର ମୃତ୍ୟୁ ହୋଇଯିବାରୁ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ହିନ୍ଦୁ ରୀତିନୀତି ଅନୁଯାୟୀ ତାର ଶେଷକୃତ୍ୟ ସମ୍ପନ୍ନ ମଧ୍ୟ କରିଥିଲେ । ମାଙ୍କଡ଼ର ଦଶାହ କର୍ମରେ ସାମିଲ ହୋଇଛନ୍ତି ୧୧ହଜାର ଲୋକ ।

7. UP Assembly Poll: BJPକୁ ଝଟକା, SPରେ ଯୋଗ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ପର୍ବ ଆରମ୍ଭ । ଉତ୍ତର ପ୍ରଦେଶରେ ବିଜପିକୁ ଝଟକା । ସମାଜବାଦୀ ପାର୍ଟିରେ ଯୋଗ ଦେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ସ୍ବାଗତ କଲେ ଅଖିଳେଶ ।

8. କ୍ରିକେଟରୁ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସଙ୍କ ସନ୍ୟାସ

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକା ଅଲ୍‌-ରାଉଣ୍ଡର କ୍ରିସ୍‌ ମୋରିସ । ୩୪ ବର୍ଷୀୟ ମୋରିସ ମଙ୍ଗଳବାର କ୍ରିକେଟକୁ ବିଦାୟ କହିଛନ୍ତି ।

9. ଲତା ମଙ୍ଗେଶକରଙ୍କୁ କୋରୋନା: ICUରେ ହେଲେ ଭର୍ତ୍ତି, ସୁସ୍ଥ ଥିବା ନେଇ ପରିବାର ଦେଲେ ସୂଚନା

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କୋରୋନା ସଂକ୍ରମିତ । କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

10. ଆପଣଙ୍କ ପାର୍ଟନର Narcissist କି ? ନିଶ୍ଚିତ ଯାଞ୍ଚ କରନ୍ତୁ ଏହି ଲକ୍ଷଣ

ନରସିସିଜିମ୍(Narcissism)ରେ ସବୁକିଛି ଆତ୍ମର ଏକ ବର୍ଦ୍ଧିତ ଏବଂ ଅବାସ୍ତବ ଦର୍ପଣ । ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟର ଇଚ୍ଛା, ଆବଶ୍ୟକତା କିମ୍ବା ସ୍ବାର୍ଥ ପ୍ରତି ଅବହେଳିତ ହୋଇଥାଏ । ଆପଣଙ୍କର ସାଥୀଙ୍କର ମଧ୍ୟ ସମାନ ଗୁଣ ଅଛି ବୋଲି ଆପଣ ଭାବୁଛନ୍ତି କି ? ଆପଣ ଜଣେ ନରସିସିଷ୍ଟଙ୍କୁ ଡେଟ୍ କରୁଛନ୍ତି କି ? ମନରେ ଏପରି ପ୍ରଶ୍ନ ଆସୁଥିଲେ ନିଜ ପାର୍ଟନରଙ୍କ ମଧ୍ୟରେ ଏହି ଲକ୍ଷଣକୁ ନିଶ୍ଚିତ ଯାଞ୍ଚ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.