ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 28, 2021, 5:16 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. Primary Schools To Reopen: ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ, ସକାଳ ୯ରୁ ୧୨ ଯାଏଁ ପାଠପଢା

ଆସନ୍ତାବର୍ଷ ଜାନୁଆରୀ ୩ ତାରିଖରୁ ଶ୍ରେଣୀଗୃହରେ ପାଠ ପଢିବେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

2. ଆଉ ଜଣେ ନବୀନ ଫ୍ୟାନ, ଭାଇରାଲ ହେଉଛି ଗୀତ

ଆମ (ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁବେଳେ ତାଙ୍କ ନିଆରା ଜୀବନ ଶୈଳୀ ଅନ୍ୟଙ୍କୁ ଆକୃଷ୍ଟ କରିଥାଏ । ସେଥିପାଇଁ ତାଙ୍କର ଅଛନ୍ତି ଅନେକ ପ୍ରଶଂସକ ।

3. Tourists Jumped Inside Sun Temple: ମିଳିଲାନି ଟିକେଟ, ପାଚେରୀ ଡେଇଁଲେ ପର୍ଯ୍ୟଟକ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅବ୍ୟବସ୍ଥା ଦେଖିବାକୁ ମଳିଛି । ମନ୍ଦିର ଭିତରକୁ ଯିବାକୁ ଟିକେଟ ନମିଳିବାରୁ ଶେଷ ପାଚେରୀ ଡେଇଁ ପର୍ଯ୍ୟଟକମାନେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।

4. ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ BJPରେ ସାମିଲ

ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ(Dinesh Mongia) ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ, ମୋଙ୍ଗିଆଙ୍କ BJPରେ ଯୋଗଦାନ ପରେ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ।

5. Yellow Alert In Delhi: ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ, 50% କ୍ଷମତାରେ ଚାଲିବ ମେଟ୍ରୋ ଓ ରେସ୍ତୋରାଁ

କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ଦିଲ୍ଲୀରେ Yellow alert ଜାରି । ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ ଟ୍ରେନ ଓ ରେସ୍ତୋରାଁ । ସିନେମା ହଲ୍, ସ୍ପା, ଜିମ୍, ମଲ୍ଟିପ୍ଲେକ୍ସ ଆଦି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ।

6. ବଲାଙ୍ଗୀରରେ ବଜାୟ ରହିଛି ଦାଦନ ଦୁଃଖ: ଥିଲେ ଲୋକ ପ୍ରତିନିଧି, ହେଲେ ଖଟିଖିଆ ଦାଦନ

ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ପୁଣି ଏକ ଦାଦନର ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲାରେ ଜଣେ ନିର୍ବାଚିତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ (Block Vice President Raju Bag) । କାମ ନପାଇବାରୁ ପେଟ ପାଟଣା ପାଇଁ ନିଜେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ଯାହା ଚିନ୍ତାଜନକ ବିଷୟ ହୋଇଛି । ଏହି ଘଟଣା ସରକାରୀ ଯୋଜନା ଓ ତାର ରୂପାୟନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

7. COVID BOOSTER DOSE: ଜାନୁଆରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଟୀକାକରଣ

ଆସନ୍ତା ଜାନୁଆରୀ 10 ତାରିଖରୁ କଟକରେ କୋଭିଡ ବୁଷ୍ଟର ଡୋଜ ଦିଆଯିବ । ପ୍ରଥମେ ଏହି ବୁଷ୍ଟର ଡୋଜ ସମ୍ମୁଖ ଯୋଦ୍ଧାମାନଙ୍କୁ ଦିଆଯିବ । ପରେ 60 ବର୍ଷରୁ ଊର୍ଦ୍ଧ୍ବ ଏବଂ ବହୁବିଦ୍ଧ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଦିଆଯିବ।

8. Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପ୍ରଥମ ଇଂନିସ (first innings) 327 ରନ୍‌ରେ ଶେଷ । ମାତ୍ର ୩୧ ରନ୍‌ ମଧ୍ୟରେ ୫ଟି ୱିକେଟ ଓ ୧୩ ରନ୍‌ ମଧ୍ୟରେ ଶେଷ ୪ଟି ୱିକେଟ ହରାଇଛି ଭାରତ ।

9. ବିଚ୍‌ରେ ଛୁଟି କାଟିଲେ ଲଭବାର୍ଡ୍ସ ଦିଶା ଟାଇଗର

କାମରୁ କିଛି ଦିନ ବିରତି ନେଇ ବିଚ୍‌ରେ ଛୁଟି କାଟିଲେ ଆକ୍ଟର ଦିଶା ପଟାନି ଓ ଟାଇଗର ଶ୍ରଫ ।

10. ଶେହନାଜ ଗିଲଙ୍କ ବାପାଙ୍କୁ ଗୁଳିମାଡ, ଦୁଇ ଦିନ ପୂର୍ବରୁ ବିଜେପିରେ ମିଶିଥିଲେ

ଶେହନାଜ୍ ଗିଲଙ୍କ ଅଡୁଆ ଥମିବାର ନାଁ ନେଉନି । ସ୍ବର୍ଗତ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ତାଙ୍କ ସାଧାରଣ ଜୀବନକୁ ଫେରିବା ଆରମ୍ଭ କରିଛନ୍ତି ନା ନାହିଁ ଯେ ଏବେ ତାଙ୍କ ପିତା ସନ୍ତୋଖ ସିଂ ସୁଖଙ୍କୁ ଆକ୍ରମଣ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.