ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Nov 25, 2021, 4:57 PM IST

1.Eggs Hurled Aparajita Sarangi Carcade: ଜନ ଶୁଣାଣି କାର୍ଯ୍ୟକ୍ରମକୁ ଯିବା ସମୟରେ ଅଣ୍ତାମାଡ

ଜନ ଶୁଣାଣି କାର୍ଯ୍ୟକ୍ରମକୁ ଯିବା ସମୟରେ ଅଣ୍ତାମାଡ ଭୁବନେଶ୍ବର ସାଂସଦ (Bhubaneswar MP)ଙ୍କୁ ଅଣ୍ତାମାଡ । ଅପରାଜିତାଙ୍କ କାରକୁ ଅଣ୍ତା ଫିଙ୍ଗିଲେ କଂଗ୍ରେସ କର୍ମୀ ।

2.ସମୁଦ୍ରରେ ବଢିଲା ଶକ୍ତି, ନୌସେନାରେ ସାମିଲ ହେଲା INS Vela

ନୌସେନାରେ ସାମିଲ ହେଲା ବୁଡାଜାହଜ INS Vela । ଅତ୍ୟାଧୁନିକ କ୍ଷମତା ସହ ବଢିବ ନୌସେନାର ଶକ୍ତି, କହିଲେ ନୌସେନା ମୁଖ୍ୟ ।

3.କ୍ରାଇମବ୍ରାଞ୍ଚରେ ହାଜର ହେଲେ Ex-Mumbai Police Chief Param Bir Singh

ପଳାତକ ଘୋଷିତ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ କ୍ରାଇମବ୍ରାଞ୍ଚରେ ହାଜର (Param Bir Singh appears before Mumbai Crime branch) । ନିକଟରେ ସର୍ତ୍ତମୂଳକ ଭାବେ ସର୍ବୋଚ୍ଚ କୋର୍ଟରୁ ପାଇଥିଲେ ଅନ୍ତରୀଣ ସୁରକ୍ଷା ।

4.Admission Fee Hike: ଆନ୍ଦୋଳନକୁ ଓହ୍ଲାଇଲେ ରାଜେନ୍ଦ୍ର ନାରାୟଣ ୟୁନିଭର୍ସିଟିର ଛାତ୍ରଛାତ୍ରୀ

ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ୟୁନିଭର୍ସିଟି ଯୁକ୍ତ ତିନି କଳା(Arts) ଓ ବାଣିଜ୍ୟ(commerce)ରେ ନାମ ଲେଖାଇବା ପାଇଁ ପୂର୍ବରୁ ୧୮୪୪ ଟଙ୍କା ଫିସ୍‌ ରହିଥିଲା । ମାତ୍ର ଏବେ ଏଥିରେ ୧୬୩୪ ଟଙ୍କା ବୃଦ୍ଧି କରାଯାଇଛି ।

5.Phulbani District Hospital: ମହିଳା ଶିଶୁ ୱାର୍ଡରେ ବିସ୍ଫୋରଣ

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ମହିଳା ଶିଶୁ ୱାର୍ଡରେ ବିସ୍ଫୋରଣ । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ କେହି ମୃତାହତ ହୋଇ ନଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

6.ଭୁବନେଶ୍ବର ସାଇନ୍ସ ପାର୍କରେ ଛୁରା ମାଡ଼, ଯୁବକ ଆହତ

ରାଜଧାନୀସ୍ଥିତ ସାଇନ୍ସ ପାର୍କରେ ଯୁବକଙ୍କୁ ଛୁରାମାଡ (knife attack in bhubaneswar) । ଗତକାଲି ରାତିରେ ପାର୍କ ନିକଟରେ ଆଶିଷ କୁମାର ନାମକ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବା ସୂଚନା ମିଳିଛି ।

7.Odisha Assembly Session: VC ଯୋଗେ ଯୋଡି ହୋଇପାରିବେ ବିଧାୟକ, କୋଭିଡ କଟକଣାରେ ଚାଲିବ ଗୃହ

କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ଅଧିବେଶନ(Assembly Session) । VC ଯୋଗେ ଯୋଡି ହୋଇପାରିବେ ବିଧାୟକ ।

8.Rourkela Municipal Election: ସରକାର ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ରାଉରକେଲା ମ୍ୟୁନିସପାଲ ନିର୍ବାଚନ(Rourkela Municipal Election) ନେଇ ରାଜ୍ୟ ସରକାରଙ୍କ ଜବାବ ତଲବ ମାଗିଲେ ଓଡିଶା ହାଇକୋର୍ଟ(Odisha High Court) ।

9.summon to Kangana: କଙ୍ଗନାଙ୍କୁ Delhi Assembly panelର ନୋଟିସ

ଶିଖ୍ ସମ୍ପ୍ରଦାୟଙ୍କୁ ନେଇ କଙ୍ଗନା ଦେଇଥିବା ବିବାଦୀୟ ବୟାନ ତାଙ୍କୁ ଭାରି ପଡିଛି । ଏ ନେଇ କଙ୍କାନାଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ କମିଟି (Delhi Assembly panel) ସମନ ଜାରି କରିଛି ।

10.IND vs NZ, 1st test: ଟି ବ୍ରେକ୍‌ ସୁଦ୍ଧା ଭାରତ ୧୫୪/୪

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁର୍‌ରେ ଖେଳାଯାଉଛି । ଅପରାହ୍ନ ସେସନରେ । ୩ଟି ୱିକେଟ ହରାଇଛି ଭାରତ, କେଲ୍‌ ଜେମିଏସନଙ୍କୁ(Kyle Jamieson ) ୩ଟି ୱିକେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.