ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 26, 2021, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2. ମମିତା ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ପୋଷ୍ଟର ଲଗାଇଲେ ମାଓବାଦୀ

ମାଓ କ୍ୟାମ୍ପରେ ବି ଉଠିବାରେ ଲାଗିଛି ଶିକ୍ଷୟିତ୍ରୀ ମମିତାଙ୍କ ନ୍ୟାୟର ସ୍ବର । ମୁନିଗୁଡା ବ୍ଲକର କୁମୁଡ଼ାବାଲି ପୋଲ ନିକଟରେ କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଛି ।

3. ବଢ଼ିଲା ମନ୍ତ୍ରୀଙ୍କ ଅଡ଼ୁଆ, ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ ।

4. ମମିତା ମେହେର ହତ୍ୟାକାଣ୍ଡ: କଳାହାଣ୍ଡି ଗସ୍ତରେ ବିଜେପିର ୧୫ ଜଣିଆ ଟିମ

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଗସ୍ତରେ ବିଜେପିର ୧୫ ଜଣିଆ ଟିମ ।

5. ମମିତା ମେହେର ହତ୍ୟାକାଣ୍ଡ, ବଡଦାଣ୍ଡରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲା ବିଜେପି

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ଶ୍ରୀମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲା ପୁରୀ ଜିଲ୍ଲା ବିଜେପି ।

6. ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ

ନଭେମ୍ବର 29ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଗତବର୍ଷ କୋଭିଡ ସଂକ୍ରମଣ କାରଣରୁ ବନ୍ଦ ରହିଥିଲା ଅଧିବେଶନ ।

7. ବୁଧବାର ନୂଆ ଦଳ ଲଞ୍ଚ କରିବେ ଅମରିନ୍ଦର !

ଆସନ୍ତାକାଲି(ବୁଧବାର) ନୂଆ ଦଳ ଲଞ୍ଚ କରିପାରନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ପ୍ରେସମିଟ କରି ସେ ନିଜ ନୂଆ ଦଳ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ମିଳିଛି ସୂଚନା ।

8. ‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’

ବିଧାନସଭା ଆସନ ପାଇଁ ଧାର୍ଯ୍ୟ ଉପନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ସେ କୁଶେଶ୍ବର ଆସ୍ଥାନ (ଏସସି) ଏବଂ ତାରାପୁରରେ ପ୍ରଚାର କରିବେ । ସେହିପରି ବିହାରରେ ନିତୀଶ ଓ ଏନଡିଏ ସରକାରର ବିସର୍ଜନ ନିଶ୍ଚିନ୍ତ ହେବ ।

9. ପୁରୁଣା ବିଷ ଓଗାଳୁଛନ୍ତି କି ନବାବ, ଝିଅର CDR ଯାଞ୍ଚକୁ ନେଇ ୱାଙ୍ଖଡେଙ୍କ ଉପରେ ବର୍ଷିଲେ

ବଢୁଛି ମୁମ୍ବାଇ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ । ଅଭିନେତାଙ୍କ ପୁଅ ଗିରଫ ପରେ ସମୀରଙ୍କ ଉପରେ ପଡୁଛି ରାଜନେତାଙ୍କ ଅକ୍ରୋଶ । ଚର୍ଚ୍ଚାରେ ରହିବା ପାଇଁ ୱାଙ୍ଖଡେ ଏପରି କରୁଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ।

10. T20 world Cup: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ଆମନ୍ତ୍ରଣ

ୱେଷ୍ଟଇଣ୍ଡିଜ ଟିମ ବିପକ୍ଷରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.