ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 13, 2021, 5:04 PM IST

1. ନବୀନଙ୍କୁ ମିଳିଲା ଷ୍ଟାଲିନଙ୍କ ସମର୍ଥନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାନିମୋଝି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଡିଏମକେ ନେତ୍ରୀ କାନିମୋଝି କରୁଣାନିଧି । ପ୍ରାୟ ଅଧ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

2. ମଧୁସୂଦନ LAW କଲେଜକୁ UGC ମାନ୍ୟତା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କଟକ ମଧୁସୂଦନ ଆଇନ ମହାବିଦ୍ୟାଳାୟକୁ ବିଶ୍ବ ବିଦ୍ୟାଳୟ ତାଲିକାରେ ସ୍ଥାନ ଦେଲା UGC । ଏଣିକି ମିଳିବ କେନ୍ଦ୍ରୀୟ ଅନୁଦାନ । ଟ୍ବିଟ କରି ଖୁସି ବ୍ୟକ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

3. ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଟ୍ରାଲ ଏନକାଉଣ୍ଟରରେ ଟପ୍‌ ଜୈଶ କମାଣ୍ଡର ସଫା

ଜମ୍ମୁ କାଶ୍ମୀର ଟ୍ରାଲରେ ବଡ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଶାମ ସୋଫିର ଗଡିଛି ମୁଣ୍ଡ ।

4. ଲାଞ୍ଚ ନିଅନ୍ତି କଂଗ୍ରେସ ସଙ୍କଟମୋଚକ ଶିବକୁମାର ! ନିଜ ଦଳର ନେତାଙ୍କ ମହାଭିଯୋଗ

କଂଗ୍ରେସ ନେତା ଶିବକୁମାରଙ୍କ ଏକ ଭିଡିଓ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । କଂଗ୍ରେସର ହିଁ 2 ନେତା ଶିବକୁମାରଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ ।

5. ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧିମଣ୍ଡଳ, ମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ମଧ୍ୟ ଦାବି କରିଛି କଂଗ୍ରେସ ।

6. ମହାଷ୍ଟମୀରେ ପ୍ରକମ୍ପିତ ପୂଜା ମଣ୍ଡପ, ଭକ୍ତଙ୍କୁ ଖୋଜୁଛନ୍ତି ଯୋଗମାୟା

ମନ୍ତ୍ରଧ୍ଵନିରେ ଫାଟି ପଡୁଛି ମଣ୍ଡପ । ଚାଲିଛି ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା । କିନ୍ତୁ ନାହାନ୍ତି ଭକ୍ତ । ଭକ୍ତଙ୍କ ବିନା ଖାଲିଖାଲି ଲାଗୁଛି ପୂଜା ମଣ୍ଡପ ।

7. ରାଜ୍ୟ କଂଗ୍ରେସ ଭବନରେ ଯୁବକଙ୍କ ଭଙ୍ଗାରୁଜା

ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ ।

8. ତୈଳ ଦର ପରେ ମହଙ୍ଗା ହେଲା CNG-PNG, ଜାଣନ୍ତୁ କେତେ...

ଦେଶରେ ତୈଳ ଦର ଆକାଶ ଛୁଆଁ ରହିଥିବାବେଳେ ଏବେ ଲୋକଙ୍କୁ ହନ୍ତସନ୍ତ କଲା CNG-PNG ଦର । ଚଳିତ ମାସରେ ଦ୍ବିତୀୟ ଥର ମହଙ୍ଗା ହେଲା CNG-PNG ।

9. ଟି-୨୦ ବିଶ୍ବକପ୍‌ ସଜବାଜ, ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି ବିସିସିଆଇ । କୋଟିକୋଟି ଫ୍ୟାନ୍‌ଙ୍କ ପ୍ରେରଣାରେ ଏହି ଜର୍ସି ଉନ୍ମୋଚିତ ହୋଇଥିବା ନେଇ ବିସିସିଆଇ ଟ୍ବିଟ୍‌ କରିଛି ।

10. IPL: ନୂତନ ଫ୍ରାଞ୍ଚାଇଜ ଡକ୍ୟୁମେଣ୍ଟ କିଣିବା ତାରିଖ ଘୁଞ୍ଚାଇଲା BCCI

ଆଇପିଏଲ ନୂତନ ଫ୍ରାଞ୍ଚାଇଜି ପାଇଁ ଆବେଦନ ତାରିଖକୁ ଘୁଞ୍ଚାଇଛି ବିସିସିଆଇ । ଏହାକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.