1. 'ଗୋଟିଏ ଡୋଜ୍ରେ ପୂର୍ଣ୍ଣ ସୁରକ୍ଷିତ ନୁହେଁ, ବିଳମ୍ବ ହେଲେ ବି ଦ୍ବିତୀୟ ଡୋଜ୍ ଜରୁରୀ'
2. ଜଳେଶ୍ବର ବିଧାୟକ ଅଶ୍ବିନୀଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି
ବାଲେଶ୍ବର ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର କୋରୋନା ପଜିଟିଭ ଚିହ୍ନଟ ।
3. ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବରୁଣ ବିଦା, ମେନକାଙ୍କୁ ମିଳିଲାନି ସ୍ଥାନ
ବିଜେପିର ନୂଆ ଜାତୀୟ କାର୍ଯ୍ୟକାରିଣୀରୁ ସାଂସଦ ବରୁଣ ଗାନ୍ଧୀ ଆଉଟ । ମେନକାଙ୍କୁ ମଧ୍ୟ ମିଳିନି ସ୍ଥାନ ।
4. 'ବହୁଦିନ ସଭାପତି ରହିଲିଣି ପରିବର୍ତ୍ତନ ହୋଇପାରେ'
5. ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି, କେବେ ଆସିବ ଆଚ୍ଛେ ଦିନ: କଂଗ୍ରେସ
6. ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ଚାଲିଛି ପ୍ରକ୍ରିୟା: ପରିବହନ ମନ୍ତ୍ରୀ
ରାଜ୍ୟରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
7. ନୟାଗଡ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା, ଆଉ କିଛି ସମୟ ପରେ ଶୁଣାଣି
8. ବାଲେଶ୍ବରରେ ନିର୍ଭୟର ସଫଳ ପରୀକ୍ଷଣ
9. T20 World Cup: ସବୁ ମ୍ୟାଚ୍ରେ ନିରପେକ୍ଷ ଅମ୍ପାୟର, ତାଲିକାରେ ନୀତିନ ମେନନ
10. 'ସ୍ପିରିଟ'ରେ ନଜର ଆସିବେ ପ୍ରଭାସ, ରିଲିଜ ହେଲା ପ୍ରଥମ ପୋଷ୍ଟର
ଆଗକୁ ଆସୁଛି ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ 'ସ୍ପିରିଟ' । ଟ୍ବିଟ କରି ସୂଚନା ଦେଲେ ପ୍ରଭାସ ।