ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - todays headlines

ନଜର ପକାନ୍ତୁ NEWS@5PM କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 5, 2021, 5:10 PM IST

1.ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି

ବିଜେପିରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ନ୍ୟାସ ନେଲେ ବରିଷ୍ଠ ନେତା ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡ଼ିଥିବା କଥା କହିଛନ୍ତି ଜୟରାମ ପାଙ୍ଗି ।

2.ଶପଥ ନେଲେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ

ମୁଖ୍ୟ ସୂଚନା କମିଶନର ଭାବେ ଆଜି ଶପଥ ନେଇଛନ୍ତି ଜଳଦ କୁମାର ତ୍ରିପାଠୀ । ରାଜଭବନରେ ରାଜ୍ୟପାଳ ଜଳଦଙ୍କୁ ଶପଥ ପାଠ କରାଇଛନ୍ତି । ଅଧିକ ପଢ଼ନ୍ତୁ...

3.ପଦାର୍ଥ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଚଳିତ ବର୍ଷ ବିଶ୍ବର ସମ୍ମାନଜନକ ନୋବେଲ ପୁରସ୍କାରର ଘୋଷଣା । 3 ବୈଜ୍ଞାନିକ ନୋବେଲରେ ସମ୍ମାନିତ ହୋଇଛନ୍ତି ।

4.ବିଧାନସଭାରେ ଶକ୍ତି କମିଟି ବୈଠକ, ଏଣିକି ବିଜୁଳି ପାଇଁ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର

ଆଜି ବିଧାନସଭାରେ ଶକ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଦିଗ ଉପରେ ହୋଇଛି ଆଲୋଚନା ।

5.କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶିଲ ଏବଂ ସୁଶାନ୍ତ ଧଳସାମନ୍ତ ଆଜି କଟକର ବିଭିନ୍ନ ନିମ୍ନ ଅଦାଲତରେ ହଜାର ହୋଇଥିଲେ ।

6. BMCର ତରବରିଆ ନିଷ୍ପତ୍ତିକୁ ବିରୋଧ, ଦାବି ନଶୁଣିଲେ ଆତ୍ମାହୁତି ଦେବେ ଟେଣ୍ଟ ସଂଘ

ବିବାହ, ବ୍ରତ ଆଦିରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ କରିବା ପାଇଁ BMC ନିର୍ଦ୍ଦେଶ ଦେଇଛି । ଏହି ନିଷ୍ପତ୍ତିକୁ ଟେଣ୍ଟ ସଂଘ ତୀବ୍ର ବିରୋଧ କରିଛି ।

7.Lakhimpur Kheri Violence: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗିରଫ

ଗିରଫ ହୋଇଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ । ସୀତାପୁରରୁ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ ।

8.ପାକ୍କୁ ଆତଙ୍କବାଦର କେନ୍ଦ୍ରସ୍ଥଳୀ ରୂପେ ଆକ୍ଷେପ କରି ଇମ୍ରାନ ଖାନଙ୍କୁ ନିନ୍ଦା କଲା ଭାରତ

ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ବିଶ୍ବ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ । ଶାନ୍ତି, ନିରାପତ୍ତା ଓ ସୁରକ୍ଷାର କଥା କହୁଥିବା ପାକ୍ ପ୍ରଧାନମନ୍ତ୍ରୀ ଆତଙ୍କୀଙ୍କୁ ଶହୀଦ ଆଖ୍ୟା ଦେଉଥିବା କହିଲା ଭାରତ ।

9.ଜୁନିଅର ହକି ବିଶ୍ବକପ ଭୁବନେଶ୍ବରରୁ ଓହରିଲା ଇଂଲଣ୍ଡ

ଆଗାମୀ ମାସରେ ଭୁବନେଶ୍ବରରେ ହେବାକୁ ଥିବା FIH ପୁରୁଷ ଜୁନିଅର ବିଶ୍ବକପ୍‌ରୁ ଓହରିଲା ଇଂଲଣ୍ଡ ।

10.ସୁଟିଂ ବିଶ୍ବ ଚମ୍ପିଆନସିପ୍‌: ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଐଶର୍ଯ୍ୟ

ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ ଇଭେଣ୍ଟରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଲେ ଯୁବ ସୁଟର ଐଶର୍ଯ୍ୟ ପ୍ରତାପ ସିଂହ ତୋମାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.