ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Sep 21, 2021, 5:03 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ସତ ଓଗାଳୁଛନ୍ତି ଅଭିଯୁକ୍ତ, ଦୁବାଇ ଆକାଉଣ୍ଟରୁ ଆସିଥିଲା ଟଙ୍କା

ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ସୁଦ୍ଧା ଦୁବାଇର ଏକ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଅଭିଯୁ୍କ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁଇ କିସ୍ତିରେ ୩୮ ହଜାର ଟଙ୍କା ଆସିଛି ।

2. ପିପିଲିରେ ରାଜନୈତିକ ହିଂସାକାଣ୍ଡ: ବିଜେଡି ଦଳ ନାଁରେ ବିଜେପି ଆଣିଲା ସଙ୍ଗୀନ ଅଭିଯୋଗ

ଦିନକୁ ଦିନ ପିପିଲିରେ ଉପନିର୍ବାଚନକୁ ନେଇ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଆଉ ଏନେଇ ବିଜେପି, ବିଜେଡି ଉଭୟ ଦଳ ମଧ୍ୟରେ ଭୋଟ ହାତେଇବାକୁ ଆରମ୍ଭ ହୋଇଛି ସଙ୍ଘର୍ଷ ।

3. OSSC ଦୁର୍ନୀତି ମାମଲା: ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ

ଷ୍ଟାଫ ସିଲେକ୍ସନ କମିଶନର ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ । ହାଇକୋର୍ଟ ଦେଇଛି ସର୍ତ୍ତମୂଳକ ଜାମିନ ।

4. ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣା, ପ୍ରାଣ ହରାଇଲେ 2 ପାଇଲଟ

ଜମ୍ମୁ କାଶ୍ମୀର ଉଦ୍ଧମପୁର ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା । ଆହତ 2 ପାଇଲଟ ପ୍ରାଣ ହରାଇଥିବା ନେଇ ସୂଚନା ।

5. ହାଇକୋର୍ଟ ବିଚାରପତି ବଦଳି; 17 ନାଁ ସୁପାରିଶ, 3 ଆସିବେ ଓଡିଶା

ବିଭିନ୍ନ ରାଜ୍ୟରେ ହାଇକୋର୍ଟ ବିଚାରପତିଙ୍କ ହେବ ବଦଳି । 17 ଜଣଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ଏମାନଙ୍କ ମଧ୍ୟରୁ 3 ଜଣ ବିଚାରପତି ଓଡିଶା ଆସିବେ ଓ ଜଣେ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବେ ।

6. ଲଘୁଚାପ ସୃଷ୍ଟି; ଲଗାଣ ବର୍ଷାରେ ଭିଜିବ ଓଡିଶା, 26ରୁ ପୁଣି ଛେଚିବ

ଲଘୁଚାପ କାରଣରୁ ଆସନ୍ତା 24 ଯାଏଁ ହେବ ଲଗାଣ ବର୍ଷା । ଏନେଇ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

7. ରାଜ୍ୟରେ 29 ଜଣଙ୍କ ବ୍ଲାକ୍‌ ଫଙ୍ଗସ୍‌ରେ ମୃତ୍ୟୁ

କୋରୋନା ସଂକ୍ରମଣରୁ ସୁସ୍ଥ ହେବାପରେ ମଧ୍ୟ କିଛି ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣର ଶିକାର ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଜଣ ଆକ୍ରାନ୍ତ ବ୍ଲାକ୍‌ ଫଙ୍ଗସ୍‌ରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି ।

8. ସମୁଦ୍ର ପ୍ରଦୂଷଣ: ତୈଳୀୟ ପଦାର୍ଥ ହଟାଇବା ପାଇଁ ସ୍ବତନ୍ତ୍ର ତୁଳା ତିଆରି କଲା IIT Guwahati

ସମୁଦ୍ର ପ୍ରଦୂଷଣକୁ ରୋକିବା ଲକ୍ଷ୍ୟ । ଆସାମର IIT ଗୌହାଟି ନିର୍ମାଣ କଲା ମେଡିକାଲ କଟନ୍‌ । ଯାହାକି ପାଣିରୁ ହଟାଇବ ଦୂଷିତ ତୈଳୀୟ ପଦାର୍ଥ ।

9. ଜନ୍ମମାଟିରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଅତାବିରାରେ ଜନସମୁଦ୍ର

ଜନ୍ମ ମାଟିକୁ ଫେରିଲେ ପାରାଲମ୍ପିକ ସ୍ବର୍ଣ୍ଣ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ।

10. କଙ୍ଗନାଙ୍କ ଟାର୍ଗେଟରେ ଆଲିୟା, ବିଜ୍ଞାପନକୁ ନେଇ କହିଲେ ଏମିତି

ଆଲିଆଙ୍କ 'Mohey'ବିଜ୍ଞାପନକୁ ଟାର୍ଗେଟ କଲେ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା କଙ୍ଗନା ରଣାୱତ । କହିଲେ ଜିନିଷ ବିକ୍ରି ପାଇଁ ଧର୍ମର କରନି ଅପବ୍ୟବହାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.