ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୫ଟାର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 9, 2021, 5:04 PM IST

1. ହାଇକୋର୍ଟ ଲାଇଭ ଷ୍ଟ୍ରିମିଂ ପ୍ରସଙ୍ଗ: ଅଦାଲତ ବର୍ଜନରୁ ନିବୃତ୍ତ ବାର ସଙ୍ଘ

ଲାଇଭ ଷ୍ଟ୍ରିମିଙ୍ଗକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ ପ୍ରସଙ୍ଗ। ଅଦାଲତ ବର୍ଜନରୁ ଏବେ ନିବୃତ୍ତ ରହିଲା ହାଇକୋର୍ଟ ବାର। ଆଗାମୀ ଦିନରେ ନେବ ପଦକ୍ଷେପ ।

2. ଶିଶୁଙ୍କୁ ସଂକ୍ରମଣ ଚିନ୍ତା, ସଠିକ ଚିକିତ୍ସାକୁ ଗୁରୁତ୍ବ

ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଚାଲିଛି ପ୍ରସ୍ତୁତି। ବିଶେଷ ଭାବରେ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ଭାବରେ ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଥିବା ନେଇ ପ୍ରକାଶ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ନିର୍ଦ୍ଦେଶକ ।

3. ଦଳୀୟ କାର୍ଯ୍ୟାଳୟରେ ବିଜେଡି ପାଳୁଛି ବିଶ୍ବ ଜନଜାତି ଦିବସ

ଆଦିବାସୀ ଜନଜାତି ଓ ପଛୁଆ ବର୍ଗର ଲୋକଙ୍କର ଭାଷା, ସଂସ୍କୃତି, ପରମ୍ପରା ଓ ସୁରକ୍ଷାକୁ ପ୍ରଚାର ପ୍ରସାର ସହ ସମାଜରେ ଆଗକୁ ବଢିବା ନେଇ ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହେଉଛି ଜନଜାତି ଦିବସ ।

4. ପାର୍ବଣ ଋତୁ ପାଇଁ ଆସିଲା ଗାଇଡଲାଇନ: କମ ପିଲାଙ୍କୁ ନେଇ ସ୍କୁଲରେ ହେବ ପୂଜା

ଅଗଷ୍ଟରୁ ନଭେମ୍ବର ଯାଏଁ ହେବାକୁ ଥିବା ପର୍ବ ପାଇଁ ଜାରି ହେଲା ଗାଇଡଲାଇନ । ବିନା ଭକ୍ତରେ କେବଳ ରୀତନୀତିରେ ପାଳନ ହେବ ପୂଜାପର୍ବ । ଭସାଣି ବେଳେ ହେବନି ଶୋଭାଯାତ୍ରା ।

5. ଆଦିବାସୀଙ୍କ ସହ ନାଚିଲେ ଦିଦି, ବାଘେଲ ବଜାଇଲେ ବାଜା

ସାରା ବିଶ୍ବରେ ପାଳନ ହେଉଛି ଆଦିବାସୀ ଦିବସ । ଆଦିବାସୀ ଜନଜାତିଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହୋଇଥାଏ ।

6. କୋଭିଡ ଭ୍ୟାକ୍ସିନ ବାଧ୍ୟତାମୂଳକ ! ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଟୀକାକରଣର ଟ୍ରାଏଲ ତଥ୍ୟ ସାର୍ବଜନିକ କରିବା ଉପରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ଯାଚିକା ।

7. ପିଲାଙ୍କ ଟିଫିନ ବକ୍ସରେ ଖଞ୍ଜିଥିଲେ 7 ବୋମା, ପଞ୍ଜାବରେ ହାଇଆଲର୍ଟ

ପଞ୍ଜାବ ଅମୃତସର ଅଞ୍ଚଳରେ ପିଲାଙ୍କ ଟିଫିନ ବକ୍ସରେ 7 ବୋମା । ଡ୍ରୋନରେ ଆସିଥିଲା ବୋମା ଭର୍ତ୍ତି ଟିଫିନ । ରାଜ୍ୟରେ ହାଇଆଲର୍ଟ ଜାରି ।

8. ଦିଲ୍ଲୀରେ ପହଞ୍ଚିଲେ ଅଲମ୍ପିକ୍‌ ପଦକ ବିଜେତା

ସ୍ବଦେଶ ଫେରିଲା ଅଲମ୍ପିକ ଟିମ ଇଣ୍ଡିଆ । ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲେ ଖେଳାଳି ।

9. ଆମାଜନ ଓ ଫ୍ଲିପକାର୍ଟକୁ ସୁପ୍ରିମକୋର୍ଟଙ୍କ ଝଟକା, ଚାଲିବ CCI ଯାଞ୍ଚ

ଆମାଜନ ଓ ଫ୍ଲିପକାର୍ଟ ବିରୋଧରେ CCI ଯାଞ୍ଚ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

10. PM Kisan Scheme: ଚାଷୀଙ୍କୁ ମିଳିଲା ୧୯,୫୦୦ କୋଟି

ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Scheme) ୨୦୨୧ର ଦ୍ବିତୀୟ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯.୭୫ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ଚାଷୀଙ୍କୁ ଖାତାକୁ ପାଖାପାଖି ୧୯ ହଜାର ୫୦୦ କୋଟି ଟଙ୍କା ପଠାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.