ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 5, 2021, 5:23 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Tokyo Olympics: ବିଜୟୀ ଭାରତୀୟ ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କାଂସ୍ୟ ପଦକ ଜିତିଲା ଭାରତୀୟ ହକି ଟିମ୍‌ । ଫୋନ ଯୋଗେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ପରିଶ୍ରମ ସାର୍ଥକ ହୋଇଛି ।

2.Tokyo Olympics: ରୌପ୍ୟ ଜିତିଲେ କୁସ୍ତିଯୋଦ୍ଧା ରବି, PM-CMଙ୍କ ଶୁଭେଚ୍ଛା

କୁସ୍ତିରେ ୫୭ କିଲୋଗ୍ରାମ ବର୍ଗରେ ରବି କୁମାର ଦହିୟାଙ୍କ ଫାଇନାଲ ମ୍ୟାଚରେ ୪-୭ରେ ପରାସ୍ତ ହେବା ସହ ରୌପ୍ୟ ବିଜେତା ହୋଇଛନ୍ତି ।

3.ବିଜୟୀ ହକି ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛାଟୋକିଓ ଅଲମ୍ପିକ୍ସରେ ଐତିହାସିକ ବିଜୟ ଲାଭ କରିଛି ଭାରତ । ମୁଖ୍ୟମନ୍ତ୍ରୀ ଦୁଇ ଓଡିଆ ଖେଳାଳିଙ୍କ ପାଇଁ ଖୁସି ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଛନ୍ତି ।

4.ହକିରେ ଭାରତକୁ କାଂସ୍ୟ ପଦକ: ପ୍ରାୟୋଜକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୁର୪୧ ବର୍ଷ ପରେ ଭାରତ ଅଲମ୍ପିକରେ ହକିରେ ଜର୍ମାନୀକୁ ହରାଇ ଜିତିଲା ବ୍ରୋଞ୍, ସୁର ବାଣ୍ଟିଲେ ମିଠା

୫.ଅଲମ୍ପିକ ହକି ପଦକ ତାଲିକାରେ ଜର୍ମାନୀକୁ ଟପିଲା ଭାରତଟୋକିଓ ଅଲମ୍ପିକରେ ଭାରତୀୟ ହକି ଟିମ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କୋଟିକୋଟି ହକିପ୍ରେମୀଙ୍କ ସ୍ବପ୍ନ ପୂରଣ ।

୬.କୋରୋନା ଯୋଦ୍ଧାଙ୍କୁ ପଦକ ଉତ୍ସର୍ଗ କଲେ କ୍ୟାପଟେନ ମନପ୍ରୀତଦେଶକୁ ୪୧ ବର୍ଷରେ ପ୍ରଥମ ଅଲମ୍ପିକ ହକି ପଦକ ଦେଇଥିବା ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ

୭.‘ଶେଷ ଲୋକ ପକ୍କାଘର ନପାଇବା ଯାଏଁ ଲଢେଇ ଜାରି ରଖିବ BJP’ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରିଛି ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି ।

୮.ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦ ଛାଡିଲେ ପ୍ରଶାନ୍ତ କିଶୋର

କ୍ୟାପଟେନଙ୍କୁ ଲେଖିଥିବା ଚିଠିରେ ପ୍ରଶାନ୍ତ କିଶୋର ଦର୍ଶାଇଛନ୍ତି କି , ସେ ବର୍ତ୍ତମାନ ପବ୍ଲିକ ଲାଇଭରୁ ବ୍ରେକ ନେବା ପାଇଁ ଚାହୁଁଛନ୍ତି

୯.ମାଛ ଚାଷରେ ଆଗୁଆ କଳାହାଣ୍ଡି, ରପ୍ତାନୀ ପାଇଁ ଚାଲିଛି ଚେଷ୍ଟା

ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସଫଳ କଳାହାଣ୍ଡି ଜିଲ୍ଲା ପାଇଁ ଆଉ ଏକ ଗର୍ବ ।

୧୦.ରାଜ୍ୟରେ ନିୟନ୍ତ୍ରଣାଧିନ, ଭୁବନେଶ୍ୱର ଓ କଟକରେ ଡେଙ୍ଗୁ ସ୍ଥିତି ଚିନ୍ତାଜନକ

ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.