ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 22, 2021, 5:07 PM IST

1. ମହାପ୍ରଭୁଙ୍କ ଅଧର ପଣା ନୀତି ଆରମ୍ଭ

ସୁନାବେଶର ପରଦିନ ଏବଂ ନିଳାଦ୍ରୀ ବିଜେର ପୂର୍ବ ଦିନ ମହାପ୍ରଭଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନୀତି ଅନୁଷ୍ଠିତ ହୋଇଥାଏ ।

2. ସାମ୍ବାଦିକଙ୍କୁ ମାଡ଼: ୫ ବିଧାୟକଙ୍କୁ ୨ଘଣ୍ଟା ତାଲା, ମହିଳା କନେଷ୍ଟବଳଙ୍କ ବହିଷ୍କାର ଦାବି

ପିନୁ ନାୟକ ନାମକ ଜଣେ ମହିଳା କନଷ୍ଟେବଳ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଉତ୍ତେଜନାର ମହୋଲ ।

3. Pegasus project: ସଂସଦରେ IT ମନ୍ତ୍ରୀଙ୍କ ପେପର ଚିରିଲେ TMC ସାଂସଦ

ପେଗାସସ ଜାସୁସି ମାମଲାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୟାନ ଦେଉଥିବା ସମୟରେ ତାଙ୍କ ହାତରୁ ପେପର ଛଡାଇ ଚିରି ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ।

4. FM Universityର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

FM ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତି ପାଇଛନ୍ତି ।

5. ରାଜ୍ୟରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଓଡିଶା ମୁଁହା ପଡୋଶୀ ରାଜ୍ୟର ମାଓବାଦୀ !

ପଡୋଶୀ ରାଜ୍ୟ ସୀମାରେ ମାଓବାଦୀ ସକ୍ରିୟ । ମାଓ ଅପରେସନ ବେଳେ କରୁଛନ୍ତି କାଉଣ୍ଟର ହାମଲା । ତେବେ ରାଜ୍ୟରେ ମାଓ ସଙ୍ଗଠନ ଦୁର୍ବଳ ହୋଇଥିଲେ ମଧ୍ୟ ଚିନ୍ତା ବଢାଇଛନ୍ତି ପଡୋଶୀ ମାଓ କ୍ୟାଡର ।

6. ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ; ଭବିଷ୍ୟତ ପୀଢି ପାଇଁ ଛାଡିବେ ବାଟ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ଆହୁରି କହିଛନ୍ତି, ଆସନ୍ତା ୨୬ ତାରିଖ ଦିନ ତାଙ୍କ ସରକାରକୁ ୨ ବର୍ଷ ପୂରଣ ହେବ । ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ରହିଛି ।

7. ମୁଁ CAAକୁ ସମର୍ଥନ କରେ: ଆସାମ ମୁଖ୍ୟମନ୍ତ୍ରୀ

ନାଗରିକତା ସଂଶୋଧନ ଅଧିନିୟମକୁ ସମର୍ଥନ କରନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଏକ ସାଧାରଣ ସଭାରେ ସେ ଯୋଗ ଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି ।

8. ବଢିଲା ପରମବୀରଙ୍କ ଅଡୁଆ, ବଟି ମାଗିବା ଅଭିଯୋଗ ଆଣିଲେ ବ୍ୟବସାୟୀ

ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ନାମରେ ଦାଦାବଟି ମାଗିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଲେ ଜଣେ ବ୍ୟବସାୟୀ ।

9. ଦ କପିଲ ଶର୍ମା ଶୋ’ ଛାଡିବେ ସୁମୋନା !

ନିକଟରେ ଦ କପିଲ ଶର୍ମା-2 ଏକ ପ୍ରୋମୋ ରିଲିଜ ହୋଇଛି । ଯେଉଁଥିରେ ଶୋ’ରେ ଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ନଜର ଆସିଥିଲେ ମାତ୍ର ପ୍ରୋମୋରେ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ନଜର ଆସିନାହାନ୍ତି ।

10. ବ୍ରିସବେନରେ ଆୟୋଜିତ ହେବ 2032 ଅଲିମ୍ପିକ

2032 ଅଲିମ୍ପିକ ବ୍ରିସବେନରେ ଆୟୋଜିତ ହେବ । ଏ ନେଇ ଗତକାଲି ଆନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.