ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 18, 2021, 5:26 PM IST

1.ଦିନକ ପରେ ବାହୁଡିବେ ମହାପ୍ରଭୁ, ମାଉସୀ ମା’ ଘରେ ବାସିଲାଣି ପୋଡପିଠା

ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା'ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି। ବାହୁଡା ଯାତ୍ରା ଅବସରରେ ମାଉସୀ ମା'ଙ୍କ ପୂଜକ ବିଶ୍ବନାଥ ମିଶ୍ର ନିଜ ଘରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

2.ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କ ବୈଠକ, ସୁସ୍ଥ ଚର୍ଚ୍ଚା ପାଇଁ ସରକାର ପ୍ରସ୍ତୁତ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସୁସ୍ଥ ଓ ସାର୍ଥକ ଆଲୋଚନା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

3.Monsoon Session: ମୌସୁମୀ ଅଧିବେଶନରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ଗୁରୁ ଦାୟିତ୍ବ

ସଂସଦର ମୌସୁମୀ ଅଧିବେଶନ(Monsoon Session) ସମୟରେ ଲୋକସଭା ଓ ରାଜ୍ୟସଭାରେ ସରକାରଙ୍କୁ ଘେରିବାକୁ ନିଜର ରଣନୀତି ପ୍ରସ୍ତୁତ କରିସାରିଛି କଂଗ୍ରେସ । ଉଭୟ ଗୃହ ପାଇଁ ଦୁଇଟି ଗ୍ରୁପ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

4.ଭୁବନେଶ୍ବରରେ ଗର୍ଭବତୀଙ୍କୁ ସପ୍ତାହରେ ଦୁଇଦିନ ଟିକାଦାନ

ଏଣିକି ରାଜଧାନୀରେ ସପ୍ତାହକୁ ଦୁଇଦିନ ଗର୍ଭବତୀଙ୍କୁ ଦିଆଯିବ କୋଭିଡ ଟିକା । ଜୁଲାଇ 21ରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି ।

5.ଲକ୍ଷ୍ମୀସାଗର ପୋଖରୀର ଉନ୍ନତିକରଣ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା

ଆଜି(ରବିବାର) ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ ଲକ୍ଷ୍ମୀସାଗର ଅଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

6.ହାଇଦ୍ରାବାଦର ହସ୍ପିଟାଲରେ ଭର୍ତ୍ତି ତାରା, ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଦୀପ ମାଝୀ

ହାଇଦ୍ରାବାଦ ସ୍ଥିତ କିମ୍ସରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟିଛନ୍ତି ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଗତ ୧୨ ଦିନ ହେଲା କିମ୍ସରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।

7.କୁଲ ଖୋଲିବା ନେଇ ପ୍ରସ୍ତୁତି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ

ସ୍କୁଲ ଖୋଲିବା ପରେ ଏସଓପି ପାଳନ ନେଇ ବସିବ ବୈଠକ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ ।

8.1ST ODIs: ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି

ପ୍ରଥମ ଦିନିକିଆରେ ଟସ ଜିତିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ।

9.Olympics: ପଦକ ବିଜେତା ଓଡିଆ ଖେଳାଳିଙ୍କ ପାଇଁ OOAର ପୁରସ୍କାର ଘୋଷଣା

ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ କରୁଥିବା ଓଡିଆ ଆଥଲେଟ୍‌ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ରାଜ୍ୟ ଅଲମ୍ପିକ ସଂଘ ।

10.Olympics: ଟୋକିଓରେ ପହଞ୍ଚିଲା ଟିମ ଇଣ୍ଡିଆ

ପ୍ରଥମ ଦଫାରେ ଟୋକିଓରେ ପହଞ୍ଚିଥିବା ୮୮ଜଣିଆ ଟିମ୍‌ରେ ୫୪ଜଣ ଆଥଲେଟ୍‌, ସପୋର୍ଟ ଷ୍ଟାଫ ଓ IOA ପ୍ରତିନିଧି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.