ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 5ଟାର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 29, 2021, 5:02 PM IST

1. ଡ୍ୟୁଟି ସମୟରେ ଅଫିସରେ ବସି ମଦ ପିଇଲେ ଅବକାରୀ ଏସଆଇ, ଭିଡିଓ ଭାଇରାଲ

ସରକାରୀ ଅଫିସ ଭିତରେ ବସି ମଦ୍ୟପାନ କରୁଛନ୍ତି ଅବକାରୀ ଅଧିକାରୀ ।

2. ରାଜ୍ୟରେ ଦୁର୍ବଳ ମୌସୁମୀ, ୧୪ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ

ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ । 14 ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷିଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

3. ICUରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର

ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ । ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ICUରେ ଭର୍ତ୍ତି ।

4. କୋଭିଡ ଯୁଦ୍ଧରେ ଆଉ ଏକ ଅସ୍ତ୍ର 'ମଡର୍ଣ୍ଣା'କୁ ଭାରତରେ ମଞ୍ଜୁରୀ

ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ଣ୍ଣାର କୋଭିଡ ଟିକା ବ୍ୟବହାର ନେଇ ସିପ୍ଲାକୁ ଅନୁମତି ଦେଇଛି ଡିସିଜିଆଇ (DCGI) ।

5. ଆସନ୍ତା 19ରୁ ହୋଇପାରେ ମୌସୁମୀ ଅଧିବେଶନ

ସଂସଦୀୟ ମାମଲାର କ୍ୟାବିନେଟ କମିଟି ( ସିସିପିଏ) ମୌସୁମୀ ଅଧିବେଶନ ପାଇଁ କରିଛି ସୁପାରିଶ । ଏହି ଅଧିବେଶନ 13 ଅଗଷ୍ଟ 2021 ଯାଏଁ ଜାରି ରହିବା ନେଇ ଅନୁମାନ ।

6. ଜୁଲାଇ ପହିଲାରେ ମଣ୍ଡି ସମସ୍ୟା ନେଇ ବିଜେପିର ବିକ୍ଷୋଭ

ରାଜ୍ୟରେ ଧାନ କିଣାବିକାରେ ଅବ୍ୟବସ୍ଥାକୁ ନେଇ ଆସନ୍ତା 1 ଏବଂ 2 ରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ।

7. ମାଟ୍ରିକ ଫଳାଫଳ ବିବାଦକୁ ନେଇ ବୋର୍ଡର ସ୍ପଷ୍ଟୀକରଣ, 5ରେ ଅଫଲାଇନ ପରୀକ୍ଷା ପାଇଁ ବିଜ୍ଞପ୍ତି

ମାଟ୍ରିକ ପରୀକ୍ଷା ଫଳ ମୂଲ୍ୟାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନଥିବା ବୋର୍ଡ ସ୍ପଷ୍ଟୀକରଣ ଦେଇଛି । ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।

8. ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର; 12 ଗାଁରେ ନାହିଁ ନେଟୱାର୍କ, ମଞ୍ଚା ଉପରେ ଚାଲିଛି ଅନଲାଇନ୍ କ୍ଲାସ୍

ନେଟୱର୍କ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । ନେଟୱର୍କ ପାଇଁ କିଏ ପାହଡ ଚଢୁଛି ତ କିଏ ମଞ୍ଚା ବାନ୍ଧୁଛି ତ ପୁଣି ଆଉ କିଏ ଗଛ ଚଢୁଛି ।

9. ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୂତୀଙ୍କ ନାଁ ସୁପାରିଶ

ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।

10. ୟୁଏଇ-ଓମାନରେ ଟି20 ବିଶ୍ବକପ, ସ୍ପଷ୍ଟକଲା ICC

ଅକ୍ଟୋବର 17ରୁ ଟି20 ବିଶ୍ବକପ 2021 ଆରମ୍ଭ ହେବ ଓ 14 ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.