ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ 5ଟାର ମୁଖ୍ୟ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 22, 2021, 5:05 PM IST

1. ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କନ୍ଧମାଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ।

2. ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି; ବୁଣାକାର ଏବଂ କାରିଗରଙ୍କୁ ସ୍ୱତନ୍ତ୍ର ସହାୟତା ଦାବି

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଚିଠି । କୋରୋନା ମହାମାରୀରେ ପ୍ରଭାବିତ ହୋଇଥିବା ବୁଣାକାର ଏବଂ କାରିଗରଙ୍କୁ ସ୍ୱତନ୍ତ୍ର ଜୀବିକା ସହାୟତା ଦେବାକୁ ଅନୁରୋଧ କରିଛନ୍ତି ସାଂସଦ ।

3. ଧାନ ମଣ୍ଡି ସମସ୍ୟା ନେଇ କେନ୍ଦ୍ରୀୟ ଟିମ ରିପୋର୍ଟ ସରକାରଙ୍କ ମୁଖା ଖୋଲିଦେଇଛି: ବିଜେପି

ଧାନ ମଣ୍ଡି ସମସ୍ୟାକୁ ନେଇ କେନ୍ଦ୍ରୀୟ ଟିମ ରିପୋର୍ଟକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ କଲା ରାଜ୍ୟ ବିଜେପି । ରାଜ୍ୟରେ ମିଲର ଓ ସରକାର ମଧୁଚନ୍ଦ୍ରିକା ଚାଲିଛି ।

4. ‘ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଛନ୍ତି ଜିଲ୍ଲାପାଳ’

ମାଲକାନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି ।

5. ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 77% ପ୍ରଭାବଶାଳୀ COVAXIN

ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ସରକାରଙ୍କ ହସ୍ତାନ୍ତର କରିଛି ଭାରତ ବାୟୋଟେକ । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟାରେ କୋଭାକ୍ସିନ 77.8 ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।

6. ସର୍ବଦଳୀୟ ବୈଠକ ପୂର୍ବରୁ ମେହବୁବାଙ୍କ ପାକିସ୍ତାନ ପ୍ରେମ

24 ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ପୂର୍ବରୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦେଖାଇଛନ୍ତି ନିଜର ପାକିସ୍ତାନ ପ୍ରେମ

7. ବିଳମ୍ବ ହେବ ପଞ୍ଚାୟତ ନର୍ବାଚନ !

ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନର୍ବାଚନ ବିଳମ୍ବ ହେବ । ଏନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

8. 3 ବ୍ୟାଙ୍କ ଉପରେ 23 ଲକ୍ଷ ତଣ୍ଡ କଷିଲା RBI

ବିଭିନ୍ନ ନିୟମର ଉଲଙ୍ଘନ କରିବା ଯୋଗୁଁ ଆରବିଆଇ ମୁମ୍ବାଇର ମୋଗାଭିରା କୋଅପରେଟିଭ ବ୍ୟାଙ୍କ ଲିମିଟେଡ ସମେତ 3 ସହକାରୀ ବ୍ୟାଙ୍କ ଉପରେ ଲଗାଇଲା ଜୋରିମାନା ।

9. WTC ଫାଇନାଲ: ବର୍ଷା ପରେ ବିଳମ୍ବରେ ପଞ୍ଚମ ଦିନ ଖେଳ ଆରମ୍ଭ

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲର ପଞ୍ଚମ ଦିନ ଖେଳ ପ୍ରାୟ ଏକଘଣ୍ଟା ବିଳମ୍ବରେ ଆରମ୍ଭ ।

10. କୋରୋନାରେ ଆଖି ବୁଜିଲେ ଗୀତିକାର ପୁଭାଚଲ ଖାଦର

ଆଉ ନାହାଁନ୍ତି ମାଲାୟାଲମ୍ ଫିଲ୍ମର ଲୋକପ୍ରିୟ ଗୀତିକାର ପୁଭାଚଲ୍ ଖାଦର । କୋଭିଡ -୧୯ ସଂକ୍ରମିତ ହେତୁ ତାଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.