ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 13, 2021, 5:00 PM IST

1-ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ

ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ନୀତି ନିର୍ଘଣ୍ଟ । ଆସନ୍ତା ୧୫ରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ।

2-ଇଦ୍‌ରେ ଭାରତ-ପାକ୍‌ ସମ୍ପର୍କର ରଙ୍ଗ, ବର୍ଡରରେ ବଣ୍ଟାଗଲା ମିଠା

ପବିତ୍ର ଇଦ୍‌ ଅବସରରେ ପାକିସ୍ତାନ ସେନାକୁ ଭାରତୀୟ ସେନା ପକ୍ଷରୁ ଶୁଭେଚ୍ଛା ।

3-ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ମହାମାରୀ କାରଣରୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4-ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା

ସଂଘ ଲୋକସେବା ଆୟୋଗ(UPSC) ପକ୍ଷରୁ ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷା 2021କୁ ଘୁଞ୍ଚାଇ ଦିଆଯାଇଛି ।

5-ଔଷଧ ଦୋକାନୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ଦାବି

ଔଷଧ ଦୋକାନୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି । ଦାବି ପୂରଣ ନହେଲେ ଔଷଧ ଦୋକାନରେ ପଡିବ ତାଲା ।

6-କୋରୋନାକୁ ମାତ୍ ଦେଲେ ଗୋଟିଏ ପରିବାରର 13 ସଦସ୍ୟ

ଘରେ ରହି ଚିକିତ୍ସା କରି କୋରୋନାରୁ ସୁସ୍ଥ ହେଲେ ଗୋଟିଏ ପରିବାରର 13 ସଦସ୍ୟ ।

7-ବାଦଲଫଟା ବର୍ଷାରେ ବେହାଲ ସ୍ମାର୍ଟସିଟି

ଗୁରୁବାର ମଧ୍ୟାହ୍ନ ସମୟରେ ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ।

8-ପିଲାଙ୍କ ଟିକା ଟ୍ରାଏଲକୁ DCGIର ଅନୁମୋଦନ

କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଗ୍ରୀନ ସିଗନାଲ ।
9-ପୁଣି ବଢ଼ିପାରେ କୋଭିସିଲ୍ଡ ଟିକାର ଡୋଜ ବ୍ୟବଧାନ

ବଢିପାରେ କୋଭିଶିଲ୍ଡ ଟିକା ଡୋଜ୍ ନେବାର ବ୍ୟବଧାନ ଅବଧି ।

10-ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଲେ ଥଲାଇଭା

ଆଜି ସୁପରଷ୍ଟାର ରଜନୀକାନ୍ତ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.