ETV Bharat / bharat

TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM
TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Nov 29, 2020, 5:19 PM IST

1.ବିଧାନସଭା ଶୀତ ଅଧିବେଶନ ଶେଷ, 11700 କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ

ବିଧାନସଭା ଶୀତ ଅଧିବେଶନ ଶେଷ, 11700 କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ

2.ପରୀ ପ୍ରସଙ୍ଗ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗର୍ଜିଲା ବିଜେପି

ନୟାଗଡ଼ ଜିଲାର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ବିଜେପି ପକ୍ଷରୁ ସହରରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜେପି କର୍ମୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରିଛନ୍ତି ।

3.ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ ପଦକ୍ଷେପ ସ୍ବାଗତଯୋଗ୍ୟ: ଚ୍ୟାଉ ପଟ୍ଟନାୟକ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ପ୍ରକାଶ କଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।

4.ଡଙ୍ଗାଭସାରେ ରୋକ, ଅନ୍ଧାରରେ ଆସିଲେ ଘାଟରେ ଓଗାଳିବ ପୋଲିସ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ରୋକ । ଅନ୍ଧାରରେ ଆସିଲେ ଜଳାଶୟ ଘାଟରେ ଅଟକାଇବ ପୋଲିସ ।

5.ଦଳ ବିରୋଧୀ ନୁହେଁ ଏବେ ଜନ ବିରୋଧୀ, ସୁପ୍ରିମୋଙ୍କ ନୂଆ ଫଣ୍ଡା

ମଙ୍ଗୁଆଳଙ୍କ ନୂଆ ଅଭିଯାନ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ନେଇ ଦଳୀୟ ନେତା ବିଦା ହେଉଥିବା ନଜିର ଥିଲା ହେଲେ ପ୍ରଥମଥର ପାଇଁ ଜନବିରୋଧି କାର୍ଯ୍ୟ ପାଇଁ ଜଣେ ବିଧାୟକଙ୍କୁ ବଳି ପକାଇଛି ଦଳ ।

6.ମହାମାରୀ ମୃତ୍ୟୁରେ ବ୍ରେକ; 6 ମାସ ପରେ ଖସିଲା ସଂଖ୍ୟା

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗିଲା ରୋକ । ଗୋଟିଏ ଦିନରେ 4 ଜଣଙ୍କ ଜୀବନ ନେଲା କିଲର ଭାଇରସ । ମୋଟ ମୃତ୍ୟୁ ସଂଖ୍ୟା 1734କୁ ବୃଦ୍ଧି ।

7.ବିଧାନସଭା ସାମ୍ନାରେ ବଢୁଛି ଆତ୍ମହୁତି ସମସ୍ୟା, 1କିମି ପରିଧି ମଧ୍ୟରେ ସମସ୍ତ ରାସ୍ତା ସିଲ୍

ବାରମ୍ବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ପରେ ପ୍ରଶାସନର ଚେତା ପଶିଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି କମିଶନରେଟ ପୋଲିସ ।

8.ନିଜାମ ସଂସ୍କୃତିରୁ ମୁକ୍ତ ହୋଇ ମିନି ଇଣ୍ଡିଆ ହେବ ହାଇଦ୍ରାବାଦ: ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଦ୍ରାବାଦ ପହଞ୍ଚି ଏଠାରେ ରୋଡ ଶୋ କରିବା ପରେ ସାମ୍ବାଦିକ ସମ୍ମିଳନୀକୁ କରିଛନ୍ତି ସମ୍ବୋଧନ । ହାଇଦ୍ରାବାଦକୁ ନିଜାମ ପରମ୍ପରାରୁ ମୁକ୍ତ କରି ମିନି ଇଣ୍ଡିଆରେ ପରିବର୍ତ୍ତିତ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

9.ଗୃହମନ୍ତ୍ରୀଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଚାଷୀ, 4ଟାରେ କରିବେ ସାମ୍ବାଦିକ ସମ୍ମିଳନୀ

ଚାଷୀମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ରବିବାର ଅପରାହ୍ନ 4ଟାରେ ସାମ୍ବାଦିକ ସମ୍ମିଳନୀ କରି ନିଜର ବାର୍ତ୍ତା ରଖିବେ ଚାଷୀ ନେତା ।

10.ବରଫାବୃତ ଜମ୍ମୁ କାଶ୍ମୀର, ରାସ୍ତା ସଫେଇ ଅଭିଯାନ ଆରମ୍ଭ

ଜମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ତୁଷାରପାତ ଯୋଗୁଁ ମୁଘଲ ରାସ୍ତା ବନ୍ଦ । ଏନେଇ ଆରମ୍ଭ ହୋଇଛି ରାସ୍ତା ସଫେଇ ଅଭିଯାନ । ଫଳରେ JCB ପରି ଭାରୀ ଯନ୍ତ୍ର ବ୍ୟବହାର କରି ଏହି ସଫେଇ କାର୍ଯ୍ୟ ଚାଲିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.