ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 1, 2021, 5:19 PM IST

1-ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରିଂକୁ ଝଟକା, କେନ୍ଦ୍ରକୁ ଲେଖିଲେ ଚିଠି

ଗ୍ଲୋବାଲ ଟେଣ୍ଡରିଂରେ ଭାଗ ନେଉନାହାନ୍ତି କମ୍ପାନୀ । କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

2-ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମଆର ଶାହଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଯାଚିକା ଉପରେ ନୋଟିସ ଜାରି କରିଛନ୍ତି ।

3-ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର, CMC କରୁଛି ଭରୂପର ସହଯୋଗ

ଦ୍ବିତୀୟ ଲହରରେ କୋରୋନାର ଭୟାବହତାକୁ କମ୍ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।

4-ଲକଡାଉନରେ ଅଧିକ ଲୁଟିଛନ୍ତି ସାଇବର ଠକ, ମାସିକ ରିପୋର୍ଟ ଦେଲା Cyber HelpDesk

ଲକଡାଉନରେ ସକ୍ରିୟ ହୋଇଛନ୍ତି ସାଇବର ଠକ। ଲୁଟ କରିଛନ୍ତି ଲୋକଙ୍କ ସଞ୍ଚିତ ଧନ। ସାଇବର ଠକେଇରେ ମେ ମାସର ଆସିଛି ରିପୋର୍ଟ ।

5-ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ଆଜି କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ।

6-CBSE ଦ୍ବାଦଶ ପରୀକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବୈଠକ ।

7-ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି, ୪ଟି ଶୋ' ରୁମରୁ ୧୨୦ ଟିଭି ଜବତ

ଭୁବନେଶ୍ବରରେ ଧରାପଡିଲେ ନକଲି ଟିଭି ବିକ୍ରି କରୁଥିବା ବ୍ୟବସାୟୀ । ଏୟାରଫିଲ୍ଡ ଅଞ୍ଚଳର ୪ଟି ଶୋ' ରୁମରୁ ଜବତ ହୋଇଛି ନକଲି ଟିଭି ।

8-ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ବାତିଲ କଲା ଦିଲ୍ଲୀ ପୋଲିସ

କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ବଢୁଛି ଦୁଇଥରର ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ।

9-ଆଇସିସି ମହିଳା ଟି20 ମାନ୍ୟତା: ଶୀର୍ଷରେ ସ୍ଥିର ଶେଫାଳି

ଆଇସିସି ମହିଳା ଟି20 ମାନ୍ୟତାର ଶୀର୍ଷକୁ ଫେରିଲେ ଯୁବ ଭାରତୀୟ ମହିଳା କ୍ରିକେଟର ବର୍ମା ।

10-ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଆକାଶ, ଯୋଗାଇଲେ ରାସନ

କୋରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାର ଏପ୍ରିଲ ୫ରୁ ଲକଡାଉନ ଘୋଷାଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.