ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 22, 2020, 5:02 PM IST

1-'ଦୁଷ୍କର୍ମ ପୂର୍ବଦିନ ସାରାରାତି ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିଥିଲା ଅଭିଯୁକ୍ତ'

ସାରାରାତି ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ପରେ ପରଦିନ ନାବାଳିକାକୁ ଦେଖି ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା SIT ସମ୍ମୁଖରେ ସ୍ବୀକାର କରିଛି ।

2-ଶସ୍ତା ହେଲା କୋରୋନା ପରୀକ୍ଷା, ଏବେ 100 ଟଙ୍କାରେ ଆଣ୍ଟିଜେନ ଟେଷ୍ଟ

ଏଣିକି ମାତ୍ର ଶହେ ଟଙ୍କାରେ ହେବ ଆଣ୍ଟିଜେନ ପରୀକ୍ଷା। ରାଜ୍ୟର ବିଭିନ୍ନ ଘରୋଇ ଲ୍ୟାବରେ ସର୍ବଧିକ 100 ଟଙ୍କାରେ କୋରୋନା ଆଣ୍ଟିଜେନ ପରୀକ୍ଷା କରାଯିବ ।

3-ବିଶ୍ବ ଅର୍ଥନୀତିର ହଟସ୍ପଟ ପାଇଁ ଓଡିଶା ତୟାର: ଧର୍ମେନ୍ଦ୍ର

ବିଶ୍ବ ଅର୍ଥନୀତିରେ ପ୍ରମୁଖ ଯୋଗଦାନ ରଖିବାକୁ ଓଡିଶାରେ ରହିଛି ଭରପୂର ସୁଯୋଗ । ଓଡିଶାର ଶିଳ୍ପକୁ ଆଗକୁ ବଢିବାକୁ ପଡିବ । ଏ ନେଇ ସିଏଙ୍କ ୱେବନାରୀକୁ ସମ୍ବୋଧନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

4-ରିମାଣ୍ଡରେ ଅଭୟ ପାଠକ, ଖୋଲିବ ସ୍କାଏକିଙ୍ଗ ସହ ଡିଲ୍ ଗୁମର

ପୋଲିସ ରିମାଣ୍ଡରେ ଯାଇଛନ୍ତି IFS ଅଭୟ ପାଠକ । ସ୍କାଏକିଙ୍ଗ ସହ ହୋଇଥିବା ଡିଲର ଗୁମର ଖୋଲିବା ପାଇଁ ତାଙ୍କୁ ଜେରା କରିବ ପୋଲିସ ।

5-ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନିର୍ମମ ହତ୍ୟା

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗ୍ରାମରେ ।

6-କେରଳ ବିମାନବନ୍ଦରରୁ 26ଲକ୍ଷ ଟଙ୍କାର ବେଆଇନ ସୁନା ଜବତ

କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦର ଗୁଇନ୍ଦା ବିଭାଗକୁ ସଫଳତା । ମଙ୍ଗଳବାର କେରଳ ବିମାନବନ୍ଦରରୁ 26ଲକ୍ଷ ଟଙ୍କାର ବେଆଇନ ସୁନା ଜବତ ।

7-AMU@100: ଦେଶ ମଧ୍ୟରେ ମିନି ଇଣ୍ଡିଆ ଆଲିଗଡ ବିଶ୍ବବିଦ୍ୟାଳୟ

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମୟରେ ମୋଦି ଏଠାରେ ଏକ ସ୍ବତନ୍ତ୍ର ଡାକ ଷ୍ଟାମ୍ପ ଜାରି କରିବା ସହିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।

8-ଆଇଏସଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡିଶା ଏଫସି

ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ରେ ମଙ୍ଗଳବାର ଓଡିଶା ଏଫସି ସାମ୍ନାରେ ରହିଛି ନର୍ଥଇଷ୍ଟ ୟୁନାଇଟେଡ ।

9-ମୁମ୍ବାଇ କ୍ଲବରେ ରେଡ୍; କ୍ରିକେଟର ରାଇନା ଓ ଗୁରୁ ରାନ୍ଧୱା ଗିରଫ, ମିଳିଲା ଜାମିନ

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଗାୟକ ଗୁରୁ ରାନ୍ଧୱା ମୁମ୍ବାଇରେ ଗିରଫ ହୋଇଥିଲେ ।

10-କେଜିଏଫ ଚାପ୍ଟର 2'ର ନୂଆ ପୋଷ୍ଟର ରିଲିଜ୍, ଶୀଘ୍ର ଆସିବ ଟିଜର

ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ର ସାମ୍ନାକୁ ଆସିଲା ନୂଆ ପୋଷ୍ଟର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.