ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @5 PM

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 20, 2020, 4:59 PM IST

1. କୋଭାକ୍ସିନର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମିଳୁନାହାଁନ୍ତି ସ୍ବେଚ୍ଛାସେବୀ

ଦେଶରେ କୋରୋନା ଟୀକା କୋଭାକ୍ସିନକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଦେଖାଦେଇଛି ସମସ୍ୟା ।

2. ଏକା କରିଦେଲା ଅଜଣା ରୋଗ, ସହାୟତା ଅପେକ୍ଷାରେ ଲକ୍ଷ୍ମୀ

ଅଜଣା ରୋଗରେ ପର୍ଯ୍ୟାୟକ୍ରମେ ଘରର ତିନି ତିନି ମୁଖିଆଙ୍କୁ ହରାଇବା ପରେ ଏବେ ଅସହାୟ ହୋଇପଡ଼ିଛନ୍ତି ଲକ୍ଷ୍ମୀ । ଆଖିର ଲୁହକୁ ଛାତିରେ ଜାବୁଡି଼ ଧରି ଅତି କଷ୍ଟରେ ଦେଉଛନ୍ତି ପିଲାଙ୍କ ପେଟକୁ ଆହାର । ଏବେ ତାଙ୍କର ଏକମାତ୍ର ଭରସା ସରକାରୀ ସହାୟତା ।

3. ଗୁଜୁରାଟରେ ନିର୍ମାଣ ହେବ ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନ

ଗୁଜୁରାଟରେ କିଛି ବର୍ଷ ମଧ୍ୟରେ ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ।

4. ବିଏସଏଫ ଯବାନଙ୍କ ହାତରେ ଧରାପଡିଲେ ପାକିସ୍ତାନ ମତ୍ସ୍ୟଜୀବୀ

ବିଏସଏଫ ଯବାନଙ୍କ ହାତରେ ଧରାପଡିଲେ ପାକିସ୍ତାନ ମତ୍ସ୍ୟଜୀବୀ ।

5.ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

ଅସୁସ୍ଥ ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ଗତ କିଛି ମାସ ହେବ ସେ ରେଟିନା ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି।

6. ଦିନକରେ 4 ଜଣଙ୍କ ଜୀବନ ନେଲା କିଲର ଭାଇରସ

ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,836ରେ ପହଞ୍ଚିଛି ।

7.ତ୍ବରାନ୍ବିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ

ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ । ୪ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ। ଛଅ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ହେବ ସୃଷ୍ଟି ।

8.କୋରୋନା ଅପଡେଟ: ଗୋଟିଏ ଦିନରେ 26,624 ଆକ୍ରାନ୍ତ ଚିହ୍ନଟ

ଭାରତରେ କମୁଛି କୋରୋନା ସଂକ୍ରମଣ। ଦୈନିକ ଆସୁଛି 20 ରୁ ଉର୍ଦ୍ଧ୍ବ ପଜିଟିଭ ।

9. ଡିସେମ୍ବର 19 ସୁଦ୍ଧା ଦେଶରେ ସରିଛି 16 କୋଟିରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR

ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଦେଶରେ 16 କୋଟି 11 ଲକ୍ଷ 98 ହଜାର 195 ଟି ଟେଷ୍ଟ ସରିଛି।

10. ବିସିସିଆଇ ଏଜିଏମ ବୈଠକ, ଓସିଏକୁ ଟେଷ୍ଟ ଫେରିବା ଆବଶ୍ୟକ

ଡିସେମ୍ବର ଶେଷ ସପ୍ତାହରେ ବସିବ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.