ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - top news at 5 pm

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 17, 2020, 5:02 PM IST

1. ଆକାଶଙ୍କୁ 4 ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

କ୍ରାଇମବ୍ରାଞ୍ଚ ପରେ ପୁଣି ଆକାଶ ପାଠକଙ୍କୁ ଗୁରୁବାର 4 ଦିନିଆ ରିମାଣ୍ଡରେ ନେଲା ଖାରବେଳ ଥାନା ପୋଲିସ ।

2.ଇଫିଏଫ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ପେନସନ ସଂଶୋଧନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି । ଏଥିସହ ଅବସର ପର ବକେୟା ପେନସନ ଦେବାକୁ ଦର୍ଶାଇଛନ୍ତି ।

3.‘ଜେଲରେ ପ୍ରଦୀପଙ୍କୁ ସମସ୍ତ ସୁବିଧା ଦିଆଯାଉ’

ଜେଲ ଗଲେ ପ୍ରଦୀପ ପାଣିଗ୍ରାହୀ । ଜଣେ ବିଧାୟକ ଭାବେ ଜେଲ ପ୍ରୋଟୋକଲ ହିସାବରେ ତାଙ୍କୁ ରାଜନୈତିକ ବିଚାରାଧୀନ କଏଦୀ ଭାବରେ ବିବେଚନା କରାଯାଉ ବୋଲି ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ ଯୁକ୍ତି ବାଢିଛନ୍ତି ।

4.ଦୂରସଞ୍ଚାର ଉପଗ୍ରହ CMS-01କୁ ନେଇ ମହାକାଶ ଗଲା PSLV-C50

ଯୋଗାଯୋଗ ସାଟେଲାଇଟ CMS-01କୁ ନେଇ ମହାକାଶ ଗଲା PSLV-C50 । ଶ୍ରୀହରୀକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ ହୋଇଛି ରକେଟ୍ PSLV-C50 ।

5.ନଡ୍ଡାଙ୍କ କାରକୁ ଆକ୍ରମଣ ଘଟଣା, 3 IPS ଅଧିକାରୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ

ପଶ୍ଚିମବଙ୍ଗର 3 ଜଣ ଆଇପିଏସ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଗୃହମନ୍ତ୍ରଣାଳୟର ଏହି କାର୍ଯ୍ୟାନୁଷ୍ଠାନ ଉପରେ କଡା ଆପତ୍ତି ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

6.ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି, ଆଲୋଚନା ପରେ ଗଠନ ହେବ କମିଟି

ସୁପ୍ରିମକୋର୍ଟରେ କୌଣସି ଚାଷୀ ସଂଗଠନ ଉପସ୍ଥିତ ନଥିବା କାରଣରୁ କମିଟି ଗଠନର ନିଷ୍ପତ୍ତି ହୋଇପାରିନାହିଁ । ଏନେଇ କୋର୍ଟରେ ଘୁଞ୍ଚିଛି ଶୁଣାଣି ।

7.କୋଭିଡ-19 ଟୀକାକରଣ ପାଇଁ ତେଲେଙ୍ଗାନା ଉତ୍ତମ ସ୍ଥାନ: UNICEF

କୋଭିଡ-19 ଟୀକାକରଣ ପାଇଁ ତେଲେଙ୍ଗାନା ଉତ୍ତମ ସ୍ଥାନ । ଏନେଇ ୟୁନିସେଫର ବିଶେଷଜ୍ଞମାନେ ମତ ରଖିଛନ୍ତି ।

8.ବ୍ଲାକ ଆଉଟଫିଟ୍ ରେ 'ବୋଲ୍ଡ' ଅନ୍ଦାଜରେ ଆଲିଆ

ନିକଟରେ, ଆଲିଆ ଏକ କଳା ପୋଷାକରେ 'ବୋଲ୍ଡ' ଅନ୍ଦାଜରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ।

9.ସୈଫଙ୍କ ୱେବ୍ ସିରିଜ୍ 'ତାଣ୍ଡବ'ର ଟିଜର ରିଲିଜ୍

ଗୁରୁବାର ୱେବ୍ ସିରିଜ୍ 'ତାଣ୍ଡବ'ର ଟିଜର ରିଲିଜ୍ ହୋଇଛି । ଏହି ସିରିଜ୍ ଆମାଜନରେ ଜାନୁୟାରୀ 15, 2021ରେ ପ୍ରିମିୟର୍ ହେବ ।

10.ଅନ୍ତର୍ଜାତୀୟ କ୍ରିକେଟକୁ ମହମ୍ମଦ ଆମୀରଙ୍କ ଅଲବିଦା

ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମୀର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.