ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ସନ୍ଧ୍ୟା 5ଟାର ପ୍ରମୁଖ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 23, 2020, 5:04 PM IST

1. ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି’ ନିର୍ଦ୍ଧାରଣ କରିନାହାଁନ୍ତି: ଗଣଶିକ୍ଷା ମନ୍ତ୍ରୀ

ବେସରକାରୀ ସ୍କୁଲ ଫି ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି’ ନିର୍ଦ୍ଧାରଣ କରିନାହାଁନ୍ତି ବୋଲି ସେ କହିଛନ୍ତି ।

2. ରାଜ୍ୟରେ 8 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୀମାଭୁକ୍ତ

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 8ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୀମାଭୁକ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

3. ରାଜ୍ୟରେ 1003 ସ୍କୁଲରେ ନାହାଁନ୍ତି ପ୍ରଧାନଶିକ୍ଷକ

ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସେଥିରୁ ୯୩୯ ସିନିଅର SES ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି ।

4. ସ୍କୁଲ ଫି ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

ସ୍କୁଲ ଫି ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟ ଦର୍ଶାଇ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

5. ସୁପ୍ରିମକୋର୍ଟଙ୍କ କଡା ତାଗିଦ, ସମସ୍ତ ରାଜ୍ୟକୁ କୋରୋନା ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦେଶ

ଶୀତ ଲହରୀ ସହ ବଢୁଛି ସଂକ୍ରମଣ । ଦିଲ୍ଲୀ ଓ ଗୁଜୁରାଟରେ ସଂକ୍ରମଣ ଅଣାୟତ ।

6. ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଆସନ୍ତା ବର୍ଷ ଜାନୁଆରୀରେ ଓଡିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

7. ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର', 6 NDRF ଟିମ୍‌ ମୁତୟନ

ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରଣିତ ହୋଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ 'ନିଭାର' ।

8. ନଭେମ୍ବର 26ରୁ ନେପାଳ ଗସ୍ତରେ ବୈଦେଶିକ ସଚିବ

ନେପାଳ ଗସ୍ତରେ ନଭେମ୍ବର 26ରୁ ଯିବେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ ।

9. ଡ୍ରଗ୍ସ ମାମଲା: ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ଜାମିନ

ଡ୍ରଗ୍ସ ମାମଲାରେ ଗିରଫ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ମିଳିଛି ଜାମିନ ।

10. ରାକେଶଙ୍କ ପ୍ରଶଂସାରେ ମୃଣାଳ ଠାକୁର

ରାକେଶଙ୍କ ପ୍ରଶଂସାରେ ମୃଣାଳ । ତାଙ୍କୁ ନେଇ ଜଣାଇଲେ ମନ କଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.