ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 26, 2022, 3:16 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ କରୁନି

ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସସପେନ୍ସ ଲାଗି ରହିଛି । ଏପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

୨. ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ୨୦ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ହାତୀ ସୁରକ୍ଷା ମାମଲା । ଡିସେମ୍ବର ସୁଦ୍ଧା ହାତୀଙ୍କ ସୁରକ୍ଷା ପାଇଁ ଚୂଡାନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର

୩. ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

ମେଟ୍ରୋ ସେବା ପାଇଁ ଲୋକସଂଖ୍ୟା ଅତିକ୍ରମ କରିଛି ଭୁବନେଶ୍ବର ଓ କଟକ । ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ

୪. ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ପଠାଉଥିଲା ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ

ଯୁବତୀଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲିବାରୁ ଯୁବକଙ୍କୁ ଗିରଫ କଲା ରାଜକନିକା ପୋଲିସ

୫. ଆଜାଦଙ୍କ ନୂତନ ଦଳର ନାମ Democratic Azad Party

ଡେମୋକ୍ରାଟିକ ଆଜାଦ ପାର୍ଟି(Democratic Azad Party)ନାମରେ ଆତ୍ମପ୍ରକାଶ କଲା ଗୁଲାମ ନବୀ ଆଜାଦଙ୍କ ନୂତନ ଦଳ । ଅଗଷ୍ଟ ୨୬ରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

୬. ପୋଖରୀକୁ ଖସିପଡିଲା ଟ୍ରାକ୍ଟର, ୯ ମୃତ

ଭାରସାମ୍ୟ ହରାଇ ପୋଖରୀକୁ ଖସିଲା ଓଭରଲୋଡିଂ ଟ୍ରାକ୍ଟର । ୯ ଜଣଙ୍କ ମୃତ୍ୟୁ । ପ୍ରାୟ ୪୫ ଜଣ ଟ୍ରାକ୍ଟର ଟ୍ରଲିରେ ବସି ଯାତ୍ରା କରୁଥିବା ସୂଚନା । ଜାରି ରହିଛି ରେସ୍କ୍ୟୁ ଅପରେସନ

୭. ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକ୍‌ ଡ୍ରୋନ

ପଞ୍ଜାବ ଗୁରୁଦାସପୁର ସେକ୍ଟର ଚକ୍ରି ପୋଷ୍ଟରେ ଉଡିଲା ପାକିସ୍ତାନୀ ଡ୍ରୋନ । ଗୁଳିମାଡ କଲା ସୀମା ସୁରକ୍ଷା ବଳ

୮. ଆଟର୍ଣ୍ଣି ଜେନେରାଲ ହେବାକୁ ମନା କଲେ ମୁକୁଲ ରୋହତଗୀ

ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ବରିଷ୍ଠ ଓକିଲ ମୁକୁଲ ରୋହତଗୀ (Sr Adv Mukul Rohatgi) । ପ୍ରତ୍ୟାଖାନ କରିବା ପଛରେ କୌଣସି କାରଣ ନଥିବା କଥା କହିଛନ୍ତି ରୋହତଗୀ

୯. ନିଯୁକ୍ତି ଅଭାବ, ଆଶାକର୍ମୀ ପାଇଁ ଉଚ୍ଚ ଶିକ୍ଷିତାଙ୍କ ଆବେଦନ

ହିମାଚଳପ୍ରଦେଶର ହମିରପୁର ଜିଲ୍ଲାରେ ନିଯୁକ୍ତି ଅଭାବ ଯୋଗୁଁ ଉଚ୍ଚ ଶିକ୍ଷିତା ଆଶାକର୍ମୀ ପୋଷ୍ଟ ପାଇଁ ଆବେଦନ କରିଥିବା ଦେଖିବାକୁ ମିଳିଛି

୧୦. Instagram New Feature: ଏଣିକି 1 ମିନିଟ୍‌ର ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିପାରିବେ

ମେଟା ମାଲିକାନା ଇନଷ୍ଟାଗ୍ରାମ ବିଶ୍ବସ୍ତରରେ ଏକ ନୂତନ ଫିଚର୍ସ ଆଣିବାକୁ ଯାଉଛି(Instagram New Feature) ଯାହା ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଭାବେ ଏକ ମିନିଟ୍ ପର୍ଯ୍ୟନ୍ତ ଷ୍ଟୋରୀ ପୋଷ୍ଟ ପାଇଁ ଅନୁମତି ଦେବ(Uninterrupted Instagram Stories Feature)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.