ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 20, 2022, 3:17 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମେକ୍ସିକୋ, ଜଣେ ମୃତ

ମେକ୍ସିକୋରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ

୨. ଭାରତ-ଆମେରିକା ତଟରକ୍ଷୀ ବାହିନୀର ମିଳିତ ସମରାଭ୍ୟାସ

ସେପ୍ଟେମ୍ବର 16 ରୁ 19 ପର୍ଯ୍ୟନ୍ତ USCG ଜାହାଜରେ ଭିବିଏସ୍ଏସ୍, କ୍ରସ୍ ଡେକ୍ ପରିଦର୍ଶନ ଇଣ୍ଡିଆନ୍ କୋଷ୍ଟଗାର୍ଡ ପ୍ରତିପକ୍ଷଙ୍କ ସହ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ସମରାଭ୍ୟାସର ନାମ bhyas-01/22

୩. ଭାରତ ତୋଡ ଯାତ୍ରୀଙ୍କୁ ଥରାଇ ଦେଇଛି ଭାରତ ଯୋଡ଼ ଯାତ୍ରା: କଂଗ୍ରେସ

ଭାରତ ତୋଡ ଯାତ୍ରୀଙ୍କୁ ଛାନିଆ କରିଛି ଆମ ଏହି ଭାରତ ଯୋଡ ଯାତ୍ରା କହି ଶାସକ ଦଳ ଉପରେ ବର୍ଷିଛି କଂଗ୍ରେସ

୪. ଲିଫ୍ଟ ମାଗି ବାଇକଆରୋହୀଙ୍କୁ ହତ୍ୟା, ପିଠିରେ ବିଷ ଇନଜେକ୍ସନ ଦେଲେ ଅଭିଯୁକ୍ତ

ପ୍ରଥମେ ଲିପ୍ଟ ମାଗିଲେ । କିଛି ବାଟ ଯିବା ପରେ ବାଇକଆହୋରୀଙ୍କୁ ବିଷ ଇନଜେକ୍ସନ ଦେଇ ହତ୍ୟା କରିଛନ୍ତି ଲିଫ୍ଟ ମାଗିଥିଲା ବ୍ୟକ୍ତି ଜଣକ

୫. ପୋଲିସ ଅଫିସରଙ୍କ ପତ୍ନୀଙ୍କ ଠାରୁ ଛୁରୀ ଦେଖାଇ ଲୁଟିନେଲେ

ମାଲକାନଗିରି ଥାନା ଏସଆଇଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ରୂପା ଓ ଟଙ୍କା ଧରି ଚମ୍ପଟ ମାରିଲେ ମହିଳା ଲୁଟେରା

୬. ସାମାଜିକ ଗଣମାଧ୍ୟମରେ ବଢୁଛି ଅସାମାଜିକ ଶବ୍ଦର ପ୍ରୟୋଗ

ବର୍ତ୍ତମାନ ଡିଜିଟାଲ ଓ ସୋସିଆଲ ମିଡିଆ ଯୁଗରେ ଧୀରେଧୀରେ ଅଶ୍ଳୀଳ ଓ ଦ୍ଵିଅର୍ଥ ବୋଧକ ସଙ୍ଗୀତ, ଭିଡ଼ିଓ ଭାଇରାଲ ହେବାରେ ଲାଗିଛି

୭. କୋରାପୁଟରେ ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁ ଲୋକାର୍ପିତ

କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରାଜ୍ୟର ପ୍ରଥମ ସିକିଲସେଲ ICU ରୁମର ଉଦଘାଟନ ହୋଇଛି

୮. କଣ୍ଟାମାଳର ବିକାଶ ପାଇଁ ଏକତ୍ରିତ ହେଲେ ସମିତି ସଭ୍ୟ

ପଞ୍ଚାୟତ ସମିତିର ଉନ୍ନତି ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଉଭୟ ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଏହି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି

୯. ଭବାନୀପାଟଣାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଘରେ ପଶିଲା ବର୍ଷା ପାଣି

ଲଘୁଚାପ ପ୍ରଭାବରେ କଳାହାଣ୍ଡିରେ ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ

୧୦. India Vs Australia: ଆଜି ପ୍ରଥମ ଟି20, ନୂଆ ଜର୍ସିରେ ନଜର ଆସିବ ଟିମ ଇଣ୍ଡିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି 3 ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.