ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 19, 2022, 3:02 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି

୨. Chandigarh University MMS Case: 6 ଦିନ ପାଇଁ କ୍ଲାସ ବନ୍ଦ, ୨ ୱାର୍ଡେନ ନିଲମ୍ବିତ

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଏକାଧିକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାରେ 2 ୱାର୍ଡେନ ନିଲମ୍ବିତ

୩. ସର୍ବାଧିକ ଲାଭଜନକ ସିମେଣ୍ଟ ଉତ୍ପାଦକ ହେବ ଆଦାନୀ ଗ୍ରୁପ: Gautam Adani

ଭାରତରେ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରି ଦେଶର ସବୁଠାରୁ ଲାଭଜନକ ଉତ୍ପାଦକ ହେବାକୁ ଯୋଜନା କରୁଥିବା ନେଇ ଘୋଷଣା କଲେ ଭାରତୀୟ ଶିଳ୍ପପତି ତଥା ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀ(Billionaire Gautam Adani)

୪. ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି

୫. ଦୁର୍ନୀତିଖୋରଙ୍କ ଘରେ କିପରି ହେବ ରେଡ୍‌, ତାଲିମ ନେଉଛନ୍ତି ୩୦ ଡିଏସପି ଅଫିସର

ଲାଞ୍ଚୁଆ ଦୁର୍ନୀତିଖୋର୍‌ ସରକାରୀ କର୍ମଚାରୀଙ୍କୁ ଟ୍ରାପ୍‌ କରିବାକୁ ଆରମ୍ଭ ହେଲା ଟ୍ରେନିଂ । ତାଲିମ ନେଉଛନ୍ତି ୩୦ଜଣ ଡିଏସପି

୬. ବିକାଶରେ ବାଧା ଦେଉଛି ପାହାଡି ଝରଣା, ଯାତାୟତ ପାଇଁ ହୀନସ୍ତା ହରଭଙ୍ଗାର ଲୋକେ

ବୌଦ୍ଧ ଜିଲ୍ଲା ବ୍ଲକ ସଦର ମହକୁମାର ଚତୁଃପାର୍ଶ୍ବରେ ଥିବା ଦଶରୁ ଊର୍ଦ୍ଧ୍ବ ଗ୍ରାମରେ ସରକାରଙ୍କ ସୁବିଧା ସୁଯୋଗ ପହଞ୍ଚି ପାରୁନଥିବା କାରଣରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ

୭. ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ, କୁକୁର ବେକରେ ରଶି ଲଗାଇ କାରରେ ଘୋଷାଡି ନେଲେ

କୁୁକୁର ବେକରେ ରଶି ଲଗାଇ ଏକ ଚଳନ୍ତା କାର ସାହାଯ୍ୟରେ ଘୋଷାଡୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି

୮. ଅଫେରା ରାଇଜରେ Qubool Haiର ଅଭିନେତ୍ରୀ ନିଶୀ ସିଂ

ହିନ୍ଦୀ ଟେଲି ଅଭିନେତ୍ରୀ ନିଶୀ ସିଂଙ୍କର ପରଲୋକ (Nishi Singh Passes away at 50)। ରବିବାର ୫୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି

୯. Type 2 Diabetes: ଚା' କମାଇପାରେ ଟାଇପ୍ 2 ମଧୁମେହ ଆଶଙ୍କା

ମଧ୍ୟମ ପରିମାଣରେ ଚା' ପିଇବା ଦ୍ବାରା ଟାଇପ୍ 2 ମଧୁମେହ ଆଶଙ୍କା କମ୍ ଥାଏ(Drinking tea may reduce risk of Type 2 Diabetes)

୧୦. Nick Jonas turns 30: ରୋମାଣ୍ଟିକ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳିଲେ ପ୍ରିୟଙ୍କା, ଦେଖନ୍ତୁ ଫଟୋ

ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ ଜୋନାସ 30 ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ପତ୍ନୀ ପ୍ରିୟଙ୍କା ରୋମାଣ୍ଟିକ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ସେଲିବ୍ରେଟ କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.