ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 18, 2022, 2:56 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଶ୍ରୀକ୍ଷେତ୍ର ଆକାଶରେ ବାୟୁବୀରଙ୍କ ଜଲୱା, ପରାକ୍ରମ ଦେଖାଇଲେ ସୂର୍ଯ୍ୟକିରଣ

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହୋଇଛି ସୂର୍ଯ୍ୟକିରଣ ଏୟାର ସୋ । 9ଟି ହକ ଲଢୁଆ ବିମାନରେ ରଣ କୌଶଳ ସହ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖାଇ ଶତ୍ରୁକୁ ଚେତାବାନୀ ଦେଲେ ଆମ ବାୟୁବୀର

୨. କୁଡିଆରେ ଦିବ୍ୟାଙ୍ଗଙ୍କ ପରିବାର, ପକ୍କା ଘର ପାଇଁ ସରକାରଙ୍କୁ ନିବେଦନ

ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ତିନି ସଦସ୍ୟ । ଭିନ୍ନକ୍ଷମ ଯୁବକ ପୁଅର ସମୟ ବିତୁଛି ମାଆ କୋଳରେ । ଭିନ୍ନକ୍ଷମ ପୁଅର ଭତ୍ତା ଟଙ୍କାରେ ପରିବାର ଚଳୁଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଛାତ ଘର ଖଣ୍ଡେ ନଥିବାରୁ ଏକ ଭଙ୍ଗା ଗୁହାଳ ଘରେ ରହୁଛନ୍ତି ପରିବାର

୩. 5T ବିଦ୍ୟାଳୟରେ ନିମ୍ନମାନର କାମ, ଅଭିଯୋଗ ଆଣିଲା କଂଗ୍ରେସ

ଉଦଘାଟନର ୨ ମାସ ନପୂରୁଣୁ 5T ବିଦ୍ୟାଳୟ ଛାତରୁ ଖସିଗଲାଣି ସିଲିଂ । ନୟାଗଡ଼ ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ଶତ୍ରୁଘ୍ନ ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ

୪. ଧାନ ଖଳାରେ ବ୍ୟାପକ ଦୁର୍ନୀତି, ପାଉଣା ନମିଳିବାରୁ ଧାରଣାରେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଧାନ ଖଳାରେ ଦୁର୍ନୀତି ହୋଇଥିବା ନେଇ ଚାଷୀଙ୍କ ଅଭିଯୋଗ । ଏହାକୁ ବିରୋଧ କରି କର୍ଲାମୁଣ୍ଡା ବ୍ଲକ ସମ୍ମଖରେ ଧାରଣାରେ ବସିଛନ୍ତି ଚାଷୀ ଏବଂ ଶ୍ରମିକ

୫. ଓସାକା ନୂଆଁଖାଇ ଭେଟଘାଟ, ମନ୍ତ୍ରୀଙ୍କ ନାଚରେ ଦୁଲକିଲା ମଞ୍ଚ

ନୂଆଁଖାଇ ଭେଟଘାଟ ଉତ୍ସବରେ ଦୁଲକିଲା ମଞ୍ଚ । ସମ୍ବଲପୁରୀ ପାରମ୍ପରିକ ବାଦ୍ୟ ତାଳେ ତାଳେ ତାଳ ମିଲାଇଲେ କଳାକାର ଦର୍ଶକ ଆଯୋଜକ ଓ ଅତିଥି

୬. ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା

୭. ଦୁର୍ଗା ଓ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ମଣ୍ଡପରେ ଲାଗିବ CCTV

ଖୋର୍ଦ୍ଧା ସହରରେ ଦଶହରା ଓ ଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ତୁଲାଇବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି (Puja Preparation Meeting)

୮. ଲକ୍ଷେ 60 ହଜାର ଊର୍ଦ୍ଧ୍ବ ପାଣି ପଞ୍ଚାୟତ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଛି ୱାଲ୍ମୀ

ସଂପଦ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷକମାନଙ୍କ ପାଇଁ ସୂଚନା ପ୍ରଦାନ ଓ ୱାଲ୍ମୀ ଜରିଆରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ଆଲେଖ୍ୟ ପାଣି ପଞ୍ଚାୟତ ସମାଚାର ପ୍ରଦାନ କରିଆସୁଛି

୯. ବିରାଟ କୋହଲିଙ୍କ ପାଇଁ ମିସ୍ ୟୁ ନୋଟ୍‌ ଲେଖିଲେ ଅନୁଷ୍କା, କମେଣ୍ଟ ଦେଲେ ରଣଭୀର

ଅନୁଷ୍କା ଲଣ୍ଡନରେ ଏକୁଟିଆ ଅଛନ୍ତି ଏବଂ ସ୍ୱାମୀ ବିରାଟଙ୍କୁ ମିସ୍‌ କରୁଛନ୍ତି । ବିରାଟଙ୍କ ସହ ଏକ ଫଟୋ ସେୟାର କରି ସେ ଏକ ନୋଟ୍ ଲେଖିଛନ୍ତି

୧୦. ଉର୍ବଶୀ ରୌତେଲାଙ୍କ ଫଟୋସୁଟ୍‌, ଫ୍ୟାନ୍ସଙ୍କୁ କଲା ଦିଓ୍ବାନା

ପୁଣି ଥରେ ଉର୍ବଶୀ ତାଙ୍କ ଲୁକ୍ ସହିତ ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି । ଏହି ଲାଟେଷ୍ଟ ଫଟୋଗୁଡ଼ିକରେ, ଉର୍ବଶୀ ରୌତେଲା ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.