ETV Bharat / bharat

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM
ବର୍ତ୍ତମାନର ବଡ ଖବର
author img

By

Published : Aug 18, 2022, 2:55 PM IST

1.ବନ୍ୟା ପାଇଁ ଘୁଞ୍ଚିଲା ASO ଲିଖିତ ପରୀକ୍ଷା

ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରହିବ ASO ଲିଖିତ ପରୀକ୍ଷା । ପରବର୍ତ୍ତୀ ତାରିଖ ଘୋଷଣାକୁ ଅପେକ୍ଷା ।

2.ସେପ୍ଟେମ୍ବର ୧୩ରୁ +୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା, ୨୨ରୁ ଆବେଦନ

ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଇନ୍‍ଷ୍ଟାଣ୍ଟ ପରୀକ୍ଷା ପାଇଁ ଆସନ୍ତା ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟମ୍ବର ୧୩ରୁ ଆରମ୍ଭ ହେବ ପରୀକ୍ଷା

3.ପବିତ୍ର ଜନ୍ମାଷ୍ଟମୀ, କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚଳଚଞ୍ଚଳ କ୍ଷୀରଚୋରା ଗୋପୀନାଥ ମନ୍ଦିର । ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ

4.ରାସ୍ତା ଉପରେ ଲହଡି ମାରୁଛି ବନ୍ୟା ଜଳ, ପୁରୀ ଗୋପ ଯାତାୟତ ଠପ୍‌

ବନ୍ୟା ଘେରରେ ଗୋପ ବ୍ଲକ ନାଗପୁର ପଞ୍ଚାୟତ । କୁଶଭଦ୍ରା ନଦୀର ଖଣ୍ଡିଆ କୁଦରେ ଘାଇ ପରେ ଷୋଳପୁର ରାସ୍ତା ଉପରେ ଲହଡି ମାରୁଛି ବନ୍ୟାପାଣି

5.ଅପରାହ୍ନରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

6.ମହାପ୍ରଭୁଙ୍କ ଜନ୍ମାଷ୍ଟମୀ ନୀତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଏଥିପାଇଁ ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି ।

7.ସିସୋଦିଆଙ୍କ ସଙ୍ଗୀନ ଅଭିଯୋଗ, ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କୁ ଥଇଥାନ ଷଡଯନ୍ତ୍ର କରୁଛି କେନ୍ଦ୍ର

ରୋହିଙ୍ଗ୍ୟାମାନଙ୍କ ଥଇଥାନ ପ୍ରସଙ୍ଗରେ ବର୍ଷିଲେ ମନୀଷ ସିସୋଦିଆ । ଦିଲ୍ଲୀ ସରକାରଙ୍କୁ ଅନ୍ଧାରରେ ରଖି କେନ୍ଦ୍ର ଷଡଯନ୍ତ୍ର ରଚିଥିବା ଅଭିଯୋଗ ଆଣିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

8.ସଂକ୍ରମଣର ୨ବର୍ଷ ପରେ COVID ଆକ୍ରାନ୍ତଙ୍କୁ ରହିଛି ମାନସିକ ରୋଗର ଆଶଙ୍କା

କୋଭିଡ ସଂକ୍ରମିତ କରିଥିବା ବ୍ୟକ୍ତିଙ୍କ ଠାରେ ସ୍ନାୟୁଗତ ଏବଂ ମାନସିକ ରୋଗର ଆଶଙ୍କା ଅଧିକ । ଅନୁସନ୍ଧାନକାରୀ କଲେ ସ୍ପଷ୍ଟ

9.IND vs ZIM 1st ODI, ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ଆଜିଠୁ ଭାରତ ଓ ଜିମ୍ବାୱେ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ ଆରମ୍ଭ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ।

10.Shehnaaz Raghav Dating Rumours, ମୁହଁ ଖୋଲିଲେ ଶେହନାଜ ଗିଲ୍‌

ନିକଟରେ ଶେହନାଜଙ୍କୁ ନେଇ ଏକ ଖବର ଆସିଥିଲା ​​କି, ସେ କୋରିଓଗ୍ରାଫର ରାଘବ ଜୁୟାଲଙ୍କୁ ଡେଟ୍‌ କରୁଛନ୍ତି । ଏହି ଖବର ଭାଇରାଲ ହେଲା ପରେ ଏବେ ଶେହନାଜ ଗିଲ ନିଜେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.