୧.ଲାଞ୍ଚ ନେଇ ଧରାପଡ଼ିଲେ ପାଇକମାଳ ସହକାରୀ କୃଷି ଅଧିକାରୀ
୨.ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବା ପ୍ରଭାବିତ
୩.ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୟ କୁମାର ସିଂ
୪.ଲୁଟ୍ରେ ବିଫଳ ପରେ ATM ଜାଳିଦେଲେ ଦୁର୍ବୃତ୍ତ
ଲୁଟ୍ ପ୍ରୟାସରେ ବିଫଳ ପରେ ATM ଜାଳିଦେଲେ ଦୁର୍ବୃତ୍ତ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।
୫.ଲଗାଣ ବର୍ଷାରେ ରାସ୍ତା ଉପରେ 3 ଫୁଟର ପାଣି
୬.Bihar political crisis: ଭାଙ୍ଗିଲା BJP-JDU ମେଣ୍ଟ, ଗଠନ ହେବ ନୂଆ ସରକାର
ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଗଠନ ହେବ ନୂଆ ସରକାର ।
୭.Bihar Politics: RJDର ୧୮ ବିଧାୟକଙ୍କ ସଦସ୍ୟତା ଉପରେ ବିପଦ, ଆକ୍ସନ ନେଇପାରନ୍ତି ବାଚସ୍ପତି
ଅନୁଶାସନ ସମିତି ପକ୍ଷରୁ RJDର ୧୮ ବିଧାୟକଙ୍କୁ ଦୋଷୀ କରାଯାଇଛି । ଏଥିଲାଗି ସେମାନଙ୍କ ସଦସ୍ୟତା ଉପରେ ଘନେଇଛି ବିପଦ ।
୮.ନୋଏଡାରୁ BJP ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ
୯.ଗୁଗୁଲ ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ: ୩ କର୍ମଚାରୀ ଆହତ
ଆମେରିକା କାଉନସିଲ ବ୍ଲଫ୍ସ ସ୍ଥିତ ଗୁଗୁଲର ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ । ୩ କର୍ମଚାରୀ ଆହତ ।
୧୦.ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେଲେ ୧୮ ବିଧାୟକ
ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ । ମୁମ୍ବାଇର ରାଜ ଭବନରେ ମନ୍ତ୍ରୀପଦର ଶପଥ ନେଉଛନ୍ତି ଉଭୟ ଗୋଷ୍ଠୀର ୧୮ ବିଧାୟକ ।