୧. Odisha Assembly: ଚଳିତବର୍ଷ ଶେଷ ହେବ ୩୪୯୪.୬୨ କିଲୋମିଟରର ଗ୍ରାମାଞ୍ଚଳ ରାସ୍ତା
୨. Monkeypox Scare: ମଙ୍କିପକ୍ସକୁ ନେଇ ଓଡିଶାରେ ଆର୍ଲଟ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଦେଶରୁ ବଢୁଛି ମଙ୍କିପକ୍ସ ଭୟ । ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ଆର୍ଲଟ ହୋଇଛନ୍ତି ଓଡିଶା ସରକାର ।
୩. କାଶୀପୁରରେ ଝାଡାବାନ୍ତି ମୃତ୍ୟୁ: ସରକାରଙ୍କୁ ଦାୟୀ କଲା BJP
କାଶୀପୁରରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଲା ବିଜେପି ।
୪. ବଡମ୍ବାରେ ହାତୀକୁ ମାରି ପୋତିବା ଘଟଣା, ଆଉ ମାସେ ସମୟ ମାଗିଲା SIT
ବଡମ୍ବାରେ ହାତୀକୁ ମାରି ପୋତିବା ଘଟଣା । ସରକାରଙ୍କ ଠାରୁ ଆଉ ମାସେ ସମୟ ମାଗିଲା ଏସଆଇଟି(SIT) ଟିମ୍ ।
୫. ବଢିବ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି !
ପଞ୍ଚାୟତ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ପ୍ରଶ୍ନ କଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ।
୬. ଓଡିଶା ଫେରିଲେ ଦମନ ଟିମ୍, ହେଲେ ଆସିଲେନି ବାବୁସାନ
ଓଡିଶା ଫେରିଛନ୍ତି ଦମନ ଫିଲ୍ମର ପୁରା ଟିମ୍ । ହେଲେ ସେମାନଙ୍କ ସହ ଫେରିନାହାନ୍ତି ନାୟକ ବାବୁସାନ ମହାନ୍ତି ।
୭. ବିଷାକ୍ତ ମଦ ପିଇ ଗୁଜରାଟରେ 28 ଜଣଙ୍କ ଗଲାଣି ଜୀବନ
ବିଷାକ୍ତ ମଦ ପିଇ ଗୁଜୁରାଟରେ ୨୮ ମୃତ । ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ।
୮. କାର୍ଗିଲ ବିଜୟ ଦିବସ: ପ୍ରତିକୂଳ ପରିସ୍ଥିତିରେ ଅସୀମ ବୀରତା ପ୍ରଦର୍ଶନ କରିଥିଲା ଭାରତୀୟ ସେନା
ଆଜିକୁ ଠିକ ୨୨ ବର୍ଷ ତଳେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ ।
୯. Commonwealth Games: ଭାରତକୁ ବଡ ଝଟକା, କମନୱେଲଥ ଗେମ୍ସ ଖେଳିବେନି ନୀରଜ
ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବାର ଗୋଟଏ ଦିନ ପୂର୍ବରୁ ଭାରତକୁ ଝଟକା ଲାଗିଛି ।
୧୦. ରଣଭୀର ସିଂଙ୍କ ନାଁରେ FIR, ତୁରନ୍ତ ଗିରଫ ଦାବି
ମୁମ୍ବାଇରେ ରଣଭୀରଙ୍କ ନଗ୍ନ ଫଟୋକୁ ନେଇ FIR ରୁଜୁ ହେଇଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି ।