ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 19, 2022, 3:05 PM IST

୧. Cabinet Meeting: ଓଡିଶା ଆଇଟି ପଲିସି ୨୦୨୨କୁ କ୍ୟାବିନେଟ୍‌ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଓଡିଶା ଆଇଟି ପଲିସି-୨୦୨୨କୁ ମଞ୍ଜୁରୀ ମିଳିଛି ।

୨. ପାଇକ ସ୍ମାରକୀ ଲାଗି 9.685 ଏକର ଜମି ଦେଲେ ରାଜ୍ୟ ସରକାର

ପାଇକ ସ୍ମାରକୀ ପାଇଁ 9.685 ଏକର ଜମି ଯୋଗାଇବେ ରାଜ୍ୟ ସରକାର । ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

୩. Cabinet Meeting: ୧୭ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି ।

୪. ରାଜ୍ୟରେ ଜେଲ୍‌ରେ କ୍ଷମତାଠୁ ଅଧିକ କଏଦୀ

ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅବସ୍ଥା ଏପରି ହୋଇଛି ଯେ, କ୍ଷମତାଠାରୁ ଅଧିକ କଏଦୀ ଜେଲରେ ରହୁଛନ୍ତି ।

୫. ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ, ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁକୁ ନେଇ ଆଜି ବନ୍ଦ ପାଳୁଛି ଓଡିଶା । ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ହୋଇଛି ।

୬. ଖୋର୍ଦ୍ଧାରେ ଆଜାଦୀ କି ରେଳଗାଡି ଓ ଷ୍ଟେସନ ସପ୍ତାହ ପାଳନ

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳବାଇ ପକ୍ଷରୁ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ପାଳନ ହେଉଛି ।

୭. ରୁଚିକା ପାଇଁ ଓଡିଶା ବନ୍ଦ: ଖୋର୍ଦ୍ଧାରେ ରାସ୍ତା ଅବରୋଧ କଲେ ଚାଷୀ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଜି ନବନିର୍ମାଣ ଯୁବ ଛାତ୍ର ଓ କୃଷକ ସଂଗଠନ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ।

୮. ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖିବା ସମୟରେ ଯୁବକଙ୍କୁ ଛୁରୀ ଭୁସିଲେ ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି ।

୯. ଶ୍ରୀଲଙ୍କାରେ ମହାସଙ୍କଟ: ଆଜି ବସିବ ସର୍ବଦଳୀୟ ବୈଠକ

ଶ୍ରୀଲଙ୍କା ସଙ୍କଟକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

୧୦. ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ପ୍ରେମଦାସା

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ବିରୋଧି ଦଳ ନେତା ସାଜିତ ପ୍ରେମଦାସା । ଟ୍ବିଟ୍ କରି ଦେଲେ ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.