ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୩ଟାର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 23, 2022, 2:59 PM IST

1. Brajarajnagar Bypoll: କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି (ମଙ୍ଗଳବାର) ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ଯୋଗେ ବ୍ରଜରାଜନଗରରେ ପହଞ୍ଚି ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ ।

2. SCBର 7ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ ଦାଖଲ

SCB ମେଡ଼ିକାଲର ୭ ଜଣ ଡାକ୍ତର ନାଁରେ ଚାର୍ଜସିଟ ଦାଖଲ । ଆଇନଜୀବୀ ସପନ କୁମାର ପାଲଙ୍କୁ ଡାକ୍ତରଙ୍କ ଦ୍ଵାରା ଆକ୍ରମଣ କରିବା ଘଟଣାରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ।

3. ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ ମାରି ବନ୍ଧା ହେଲେ 3 ଜଣ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ ଘଟଣାରେ 3 ଗିରଫ । ସେମାନେ ହେଲେ ସନ୍ତୋଷ କୁମାର ସାହୁ, କହ୍ନା ମହାପାତ୍ର, ଅମନ ପାଟଶାଣୀ ।

4. ଜେଲରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି ।

5. ପାକିସ୍ଥାନ ISI ଟାର୍ଗେଟ୍‌ରେ ଭାରତୀୟ ରେଲଓ୍ବେ ଟ୍ରାକ୍‌: Intelligence Alert

ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକ୍‌କୁ (Railway Tracks) ଉଡାଇବା ପାଇଁ ଯୋଜନା କରୁଛି ପାକିସ୍ତାନ ।

6. ସରକାର ବଦଳାଇ ପାରିବେ ଚାଷୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନା ଜଣାଇବା ସହ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ସେହିପରି ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି କେସିଆର । ଏହି ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ଚାଷୀମାନେ ଚାହିଁଲେ କେନ୍ଦ୍ରରେ ସରକାର ବଦଳାଇ ପାରିବେ ବୋଲି କହିଛନ୍ତି ସେ ।

7. ସୁକିନ୍ଦାରେ କଟା ଗୋଡ ପରେ ଡ୍ରେନରୁ ମିଳିଲା ଗଳିତ ମୃତଦେହ

ସୁକିନ୍ଦା ଅଞ୍ଚଳରେ ରାସ୍ତା କଡ଼ରୁ ମଣିଷ କଟା ଗୋଡ଼ ପରେ ଆଜି ଡ୍ରେନ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି ।

8. Champua Bandh: କେନ୍ଦ୍ରୀୟ ବିଦ୍ୟାଳୟ ଦାବିରେ ଚମ୍ପୁଆ ବନ୍ଦ, ସମର୍ଥନ କଲେ ସହରବାସୀ

କେନ୍ଦୁଝର ଚମ୍ପୁଆରେ ଅନୁମୋଦିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ପ୍ରଶାସନର ଅସହଯୋଗ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ଚମ୍ପୁଆ ବିକାଶ ପରିଷଦ । ପ୍ରତିବାଦରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚମ୍ପୁଆ ବନ୍ଦ ଡାକରା ଦେଇଛି ସଂଗଠନ ।

9. ଇଶା ଗୁପ୍ତାଙ୍କ ବୋଲ୍ଡ ଅବତାର, ଦର୍ଶକଙ୍କୁ କରିଲା ଦିୱାନା

ଅଭିନେତ୍ରୀ ଇଶା ଗୁପ୍ତା ବୋଲ୍ଡ ଫ୍ରଣ୍ଟ କଟଆଉଟ୍ ଡ୍ରେସରେ ନିଜର ସିଜିଲିଙ୍ଗ ଫଟୋ ସେୟାର କରି ପ୍ରଶଂସକଙ୍କୁ ଘାଇଲା କରିଦେଇଛନ୍ତି । ଦେଖନ୍ତୁ ଫଟୋ ।

10. Asia Cup Hockey: ଆଜି ଭାରତ-ପାକିସ୍ତାନ ଲଢେଇ

ଇଣ୍ଡୋନେସିଆରେ ଆଜିଠୁ (ସୋମବାର) ଆରମ୍ଭ ହେଉଛି ପୁରୁଷ ଏସିଆ ହକି କପ । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଜି ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.