ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 15, 2022, 3:04 PM IST

1.ଚଳଚଞ୍ଚଳ ରଥ ଖଳା, ମା' ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ

ଆଜି ମା' ଚର୍ଚ୍ଚିକାଙ୍କ ନିକଟରେ ପାରମ୍ପରିକ ପୂଜା ପରେ ଭୋଇ ସେବକ ମାନେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆସନ୍ତା 22 ତାରିଖରେ ଶ୍ରୀମନ୍ଦିର ଭଉଁରୀ ପର୍ବରେ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଅଖ ଡେରା ନୀତି ରହିଛି ।

2. Brajarajnagar Bypoll: ଉପନିର୍ବାଚନ ପାଇଁ ବିଜେଡିର କର୍ମୀ ସମ୍ମିଳନୀ

ଆସନ୍ତା 31 ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ BJD ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବେଲପାହାଡରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି ।

3. Brajarajnagar Bypoll: ବ୍ରଜରାଜନଗର ଗସ୍ତରେ ବିଜେପି ଓଡିଶା ପ୍ରଭାରୀ ଡି. ପୂରନ୍ଦେଶ୍ବରୀ

ବ୍ରଜରାଜନଗର ଉପନିର୍ବାଚନକୁ ନେଇ ସରଗରମ ରାଜନୈତିକ ମଇଦାନ । ବ୍ରଜରାଜନଗର ଗସ୍ତରେ BJP ଓଡିଶା ପ୍ରଭାରୀ ଡ଼ି.ପୂରନ୍ଦେଶ୍ବରୀ ।

4. ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି: ଇମ୍ରାନ ଖାନ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ଶନିବାର ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଏକ ବିବୃତି ଦେଇଛନ୍ତି ।

5. ଦନ୍ତ ଚିକିତ୍ସକରୁ ମୁଖ୍ୟମନ୍ତ୍ରୀ, ତ୍ରିପୁରାର ଏକାଦଶତମ CM ଭାବେ ଶପଥ ନେଲେ ମାଣିକ ସାହା

ତ୍ରିପୁରାରେ ଆଜିଠୁ ମାଣିକ ସାହାଙ୍କ ସରକାର । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ମାଣିକ ସାହା(Manik Saha) ।

6. Rajya Sabha Elections: କର୍ଣ୍ଣାଟକରୁ ପୁଣିଥରେ ରାଜ୍ୟସଭା ଯାଇପାରନ୍ତି ସୀତାରମଣ

କର୍ଣ୍ଣାଟକରୁ ପୁଣିଥରେ ରାଜ୍ୟସଭା(Karnataka Rajya Sabha elections) ନିର୍ବାଚନ ଲଢିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କର୍ଣ୍ଣାଟକ ବିଜେପି କୋର କମିଟି ବୈଠକରେ ସୀତାରମଣଙ୍କ ନାମ ସୁପାରିଶ କରିଛି ।

7. Chintan Shivir: ମିଶନ 2024, ବିକାଶର ପ୍ରତିଜ୍ଞା ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ

ରାଜସ୍ଥାନର ଜୟପୁରରେ କଂଗ୍ରେସର 3 ଦିନିଆ ଚିନ୍ତନ ଶିବିର ଚାଲିଛି । ଆଜି ଏହାର ଅନ୍ତିମ ଦିନ । ସତ୍ତା ଫେରି ପାଇବାକୁ ଓ ଲୋକସମ୍ପର୍କ ବଢାଇବାକୁ ଦଳ ଜୋରଦାର ମନ୍ଥନ ଓ ଚିନ୍ତନ ଆରମ୍ଭ କରି ଦେଇଛି ।

8. ନାବାଳିକା ଝିଅକୁ ଦୁଷ୍କର୍ମ କଲା ମାଆର ପ୍ରେମିକ, ଦୁଇ ଗିରଫ

ନାବାଳିକା ସହ ଦୁଷ୍କର୍ମ କଲା ମାଆର ପ୍ରେମିକ । ନାବାଳିକା ଗର୍ଭବତୀ ହେବା ପରେ ପଦାକୁ ଆସିବା ଘଟଣା ।

9. India vs SA T20: ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ, ଅଧିନାୟକ ଦୌଡରେ ଧାଓ୍ବନ-ପାଣ୍ଡ୍ୟା

ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଟି -୨୦ ମ୍ୟାଚ ଖେଳିବ ଭାରତ । ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ । ଅଧିନାୟକ ଦୌଡରେ ଧାଓ୍ବନ-ପାଣ୍ଡ୍ୟା ।

10. IPL 2022: ଆଜି ସିଏସକେ-ଟାଇଟନ୍ସ ଓ ସୁପରଜିଆଣ୍ଟସ-ରୟାଲ୍ସ ମୁକାବିଲା

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସୁପରସନଣ୍ଡେରେ ରହିଛି ଦୁଇଟି ମୁକାବିଲା । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ସେହିପରି 63 ତମ ଲିଗ ମ୍ୟାଚ୍‌ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.