ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୩ଟାର ବଡ଼ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 13, 2022, 3:01 PM IST

1. WHOରେ ପରିବର୍ତ୍ତନ ନିହାତି ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦି

ଗୁରୁବାର ଦ୍ୱିତୀୟ ବିଶ୍ୱ କୋଭିଡ୍ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୁନରୁତ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି। ହୁର ଟିକା ଅନୁମୋଦନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ମୋଦୀ କହିଛନ୍ତି ଯେ ଟିକା ଓ ଚିକିତ୍ସା ଉପକରଣ ପାଇଁ ଏକ ନମନୀୟ ସପ୍ଲାଏ ଚେନ୍ ତିଆରି କରିବା ଆବଶ୍ୟକ ।

2. ଜମ୍ମୁରେ କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ସୁରକ୍ଷା ଦାବିରେ ରାତି ତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି କାଶ୍ମିରୀ ପଣ୍ଡିତ । ଗୁରୁବାର ଆତଙ୍କବାଦୀମାନେ ଜଣେ ୩୬ ବର୍ଷୀୟ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଏହି ଘଟଣାପରେ ଉପତ୍ୟକାରେ ରହୁଥିବା ପଣ୍ତିତମାନେ ନିଜର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉପରେ ଗର୍ଜିଛନ୍ତି ।

3. ବଦଳିବ ନୂଆପଲ୍ଲୀ ବେହେରାସାହି ମୁଖ୍ୟରାସ୍ତାର ରୂପରେଖ, ଆଜି ଭୂମି ପୂଜନ

ପୌର ନିର୍ବାଚନରେ ଦେଇଥିବା କଥା ଦେଇ କଥା ରଖିଛନ୍ତି କର୍ପୋରେଟର । ରାଜଧାନୀ ନୁଆପଲ୍ଲୀ ବେହେରାସାହି ୱାର୍ଡ ନଂ ୩୭ର ମୁଖ୍ୟ ରାସ୍ତାର ଶୁକ୍ରବାର ଭୂମି ପୂଜନ ହେବ ।

4. NEET PG 2022: ଘୁଞ୍ଚିବନି ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଘୁଞ୍ଚିବନି ନିଟ ପିଜି ପରୀକ୍ଷା । ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

5. ମାଟ୍ରିକ ମୂଲ୍ୟାୟନ ପାଇଁ ପ୍ରସ୍ତୁତ ବୋର୍ଡ଼, ଫୋକସରେ ନିର୍ଭୁଲ ମୂଲ୍ୟାଙ୍କନ

ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଆସନ୍ତା 21 ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା । ରାଜ୍ୟର ମୋଟ 58ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ ।

6. ଭେଜ ବଦଳରେ ଆସିଗଲା ନନଭେଜ ପିଜା, 9 ଲକ୍ଷ ଟଙ୍କାର ଫାଇନ ଗଣିଲା ପିଜା କମ୍ପାନୀ

ପିଜା ଖାଇବାକୁ ମନ ବଳାଇଲେ ଗ୍ରାହକ । ଫୋନ ଉଠାଇଲେ ଆଉ ପିଜା ଅର୍ଡର କରିଦେଲେ । ଭେଜ ପିଜା ଅର୍ଡର କରିଥିଲେ ଗ୍ରାହକ ହେଲେ ଆସିଲା ନନଭେଜ ପିଜା । ସେବାରେ ଅବହେଳା ପାଇଁ କମ୍ପାନୀ ଭୋଗିଲା ପରିଣାମ । କମ୍ପାନୀ ଉପରେ ଆୟୋଗ 9 ଲକ୍ଷ 65 ହଜାର 918 ଟଙ୍କା ଫାଇନ ପକାଇଛି ।

7. ଉତ୍ତର କୋରିଆରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ

ଉତ୍ତର କୋରିଆରୁ କୋରୋନା ସଂକ୍ରମିତ ଚିହ୍ନଟପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ କିମ୍‌ ଜୋଙ୍ଗ୍‌ ଉନ୍‌ । ତେବେ ଆଜି(ଶୁକ୍ରବାର) ଜ୍ବରରେ ଆକ୍ରାନ୍ତ ହୋଇ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ ଆସିଛି ।

8. NSE Co-Location Case: ଚିତ୍ରା ରାମକୃଷ୍ଣ-ସୁବ୍ରମଣ୍ୟମଙ୍କ ଜାମିନ ଖାରଜ

NSEର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଓ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ଜାମିନ ଆବେଦନ ଖାରଜ ।

9. IPL 2022: ଆଜି ବାଙ୍ଗାଲୋର-ପଞ୍ଜାବ ହାଇଭୋଲଟେଜ ମୁକାବିଲା

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 60ତମ ମ୍ୟାଚ୍‌ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛି ।

10. Green Is the Colour: ଗ୍ରୀନ୍‌ ଲୁକ୍‌ରେ ବଲିଉଡ୍‌ ସୁନ୍ଦରୀ

ବଲିଉଡର ଦିବା କିଆରା ଆଡଭାନୀ, ଅନନ୍ୟା ପାଣ୍ଡେ ଏବଂ ଜାହ୍ନବୀ କପୁର ସବୁଜ ପୋଷାକରେ ନିଜର ଜଲଓ୍ବା ଦେଖାଇଛନ୍ତି । ସେମାନଙ୍କର ଲାଟେଷ୍ଟ ଫଟୋ ଦେଖନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.