ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 12, 2022, 2:59 PM IST

1.ରାଜସ୍ଥାନ ଗସ୍ତରେ ନିରଞ୍ଜନ ପଟ୍ଟନାୟକ, ଶୁକ୍ରବାରଠୁ ଚିନ୍ତନ ବୈଠକ

ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ସଭାପତି । ରାଜସ୍ଥାନ ଗସ୍ତରେ ପିସିସି ସଭାପତି । ଦିଲ୍ଲୀ ଦେଇ ରାଜସ୍ଥାନ ଉଦୟପୁର ଚିନ୍ତନ ଶିବିରରେ ଯୋଗ ଦେବେ ନିରଞ୍ଜନ ପଟ୍ଟନାୟକ ।

2.ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ (Rajiv Kumar) ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ।

3.Honney Trapped: ହନିଟ୍ରାପରେ ବାୟୁସେନା ଅଧିକାରୀ, ଗିରଫ କଲା ଦିଲ୍ଲୀ ପୋଲିସ

ମହିଳାଙ୍କ ମୟାଜାଲରେ ଫଶି ବିଦେଶକୁ ପ୍ରତିରକ୍ଷା ବିଭାଗ ସହିତ ଜଡିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାୟୁସେନା ଅଧିକାରୀଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ଗିରଫ କରିଛି ।

4.Income Tax rules: ବର୍ଷକୁ 20 ଲକ୍ଷକୁ ଅଧିକ ଜମା-ଉଠାଣ କରୁଥିଲେ ପାନ୍ ବାଧ୍ୟତାମୂଳକ

CBDTର ନୂଆ ନିୟମ । ବର୍ଷକୁ ବ୍ୟାଙ୍କରୁ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଡିପୋଜିଟ କିମ୍ବା ଉଠାଣ କରୁଥିଲେ ପାନ୍ ନମ୍ବର ଦେବା ବାଧ୍ୟତାମୂଳକ ।

5.ଜରଡା ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍‌, 10 ଆହତ

କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ଼ ଫାଣ୍ଡି ଜରଡା ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍ । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

6.NEET PG ପରୀକ୍ଷା ଘୁଞ୍ଚାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

NEET PG 2022 ପରୀକ୍ଷା ଘୁଞ୍ଚାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) ।

7.ରାଜଧାନୀରେ ଏନକାଉଣ୍ଟର: SCBରେ ଭର୍ତ୍ତି ହେଲା ଆହତ ଅପରାଧୀ ଚକରା

ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି।

8.Brajarajnagar Bypoll: ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ, ମୈଦାନରେ 14 ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ବୁଧବାର ନାମାଙ୍କନ ଦାଖଲର ଅନ୍ତିମ ଦିନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥା ନିଜ ସମର୍ଥଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି ।

9.ଖାଦ୍ୟ ପାଇଁ ଟଙ୍କା ମାଗିବାରୁ ୬ ବର୍ଷର ନାବାଳକକୁ ହତ୍ୟାକଲା ପୋଲିସ !

ଖାକି ବର୍ଦ୍ଦିର ଦମ ଦେଖାଇଲା ପୋଲିସ, ଖାଦ୍ୟ ପାଇଁ ଟଙ୍କା ମାଗିବାରୁ ୬ ବର୍ଷର ନାବାଳକୁ ହତ୍ୟା କଲା ପୋଲିସ ।

10.IPL 2022: ଆଜି ଚେନ୍ନାଇ ବନାମ ମୁମ୍ବାଇ ମୁକାବିଲା

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 59ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI) ମଧ୍ୟରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.