ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Apr 17, 2022, 3:09 PM IST

1.Ramoji Rao's Granddaughter Wedding: ବିବାହ ବନ୍ଧନରେ ବାନ୍ଧି ହେଲେ ରାମୋଜୀ ରାଓଙ୍କ ନାତୁଣୀ

ରାମୋଜୀ ରାଓଙ୍କ ନାତୁଣୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବ୍ୟତୀତ ଅତିଥି ଭାବେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ଅନେକ ସୁପରଷ୍ଟାରଙ୍କ ସମେତ ଦେଶ ବିଦେଶର ଅନେକ ଭିଆଇପି । ବିବାହ ଉତ୍ସବ ଏକ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଷ୍ଟେଜ୍‌ରେ ଅନୁଷ୍ଠିତ ହୋଇଛି ।

2.ଲିଙ୍ଗିପୁର ATM ଲୁଟ: ଡେମୋ ଦେଖାଇଲା ବାଂଲାଦେଶୀ ଅଭିଯୁକ୍ତ

ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ପୋଲିସକୁ ଡେମୋ ଦେଖାଇଲେ ବାଂଲାଦେଶୀ ଅଭିଯୁକ୍ତ ।

3.Joda Group Clash: ଯୋଡ଼ା ଗସ୍ତରେ ବିଜେପିର 5 ଜଣିଆ ଟିମ୍‌

କେନ୍ଦୁଝର ଜିଲ୍ଲାରେ ରାମନବମୀରେ ଗୋଷ୍ଠୀ ସଂଘର୍ଷ ଘଟଣା । ଦୋଷୀଙ୍କୁ ଛାଡ଼ି ପୋଲିସ ନିରୀହ ଲୋକଙ୍କୁ ବାନ୍ଧିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ 5 ଜଣିଆ ପ୍ରତିନିଧି ଦଳ ଯୋଡ଼ା ଅଭିମୁଖେ ବାହାରିଛନ୍ତି ।

4.Biju Patnaik Death Anniversary: ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତା

ଆଜି (ରବିବାର) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଅମ୍ଳାନ ପୁରୁଷ ବିଜୁ ପଟ୍ଟାନୟକଙ୍କ 25ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଫରେଷ୍ଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

5.Long COVID: ଶ୍ବାସକ୍ରିୟା-ଆଖି ଓ ମାଂସପେଶୀ ଉପରେ ପଡିଥାଏ ଗଭୀର ପ୍ରଭାବ

ଏବେ ମଧ୍ୟ ଦେଶରେ କୋରୋନା ଆକ୍ରାନ୍ତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୁସ୍ଥ ହେବାର ୩ ମାସ ପରେ ମଧ୍ୟ ଲମ୍ବା କୋଭିଡ଼ ଲକ୍ଷଣ ଦେଖିବାକୁ ମିଳିଛି । ଯାହାକି ଶ୍ବାସକ୍ରିୟା ସହିତ ଆଖି, ମାଂସପେଶୀ ଭଳି ଶରୀରର ପ୍ରମୁଖ ଅଙ୍ଗ ଉପରେ ପ୍ରଭାବ ପକାଉଛି ।

6.10ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ ମୁକାବିଲା, ଭାଗ ନେଇଛନ୍ତି 120 ପ୍ରତିଯୋଗୀ

ଆଜିଠୁ (ରବିବାର) ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଓପନ ଓ ବାଳିକା 10 ବର୍ଷରୁ କମ ଚେସ ପ୍ରତିଯୋଗିତା ।

7.ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ସତର୍କ ରହିବାକୁ ପରାମର୍ଶ ଦେଲେ ଜେଲେନକ୍ସି

ଋଷ ସେନାଙ୍କ ଘନ ଘନ ମିଶାଇଲ ମାଡରେ କିଭ ସମେତ ଅନେକ ସହର ଧ୍ବଂସସ୍ତୁପ ପାଲଟିଛି । ଏହାରି ଭିତରେ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

8.Loan Frauds: ଋଣ ଠକେଇ କିପରି ବର୍ତ୍ତିବେ ? ଜାଣନ୍ତୁ

ଆଜିକାଲି ଟେକ୍ନୋଲିଜ ମାଧ୍ୟମରେ ଠକମାନେ ଅନ୍ୟର ପାନ୍ ଓ ଆଧାର କାର୍ଡ ବ୍ୟବହାର କରି ସେମାନଙ୍କ ନାଁରେ ଲୋନ ନେଉଛନ୍ତି । ନିରୀହ ଲୋକଟିଏ ନିଜ CIBIL ସ୍କୋର ଯାଞ୍ଚ ନ କରିବା ଯାଏଁ ଏହି ଠକେଇ ସମ୍ପର୍କରେ ଜାଣିପାରୁ ନାହିଁ । ତେଣୁ ସେହି ଠକମାନଙ୍କ ଠାରୁ ସାବଧାନ ରୁହନ୍ତୁ ଏବଂ ନିୟମିତ ନିଜ କ୍ରେଡିଟ୍ ରିପୋର୍ଟଗୁଡିକୁ ଯାଞ୍ଚ କରନ୍ତୁ । ନଚେତ୍ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆପଣ ।

9.Lemon Price Hike Effect: ବିବାହ ଉତ୍ସବରେ ବରଙ୍କୁ ଲେମ୍ବୁ ଉପହାର

ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକେ ବିବାହରେ ଲେମ୍ବୁକୁ ଉପହାର ଭାବରେ ଦେଉଛନ୍ତି ।

10.କର୍କଟରେ ଆକ୍ରାନ୍ତ ଛବି ମିତ୍ତଲ

ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଛବି ମିତ୍ତଲ । ଛବି ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.