ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 10, 2022, 2:59 PM IST

1. ଆଜ୍ଞାମାଳ ପରେ ରଥ କାଠ ଚିରଟ ଆରମ୍ଭ

ଆଜି ପବିତ୍ର ରାମନବମୀ । ଏହି ଅବସରରେ ଆଜି (ରବିବାର) ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରଥକାଠ ଚିରଟ ଅନୁକୂଳ ହୋଇଛି ।

2. ପୁଣି ପୌରଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, ନିରବଦ୍ରଷ୍ଟା ଟାଉନ ପୋଲିସ

ଜିଲ୍ଲାରେ ଥମିବାର ନା ନେଉନାହିଁ ରାଜନୈତିକ ହିଂସା । ଢେଙ୍କାନାଳ ମ୍ୟୁନସିପାଲିଟିର ନବ ନିର୍ବାଚିତ ବିଜେପି ପୌର ଅଧ୍ୟକ୍ଷାଙ୍କ ଘରକୁ ହେଉଛି ବାରମ୍ବାର ଆକ୍ରମଣ ।

3. Booster Dose: ଆଜିଠୁ 18 ବର୍ଷରୁ ଊର୍ଦ୍ଧ୍ବଙ୍କୁ ବୁଷ୍ଟର ଡୋଜ

ଆଜିଠୁ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦ୍ୱିତୀୟ ଡୋଜ ନେବାର 9 ମାସ ହୋଇଥିଲେ ନେଇପାରିବେ ଏହି ଡୋଜ ।

4. ମେଢ଼ରେ ବୁଲିଲେ ପ୍ରଭୁ, ଭକ୍ତିମୟ ହେଲା ପୁରା ପରିବେଶ

ବାଲେଶ୍ଵରରେ ରାମ ନବମୀକୁ ବେଶ ଧୁମଧାମରେ ପାଳନ କରାଯାଇଛି ।

5. ଦଣ୍ଡ ଯାତ୍ରା ପାଇଁ ଉତ୍ସବ ମୁଖର ଗାଁ ଗଣ୍ଡା

ଦଣ୍ଡ ଯାତ୍ରା ପାଇଁ ଉତ୍ସବ ମୁଖର ଖୋର୍ଦ୍ଧା ଜିଲ୍ଲା । ଢୋଲ ଶବ୍ଦର ତାଳେ ଉଠିପଡୁଛି ଗାଁ ଗଣ୍ଡା । ବ୍ରତଧାରୀଙ୍କ ଆସ୍ଥା, ବିଶ୍ବାସ ଓ ନିଷ୍ଠାର ପ୍ରତୀକ ଏହି ପର୍ବ ।

6. Terror Funding Case: ଦିଲ୍ଲୀର ବିଭିନ୍ନ ସ୍ଥାନରେ SIAର ରେଡ

ଟେରର ଫଣ୍ଡିଂ ମାମଲା । ଏନେଇ ଜମ୍ମୁକାଶ୍ମୀର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(SIA) ଆଜି ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ କରିଛି ।

7. ନୃଶଂସ ! ବିଚ୍‌ ରାସ୍ତାରେ ବାପା ମାଆଙ୍କୁ ହାଣି ହତ୍ୟା କଲା ପୁଅ

ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ରାସ୍ତା ମଝିରେ ଜନ୍ମ କଲା ବାପାମାଆଙ୍କୁ ହାଣିଲା ପୁଅ ।

8. ଚେନ୍ନାଇ ଉପକୂଳରୁ 11 ଇରାନୀ ଡ୍ରଗ୍ସ ଚାଲାଣକାରୀ ଗିରଫ ଘଟଣା, NCBର ତଦନ୍ତ ଆରମ୍ଭ

ଡ୍ରଗ ଚୋରା ଚାଲାଣ ବେଳେ ଚେନ୍ନାଇ ଉପକୂଳରେ 11ଜଣ ଇରାନୀୟ ଗିରଫ ଘଟଣା । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଡ୍ରଗ ଚୋରା ଚାଲାଣ ଘଟଣାର ତଦନ୍ତ ଆରମ୍ଭ କରିଛି ।

9. IPL Point Table: ଶୀର୍ଷରେ କୋଲକାତା, ଶେଷରେ ସୁପରକିଙ୍ଗସ

ଆଇପିଏଲ ୨୦୨୨ ସିଜିନର ପଞ୍ଚଦଶ ସଂସ୍କରଣରେ ସମସ୍ତ ୧୦ ଟିମ ଅତିକମରେ 3ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ପଏଣ୍ଟ ଟେବୁଲରେ 6 ପଏଣ୍ଟ ସହ ଶୀର୍ଷରେ କୋଲକାତା ନାଇଟ ରାଇଡର୍ସ ଥିବାବେଳେ ଶେଷରେ ଚେନ୍ନାଇ ସୁପରକିଙ୍ଗସ ରହିଛି ।

10. IPL 2022: ଆଜି KKR-DC, RR-LSG ମୁକାବିଲା

ଆଜି (ରବିବାର) ସୁପର ସନଡେରେ ଆଇପିଏଲର ଦୁଇଟି ମ୍ୟାଚ ଖେଳାଯିବ । 19 ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ ମଧ୍ୟରେ ଓ 20ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.