ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 8, 2022, 3:01 PM IST

1. Corona Infection: ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି ୯ ପ୍ରତିଶତ

ରାଜ୍ୟରେ କମିଛି କୋରୋନା ସଂକ୍ରମଣ । ଏହା ସହିତ ହସ୍ପିଟାଲାଇଜେନ ୯ ପ୍ରତିଶତ କମିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

2. ଇନ୍ଦ୍ରାବତୀରେ ଫସିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୭ ଜୀବନ

ଇନ୍ଦ୍ରାବତୀ ଜଳଭଣ୍ଡାର ଅତିକ୍ରମ ସମୟରେ ଦକ୍ଷିଣ ପବନ ଯୋଗୁଁ ମଝିରେ ଫସିଲା ଦେଶୀ ଡଙ୍ଗା l ଅଳ୍ପକେ ବର୍ତ୍ତିଗଲେ ସାତ ଜଣ ଯାତ୍ରୀ ।

3. Mamita Meher: ବିତିଲାଣି ୪ ମାସ, ନ୍ୟାୟ ଦାବିରେ ନବୀନ ନିବାସ ଘେରିଲା BJP

ମମିତା ମେହେର ହତ୍ୟାକାଣ୍ଡ । ୪ ମାସ ପରେ କାର୍ଯ୍ୟାନୁଷ୍ଠାନ ଶୂନ ପ୍ରତିବାଦରେ ନବୀନ ନିବାସ ଘେରାଉ କଲା ବିଜେପି ।

4. Hijab Issue: ଅଲଗା ଶ୍ରେଣୀଗୃହରେ ବସିଲେ ହିଜାବ ପିନ୍ଧା ଛାତ୍ରୀ, ଏପରି ଟ୍ବିଟ୍ କଲେ ଶିକ୍ଷାମନ୍ତ୍ରୀ

ଦିନକୁ ଦିନ ଘନେଇବାରେ ଲାଗିଛି କର୍ଣ୍ଣାଟକର ହିଜାବ ବିବାଦ । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ୍‌ରେ ଅଲଗା କ୍ଲାସରୁମର ବସା ଯାଇଥିବା ଅଭିଯୋଗ ।

5. ଗଙ୍ଗାନଦୀରେ ମୃତଦେହ ଭାସିବା ଘଟଣା, କେନ୍ଦ୍ର କହିଲା ତଥ୍ୟ ନାହିଁ

ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା । ସେ ନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନଥିବା ରାଜ୍ୟସଭାରେ କହିଛନ୍ତି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

6. Ahmedabad serial bomb blast case: ୧୩ ବର୍ଷ ପରେ ରାୟ ପ୍ରକାଶ, ୪୯ ଦୋଷୀ ସାବ୍ୟସ୍ତ

୨୦୦୮ରେ ଗୁଜୁରାଟର ଅହମ୍ମଦାବାଦରେ ସିରିଜ ବୋମା ବିସ୍ଫୋରଣ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ମାମଲାର ଶୁଣାଣି କରି ଏକ ସ୍ବତନ୍ତ୍ର କୋର୍ଟ ସମୁଦାୟ ୭୭ ଜଣଙ୍କ ମଧ୍ୟରୁ ୨୮ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

7. ବୁଧବାର OSSTET ପରୀକ୍ଷା

ଆସନ୍ତାକାଲି(ବୁଧବାର) ରାଜ୍ୟରେ OSSTET ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।

8. ରକ୍ତ ବେପାର କରି ବନ୍ଧା ହେଲେ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ରକ୍ତ ପାଇଁ ଲାଞ୍ଚ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର ଲ୍ୟାବ ଟେକନିସିଆନ କିଶୋର ସ୍ୱାଇଁ ।

9. ଆରପାରିରେ ଭୀମ, ଆର୍ଥିକ ସଙ୍କଟ ସହ କରୁଥିଲେ ସଂଘର୍ଷ

ଆରପାରିରେ 'ମହାଭାରତ'ର ଭୀମ। ବିଆର ଚୋପ୍ରାଙ୍କ ପୌରାଣିକ ସୋ' 'ମହାଭାରତ'ରେ ଭୀମ ଭୂମିକାରେ ଅଭିନୟ କରିଥିବା 74 ବର୍ଷୀୟ ଅଭିନେତା ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ ହୋଇଛି ।

10. T20 WC 2022: କିଛି ମିନିଟ୍‌ରେ ଶେଷ ହୋଇଗଲା ଭାରତ-ପାକ୍ ମ୍ୟାଚ୍‌ ଟିକେଟ୍‌

ଚୀର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚର କ୍ରେଜ୍ ସମସ୍ତଙ୍କୁ ଜଣା । ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୨ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଥିବାବେଳେ କିଛି ମିନିଟ୍‌ ମଧ୍ୟରେ ଭାର-ପାକିସ୍ତାନ ମ୍ୟାଚ୍‌ ଟିକେଟ ବିକ୍ରି ଶେଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.