ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 20, 2022, 3:04 PM IST

1-Bullibai app case: ଓଡିଶାରୁ ଜଣେ ଗିରଫ

ବିବାଦୀୟ ବୁଲ୍ଲୀ ବାଈ ଆପର ମୂଳ ଚେର ପାଖରେ ପହଞ୍ଚିବାକୁ ଆକ୍ସନ ମୁଡରେ ମୁମ୍ବାଇ ପୋଲିସ । ଜଣଙ୍କ ପରେ ଜଣଙ୍କୁ ଗିରଫ କରୁଛି ପୋଲିସ ।

2-OPSC 2020 MAINS: ଆଜିଠୁ ଆରମ୍ଭ ମୁଖ୍ୟ ପରୀକ୍ଷା

ଆଜି(ଗୁରୁବାର)ଠୁ ରାଜ୍ୟରେ ଆରମ୍ଭ ହୋଇଛି ଓଡିଶା ପ୍ରଶାସନିକ ସେବା ୨୦୨୦ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

3-କଳାହାଣ୍ଡିର ୩୬ ଜିଲ୍ଲା ପରିଷଦ ଜୋନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ।

4-ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା, ଗିରଫ ହେଲେ ହାବିଲଦାର

ଦୁଇ ଦୁଇଟି ବିବାହ ଆଉ ପୁଣି ପତ୍ନୀଙ୍କୁ ନିର୍ଯାତନା ଦେଇ ଫସିଛନ୍ତି ଖାକି ବାବୁ ଜଣକ । ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ହୋଇଛନ୍ତି ଧଉଳି ହାବଲିଦାର ସଦାଶିବ ସ୍ବାଇଁ ।

5-ପଞ୍ଚାୟତ ଟକ୍କର: ପୁରୀ ବାଲିଗୁଆଳି ପଞ୍ଚାୟତରେ ଭୋଟରଙ୍କ ମୁଡ୍ ପରଖିଲା ଇଟିଭି ଭାରତ ଟିମ୍

ପଞ୍ଚାୟତ ନିର୍ବାଚନ ନେଇ ବଢିଲାଣି ରାଜନୈତିକ ଉଷ୍ଣତା । ନାମାଙ୍କନ ପତ୍ର ଦାଖଲ ଚାଲିଥିବାବେଳେ ଗାଁ ଗଣ୍ଡାରେ ଜୋର୍ ଧରିଲାଣି ଚର୍ଚ୍ଚା । ପୁରୀ ସଦର ବ୍ଲକ ବାଲିଗୁଆଳି ପଞ୍ଚାୟତରେ ଭୋଟରଙ୍କ ମୁଡ୍ ପରଖିଲା ଇଟିଭି ଭାରତ ଟିମ୍ ।

6-BJDର ସ୍ବତନ୍ତ୍ର ଷ୍ଟ୍ରାଟେଜି: ଟିକେଟ ନମିଳିଲେ ବି ଦଳ ଛାଡିପାରିବେନି ଆଶାୟୀ ପ୍ରାର୍ଥୀ

ତ୍ରିସ୍ତରୀୟ ନିର୍ବାଚନ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଛି ଶାସକ ଦଳ । ଫଳରେ ଟିକେଟ ନ ମିଳୁଥିବା ପ୍ରାର୍ଥୀ ଅସନ୍ତୁଷ୍ଟ ହୋଇଥିଲେ ମଧ୍ୟ ଦଳ ଛାଡିପାରିବେ ନାହିଁ ।

7-୫ଜି ଭୟ: ଆମେରିକାକୁ ଭାରତର ବିମାନ ବାତିଲ

ଆମେରିକାର ଟେଲିକମ କମ୍ପାନୀ AT&T ଏବଂ Verizon ନୂତନ ୫ ଜି ସେବା ଆରମ୍ଭ କରିଛି । ଯାହା ବିମାନ ସେବା ଉପରେ ସଙ୍କଟ ଆଣିବ ବୋଲି ଚେତାବନୀ ଦେଇଥିଲେ ଆମେରିକାର ବୃହତ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟରଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ । 8-

8-Rahul Gandhi On Chinese Kidnapping: କାହିଁକି ଚୁପ୍ ମୋଦି, କହିଲେ ରାହୁଲ

ଚୀନର ଦାଦାଗିରି ନେଇ ପିଏମ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ । ଗତକାଲି ଭାରତ ସୀମାରେ ଅନୁପ୍ରବେଶ କରି ଚୀନ ସୈନ୍ୟ ଜଣେ ଭାରତୀୟ ନାବାଳକଙ୍କୁ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ମୋଦିଙ୍କୁ କଟାକ୍ଷ କରିବାରୁ ମଉକା ପାଇଛନ୍ତି ରାହୁଲ । ଟ୍ବିଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

9-Lata Mangeshkar Health Update: ଏବେବି ଆଇସିୟୁରେ ଲତା ମଙ୍ଗେସକର, ଡାକ୍ତର କହିଲେ କେବଳ ପ୍ରାର୍ଥନା କରନ୍ତୁ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଗୁରୁତର । ଏବେବି ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି ।

10-କରୋନା ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ଅଭିନେତା ଶାହିର ଶେଖଙ୍କ ପିତା

ଲୋକପ୍ରିୟ ଟିଭି ଅଭିନେତା ଶାହିର ଶେଖଙ୍କ ପିତାଙ୍କର ଦେହାନ୍ତ ହୋଇଛି। ଶାହିରଙ୍କ ବନ୍ଧୁ ତଥା ଅଭିନେତା ଅଲି ଗୋନି ଟ୍ବିଟରରେ ଏହି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.