ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ଖବର ଅପଡେଟ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 21, 2021, 3:10 PM IST

1.୨୦୦ ପାର୍ Omicron ମାମଲା, ସୁସ୍ଥ ହେଲେଣି ୭୭

ଦେଶରେ ୨୦୦ ପାର୍ କଲା ଓମିକ୍ରନ(Omicron update In India) । ସର୍ବାଧିକ ଦିଲ୍ଲୀ-ମୁମ୍ବାଇରୁ ଚିହ୍ନଟ ।

2.PDS ହିତାଧିକାରୀଙ୍କ ପାଇଁ କୋଭିଡ ସହାୟତା, ମିଳିବ ହଜାର ଟଙ୍କା ଲେଖାଏଁ ସହାୟତା

ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ହିତାଧିକାରୀଙ୍କୁ ମିଳିବ 1 ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ।

3.ନାଗପୁରର ପ୍ରସିଦ୍ଧ କଳା ଇଟିଲି, ଦେଶର ଭିନ୍ନ ପ୍ରାନ୍ତରୁ ଲାଗୁଛି ଲୋକଙ୍କ ଭିଡ଼

ମହାରାଷ୍ଟ୍ର ନାଗପୁର ଅଞ୍ଚଳର 'କଳା ଇଟିଲି'କୁ ନେଇ ଏବେ ଦେଶରେ ଚର୍ଚ୍ଚା । ସାଧାରଣତଃ ଇଟିଲିର ରଙ୍ଗ ଧଳା ହୋଇଥିବାବେଳେ କ'ଣ ଏହି କଳା ଇଟିଲି ତାହା ବିଷୟରେ ଜାଣିବା ଓ ଚାଖିବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଗ୍ରହ ।

4.Omicron Update: ଚିନ୍ତା ବଢାଇଲା ଓମିକ୍ରନ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ସରକାର

ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ(Odisha Reports c Cases) ପରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର ।

5.ବରିଷ୍ଠ SAD ନେତା ବିକ୍ରମ ସିଂ ମଜିଠିୟା ଅଟକ, ଡ୍ରଗ୍ସ ମାମଲାରେ ଥାନାରେ ଏତଲା

ପଞ୍ଜାବ ପୋଲିସ ବନୁର ଥାନାରେ ପଞ୍ଜିକୃତ ହୋଇଥିବା ଏକ ଡ୍ରଗ୍ସ ମାମଲା ଆଧାରରେ ପୂର୍ବତନ ମନ୍ତ୍ରୀ ତଥା ଅକାଳି ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିୟାଙ୍କୁ ଅଟକ ରଖିଛି ।

6.Chittaranjan Murder Case: ଉଠିଲା ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାମ

ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ ଆସୁଛି ନୂଆ ଟ୍ବିଷ୍ଟ । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରାଯାଉଛି ।

7.BJP ସଂସଦୀୟ ଦଳ ବୈଠକ ଆରମ୍ଭ

ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ। ପ୍ରଧାନମନ୍ତ୍ରୀ ଉପସ୍ଥିତ ନଥିବା ସୂଚନା ।

8.ଚାକିରୀଆଙ୍କ ପାଇଁ ବଡ଼ ଖବର: ଏଣିକି ସପ୍ତାହକୁ 4 ଦିନ କାମ, 3 ଦିନ ଛୁଟି

ଏବେ ସପ୍ତାହକୁ 4 ଦିନ କାମ(4-day work-week) କରିବେ କର୍ମଚାରୀ । ଏବେ କର୍ମଚାରୀମାନଙ୍କର କାର୍ଯ୍ୟ ସମୟ, ଦରମା ଓ ସାପ୍ତାହିକ ଛୁଟିରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।

9.KMC Polls: ଆଗରେ TMC, ଅପରାହ୍ନ ୩ଟା ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

୧୪୪ଟି ୱାର୍ଡରେ ହୋଇଥିବା ପଶ୍ଚିମବଙ୍ଗ ପୌର ନିର୍ବାଚନରେ ଆଜି ଗଣତି ଆରମ୍ଭ ହୋଇଛି । ସକାଳ ୮ ଟାରୁ ଭୋଟ ଗଣତି ଜାରି ରହିଛି । ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି ।

10.ଆମେରିକାରେ ପ୍ରଥମ Omicron ଆକ୍ରାନ୍ତ ମୃତ

ଆମେରିକାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.